Browsing Category

ଅପରାଧ

ଭିଜିଲାନ୍ସ ଜାଲରେ ଅଚ୍ୟୁତପୁର ଆର୍‌ଆଇ

ନିରାକାରପୁର: ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅଚ୍ୟୁତପୁର ଆର୍‌ଆଇ ଗୌରାଙ୍ଗ ଶବର ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଦେଉଳି ଗ୍ରାମର ଜଣେ ଯୁବକଙ୍କଠାରୁ ପଟ୍ଟା କରାଇ ଦେବାକୁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯୁବକ ଜଣକ ଏ ନେଇ ଭୁବନେଶ୍ୱର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ।…

ନିଶା ନିବାରଣ କେନ୍ଦ୍ରରେ ଭିନ୍ନକ୍ଷମ ଯୁବକଙ୍କୁ ନିର୍ଘାତ ପିଟିଲେ, ପାଦ ଚଟାଇଲେ

ବାରିପଦା: ଆଦିବାସୀ ଅଧ୍ୟୁସିତ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ତାଲିବାନୀ ନିର୍ଯାତନାର ନଗ୍ନ ଚିତ୍ର। ଏକ ନିଶା ନିବାରଣ କେନ୍ଦ୍ରରେ ଥିବା ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ଅମାନୁଷିକ ଭାବେ ଲୁହା ପାଇପରେ ପିଟୁଛନ୍ତି କେନ୍ଦ୍ରର ମାଲିକ ତଥା ତାଙ୍କ ସହଯୋଗୀ। କେବଳ ସେତିକି ନୁହେଁ ତାଙ୍କୁ…

ବ୍ରହ୍ମପୁର ପୋଲିସ ଓ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା : ଆଳୁ ଖୋଳୁ ଖୋଳୁ ମହାଦେବ…

ପୁଳା ପୁଳା ଟଙ୍କା ସହ ସୁନା ବିସ୍କୁଟ ଜବତ... ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ବିଭାଗ ଓ ପୋଲିସ ହାତରେ ଧରା ପଡିଛି ଦୁଇ କିଲୋଗ୍ରାମ ଦୁଇଶହ ଗ୍ରାମ ର ସୁନା ବିସ୍କୁଟ ସହ ଏକ କୋଟି ଏକୋଇଶ ଲକ୍ଷ ଟଙ୍କା l କୌଣସି ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ଅପରାହ୍ନ ସମୟରେ ଲାଞ୍ଜିପଲ୍ଲୀ…

ଖୋର୍ଦ୍ଧାରେ ୧ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର କାରବାର ଥମିବାର ନାଁ ଧରୁନଥିବା ବେଳେ ପୋଲିସ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରତ୍ୟକ ଦିନ ପୋଲିସ ରେଡ କରି ଜିଲ୍ଲାର କୋଉଠୁ ନା କୋଉଠୁ ବ୍ରାଉନ ସୁଗାର ଜବତ କରୁଛି। ଆଜି ପୁଣି ଟାଉନ ଥାନା ଅଞ୍ଚଳରେ ବ୍ରାଉନ ସୁଗାର ଜବତ…

ଇଡି ଅଧିକାରୀଙ୍କୁ ଜେରା କରିବ କୋଲକାତା ପୁଲିସ

ଭୁବନେଶ୍ବର: ବ୍ୟବସାୟୀଙ୍କ ଠାରୁ ବଟି ଆଦାୟ କରିଥିବା ଅଭିଯୋଗରେ ଝାଡଖଣ୍ଡର ଓକିଲ ରାଜୀବ କୁମାରଙ୍କୁ ଗିରଫ କରିଛି କୋଲକାତା ପୁଲିସ । ବ୍ୟବସାୟୀଙ୍କ ନାଁରେ ଜନସ୍ୱାର୍ଥ ମାମଲା ରୁଜୁ କରି ଟଙ୍କା ହଡପ ଭଳି ସଙ୍ଗୀନ ଅଭିଯୋଗ ରହିଛି ରାଜୀବଙ୍କ ନାଁରେ । ବ୍ୟବସାୟୀଙ୍କୁ ମାମଲା ହଟାଇବା ପାଇଁ…

ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଲେ କୃଷି ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଛନ୍ତି ବରଗଡ଼ର କୃଷି ଅଧିକାରୀ । ପାଇକମାଲ କୃଷି ବିଭାଗର ଆସିଷ୍ଟାଣ୍ଟ ଅଫିସର ପ୍ରଣୟ କୁମାର ମନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ୧ ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପ୍ରଣୟଙ୍କୁ ପାଇକମାଳ ବସଷ୍ଟାଣ୍ଟରୁ ଧରିଛି ଭିଜିଲାନ୍ସ ଟିିମ୍ । ସାର…

ପୁରୀ ବେଳାଭୂମୀରେ ଗାଧୋଇବା ବେଳେ ଭାସିଗଲେ ତିନି ପର୍ଯ୍ୟଟକ, ଜଣେ ଯୁବତୀଙ୍କ ମୃତ୍ୟୁ

ପୁରୀ ସମୁଦ୍ରରେ ଅଘଟଣ । ଗାଧୋଇବା ବେଳେ ଭାସିଗଲେ ତିନି ପର୍ଯ୍ୟଟକ। ସେମାନଙ୍କୁ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ସେ ଛତିଶଗଡ଼ ରାୟଗଡ଼ ଅଞ୍ଚଳର ମିନାକ୍ଷୀ ନାୟକ । ସକାଳୁ ଦିଗବାରେଣି ଖଣ୍ଟି ବେଳାଭୂମୀରେ ମିନାକ୍ଷୀଙ୍କ ସହ ତାଙ୍କ ପାଞ୍ଚ ଜଣ…

ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ନୟାଗଡ଼ : ନୟାଗଡ଼ରଏକ ହୋଟେଲ ଭିତରୁ ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ନେଇ ନୟାଗଡ଼ ଥାନାରେ ଅଭିଯୋଗ କଲେ ପରିବାର ଲୋକେ । ସୂଚନା ଅନୁଯାୟୀ, ରବିବାର ରାତିରେ ନୟାଗଡ଼ ଟାଉନ ଥାନା ପୋଲିସ…

କେନ୍ଦୁଝରରୁ ବିପୁଳ ପରିମାଣରେ ନକଲି ମଦ ଜବତ, ୫ ଗିରଫ

କେନ୍ଦୁଝର: ଅବକାରୀ ବିଭାଗ ପକ୍ଷରୁ ନକଲି ମଦ ଧରପଗଡ଼ ଅଭିଯାନକୁ ଜୋରଦାର କରାଯାଇଛି । କେନ୍ଦୁଝର ଅବକାରୀ ବିଭାଗ ପକ୍ଷରୁ ଟାଉନ ଥାନା ଘୁଟୁର ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ କରାଯାଇଛି । ନକଲି ମଦ ଚୋରା କାରାବାର ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ,…

ପତ୍ନୀ ଘର ଆଗରେ ପତିର ଧାରଣା

ପୁରୀ: ପୁଅକୁ ଦେଖା କରିପାରୁନି ବାପା । ଦିନେ କି ଦୁଇ ଦିନ ନୁହେଁ ୨ ବର୍ଷା ହେଲା ଦେଖା କରିପାରୁନି । ଘର ଛଡି ଅନ୍ୟତ୍ର ରହୁଥିବା ପତ୍ନୀ ପ୍ରତିବନ୍ଧକ ସାଜିଛି । ବାପା ପୁଅକୁ ଦେଖା କରେଇ ଦେଉନାହିଁ ମାଆ । ପୁଅକୁ ଟିକେ ଦେଖିବା ପାଇଁ, ପଦେ କଥା ହେବା ପାଇଁ କାକୁତି ମିନତି କରୁଛି ବାପା ।…