Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଶୁଭଶ୍ରୀ ମହାପାତ୍ର ହତ୍ୟାକାଣ୍ଡ ମାମଲାରେ ଯୁବକ ଅଟକ, ମୃତ୍ୟୁ ପୂର୍ବରୁ ୭ ଥର ଯାଇଥିଲା ଫୋନ୍
ଭୁବନେଶ୍ୱର: ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ହତ୍ୟାକାଣ୍ଡ ମାମଲାରେ ନୂଆମୋଡ଼। ଜଣେ ଯୁବକଙ୍କୁ ଅଟକ ରଖିଲା କମିଶନରେଟ ପୋଲିସ । ଖାରବେଳନଗର ଥାନାରେ ଭୁବନେଶ୍ୱର ଡିସିପିଙ୍କ ଛାନବିନ। ମୃତ ଶୁଭଶ୍ରୀଙ୍କ ସିଡିଆରରୁ ମିଳିଲା ବିସ୍ଫୋରକ ତଥ୍ୟ । ଜଣେ ଯୁବକଙ୍କୁ ଅଟକ ରଖିଲା କମିଶନରେଟ ପୋଲିସ।
!-->!-->…
ସାଳନ୍ଦୀ ନଦୀରେ ଭାସିଗଲେ ୩ନାବାଳକ : ୨ଉଦ୍ଧାର, ଜଣେ ନିଖୋଜ
ଭଦ୍ରକ : ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ସାଳନ୍ଦୀ ନଦୀର ଭଦ୍ରକ ସାହପୁର ଘାଟରେ ନଦୀରେ ବୁଡି ଜଣେ ନାବାଳକ ନିଖୋଜ ହୋଇଯାଇଛି । ସୂଚନାନୁଯାୟୀ ଭଦ୍ରକ ସହରାଞ୍ଚଳ ୧୬ନମ୍ବର କଣ୍ଟାବଣିଆ ଅଂଚଳ ୩ନାବାଳକ ସାଳନ୍ଦୀ ନଦୀରେ ଗାଧୋଇବା ବେଳେ ଜଣେ ନିଖୋଜ ହୋଇଯାଇଛନ୍ତି । ତେବେ ଅନ୍ୟ ଦୁଇ!-->…
ଭୁବନେଶ୍ୱରରୁ କୋକେନ୍ ଜବତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଗତ ଏପ୍ରିଲ ମାସରେ କୋକେନ୍ ଜବତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୁଲ୍ବେଶ୍ ଖାନ୍ ଓରଫ ହଜରତକୁ ଗିରଫ କରିଛି ପୁଲିସ୍। ଓଡ଼ିଶା ପୁଲିସ୍ର ଏସ୍ଟିଏଫ୍ ତାକୁ ଉତ୍ତର ପ୍ରଦେଶରୁ ଗିରଫ କରିଛି। ଉତ୍ତର ପ୍ରଦେଶ ପୁଲିସ୍ର ଏସ୍ଟିଏଫ୍ ସହାୟତାରେ ଓଡ଼ିଶାର!-->…
ସ୍କୁଲରେ କରେଣ୍ଟ ଲାଗି ଛାତ୍ରୀଙ୍କ ମୃତ୍ୟୁ
ଜୟପୁର: ବିଦ୍ୟୁତ ଆଘାତରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ । କୁନ୍ଦ୍ରା ବ୍ଲକ ଦିଗାପୁର ସରକାରୀ ଆବାସିକ ସ୍କୁଲ ପରିସରରେ ଘଟିଛି ଏପରି ଅଘଟଣ । ସ୍କୁଲ ପରିସରରେ ଥିବା ବିଦ୍ୟୁତ ଖୁଣ୍ଟକୁ ଛୁଇଁ ଗୁରୁତର ହୋଇ ପଡ଼ିଥିଲେ ଛାତ୍ରୀ । ଜୟପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ମୃତ ଘୋଷଣା କଲେ!-->…
ଖେଳୁଥିବା ବେଳେ ପୋଖରୀରେ ପଡି ୨ ବର୍ଷର ଶିଶୁପୁତ୍ର ମୃତ
ସୋର: ଖେଳୁଥିବା ବେଳେ ପୋଖରୀରେ ପଡି ୨ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଇଚ୍ଛାପୁର ଗ୍ରାମରେ ଏହି ଘଟଣା ଘଟିଛି। ମୃତ ଶିଶୁପୁତ୍ର ଜଣକ ହେଲେ ଇଚ୍ଛାପୁର ଗ୍ରାମର ଶରତ ମଲ୍ଲିକଙ୍କ ୨ ବର୍ଷର ଶିଶୁପୁତ୍ର ଜୟପ୍ରକାଶ ମଲ୍ଲିକ।
ବାଲେଶ୍ଵର ଜିଲ୍ଲା!-->!-->!-->…
ମାଲକାନଗିରିରେ ଗଣେଶ ମୂର୍ତ୍ତିକୁ ନେଇ ବିବାଦ: ଥାନାରେ ଏତଲା
ମାଲକାନଗିରି: ମାଲକାନଗିରିରେ ଗଣେଶ ମୂର୍ତ୍ତିକୁ ନେଇ ବିବାଦ ଉପୁଜିଛି। ଏନେଇ ମାଲକାନଗିରି ଥାନାରେ ଏତଲା ଦିଆଯାଇଛି। ପୁରୁଣା ମେଡିକାଲ ଛକ ପୂଜା କମିଟି ପକ୍ଷରୁ ପ୍ରତି ବର୍ଷ ଭିନ୍ନ ଭିନ୍ନ ଢଙ୍ଗରେ ଗଣେଶ ପୂଜା କରାଯାଇଥାଏ। ତେବେ ଚଳିତ ବର୍ଷ 'ସବକା ମାଲିକ ଏକ ହେ' ଶୀର୍ଷକରେ କମିଟିର!-->…
ପିସିଆର ଡ୍ରାଇଭରଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ
ପୁରୀ: ମାଟିତୋଟା ବାସେଳୀ ସାହି ଥାନା ପିସିଆର ଡ୍ରାଇଭରଙ୍କୁ ଆକ୍ରମଣ । କର୍ମଚାରୀ ଜଣକ ହେଲେ ଗୃହରକ୍ଷୀ ଦୀପକ ମାଝି । ଦୀପକଙ୍କ ଉପରକୁ ଚାରି ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଦୀପକ ବାସେଳୀ ସାହି ଥାନାରେ ଏତଲା ଦେଇଛନ୍ତି ।
ବୁଧବାର ରାତିରେ ଦୀପକ ବାସେଳୀ ସାହି!-->!-->!-->…
ହାତୀମୃତ୍ୟୁ ଘଟଣାରେ ବିଦ୍ୟୁତ୍ ବିଭାଗ ସୁପରଭାଇଜର୍ ବହିଷ୍କୃତ
କେନ୍ଦୁଝର: କେନ୍ଦୁଝର ହାତୀମୃତ୍ୟୁ ଘଟଣାରେ ବିଦ୍ୟୁତ୍ ବିଭାଗ ସୁପରଭାଇଜର୍ ବହିଷ୍କୃତ। କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ଜୁଡ଼ିଆ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଗତ ୨୫ ତାରିଖରେ ୨ଟି ମାଈହାତୀଙ୍କର ମୃତ୍ୟୁ ହୋଇଥିଲା। ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଜିଭି ଇଲେକ୍ଟ୍ରିକାଲସ୍ର!-->…
ସୋନାଲୀଙ୍କ ମତ୍ୟୁ ମାମଲାରେ କ୍ଲବ ମାଲିକ ଗିରଫ
ପଣଜୀ: ହରିଆଣାର ଭାଜପା ନେତ୍ରୀ ତଥା ଟିକ୍ଟକ୍ ଷ୍ଟାର ସୋନାଲୀ ଫୋଗାଟଙ୍କ ମୃତ୍ୟୁ ମାମଲାରେ ଗୋଆ ପୋଲିିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶନିବାର ପୋଲିସ ଗୋଆର କର୍ଲିସ୍ କ୍ଲବର ମାଲିକଙ୍କୁ ଗିରଫ କରିଛି। ଏଥିସହ ପୋଲିସ ଶୌଚାଳୟରୁ ଡ୍ରଗ୍ସ ଉଦ୍ଧାର କରିଥିବା ଜଣାପଡ଼ିଛି। ଏହି!-->…
ସ୍କୁଲରେ କୁନିକୁନି ପିଲାଙ୍କୁ ବନ୍ଧକ ରଖିବା ପ୍ରସଙ୍ଗ : ରିପୋର୍ଟ ମାଗିଲା ଜାତୀୟ ମାନବାଧିକାର କମିଶନ
ସ୍କୁଲ ଫି' ନଦେବାରୁ ଆପିଜେ ସ୍କୁଲରେ ପିଲାଙ୍କୁ ନିର୍ଯାତନା ଦିଆଯିବା ଘଟଣା । ଜାତୀୟ ମାନବାଧିକାର କମିଶନ ଖୋର୍ଦ୍ଧା ଜିଲାପାଳ, ସ୍କୁଲ ଓ ଗଣଶିକ୍ଷା ପ୍ରମୁଖ ସଚିବ ଏବଂ କମିଶନରେଟ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି । ସମ୍ପୃକ୍ତ ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଚାରି!-->…