Browsing Category

ଅପରାଧ

ବସ୍ ଓଲଟି ୩୫ ଯାତ୍ରୀ ଆହତ

ସମ୍ବଲପୁର: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌। ସମ୍ବଲପୁର ଜିଲା ଜୁଜୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ମଙ୍ଗଳବାର ଏଭଳି ଏକ ଦୁର୍ଘଟଣା ଘଟିଛି। ଏଥିରେ ୩୫ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଅନୁଗୋଳ…

ଆଠଗଡ ବନଖଣ୍ଡରୁ ହାତୀ କଙ୍କାଳ ମିଳିବା ଘଟଣା: ଗିରଫ ଫରେଷ୍ଟରଙ୍କ ଲାଏ ଡିଟେକ୍ସନ ଟେଷ୍ଟ

ଆଠଗଡ଼ ବନଖଣ୍ଡର ନରସିଂହପୁର ଅଞ୍ଚଳରୁ ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା । ଗିରଫ ଫରେଷ୍ଟର ପ୍ରଦୀପ ପରିଡାଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ । ସେଥିପାଇଁ ପ୍ରଦୀପଙ୍କୁ ରାଜ୍ୟ ଫରେନ୍ସିକ ସାଇନ୍ସ ଲାବୋରାଟୋରିକୁ ଆଣିଲା ବନ ବିଭାଗ । ହାତୀ ହତ୍ୟାରେ ପ୍ରଦୀପଙ୍କ ସମ୍ପୃକ୍ତି ନେଇ ପ୍ରଶ୍ନ…

ଜିଏସ୍‌ଟି ଅତିରିକ୍ତ କମିଶନରଙ୍କ ଅଚଳାଚଳ ସମ୍ପତ୍ତି, ଭିଜିଲାନ୍ସ ର ଚଢ଼ଉ

ଭୁବନେଶ୍ୱର: ଭିଜିଲାନ୍ସ ହାତରେ ଲାଗିଛି ଜିଏସ୍‌ଟି ଅତିରିକ୍ତ କମିଶନରଙ୍କ ଅଚାଳାଚଳ ସମ୍ପତ୍ତି। ଯାହା ପରେ ଚର୍ଚ୍ଚାକୁ ଆସିଛନ୍ତି ବାଣିଜ୍ୟକର ଓ ଜିଏସଟି ବିଭାଗ, କଟକ କର୍ପୋରେଟ-୨ର ଅତିରିକ୍ତ କମିଶନର ପିୟୁଷକାନ୍ତ ପାଣି। ସେ ଆୟବର୍ହିଭୂତ ସମ୍ପତ୍ତି ଠୁଅ କରିଥିବା ଅଭିଯୋଗ ଆଧାରରେ ଆଜି…

ନିଖୋଜ ଦୁଇ ଏମ୍‌ସିଏଲ୍‌ କର୍ମଚାରୀଙ୍କ ମିଳିଲା ମୃତଦେହ

ସମ୍ବଲପୁର: ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଝାଙ୍କରାଣୀପୀଠ ମନ୍ଦିର ଘାଟରେ ରବିବାର ଏକ ଅଘଟଣ ଘଟିଥିଲା। ଡ୍ୟାମରେ ବୁଡିଯାଇ ସମ୍ବଲପୁର ମହାନଦୀ କୋଇଲା କମ୍ପାନୀ(ଏମ୍‌ସିଏଲ୍‌ )ର ୨ଜଣ ମହେଶ ଛିତୋରୀ( ୪୦) ଓ ଅଭିଷେକ କୁମାର( ୪୫) କର୍ମଚାରୀ ନିଖୋଜ ଥିଲେ । ସୋମବାର ସେମାନଙ୍କ ମୃତଦେହ ଉଦ୍ଧାର…

ମହିଳାଙ୍କଠାରୁ ୭୦ହଜାର ଟଙ୍କା ଝାମ୍ପିନେଲେ ପଲସର୍ ଲୁଟେରା

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ସହରରେ ପଲସର ଲୁଟେରାମାନେ ଜଣେ ମହିଳାଙ୍କ ଠାରୁ ୭୦ହଜାର ଟଙ୍କା ଲୁଟି ନେଇଛନ୍ତି। ଏହି ଲୁଟ୍ ଜଳେଶ୍ବର ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ହୋଇଛି । ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ସରଢ଼ିଆ ଅଞ୍ଚଳର ଜଣେ ମହିଳା ଘର କାମ ପାଇଁ…

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ; ୨୩ ଆହତ, ଫାଟିଲା ଆଇ.ଆଇ.ସିଙ୍କ ମୁଣ୍ଡ

ବାଲେଶ୍ବର: ଗତକାଲି ବିଳମ୍ବିତ ରାତିରେ ବାଲେଶ୍ଵରରେ ତାଜିଆ ଆଖଡାରେ ଗଣ୍ଡଗୋଳ ହୋଇଛି । ଶୋଭାଯାତ୍ରା ଓ ପ୍ରବେଶ ପ୍ରସ୍ଥାନକୁ ନେଇ ୧ ଓ ୨ ନମ୍ବର ତାଜିଆ ଗୋଷ୍ଠୀ ଭିତରେ ମାରପିଟ ହୋଇଥିବା ଜଣାପଡ଼ିଛି । ଗଣ୍ଡଗୋଳର ସମାଧାନ କରିବାକୁ ଯାଇ ଟାଉନଥାନା ଅଧିକାରୀ ଆହତ ହୋଇଛନ୍ତି । ଟାଉନ୍ ଥାନା…

ପ୍ରଶାସନର ଛତ୍ରଛାୟା ତଳେ ଢାବା,ରେଷ୍ଟୁରାଣ୍ଟରେ ମଦର ମୁକ୍ତ ବଜାର : ପ୍ରଶାସନ ନିଦା ବିଷ୍ଣୁ…

ଗୋପାଳପୁର :- ମଦ୍ୟପାନରେ ବଡ଼ ବଡ଼ ରାଜ୍ୟଙ୍କୁ ପଛରେ ପକାଇଛି ଓଡ଼ିଶା। ଅର୍ଥାତ୍ ଓଡ଼ିଶାର ଲୋକମାନେ ଅନ୍ୟ ରାଜ୍ୟର ଲୋକସଂଖ୍ୟା ତୁଳନାରେ ଅଧିକ ମଦ୍ୟପାନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ(NHFS)-5 ଦ୍ୱିତୀୟ ପର୍ଯ୍ୟାୟରେ ଏଭଳି ଆଶ୍ଚର୍ଯ୍ୟ କଲାଭଳି…

ପୋଲିସ ପ୍ରଶାସନ ଏବଂ ଅବକାରୀ ବିଭାଗ ର ମଧୁଚନ୍ଦ୍ରିକା : ଗଜପତି ଜିଲ୍ଲା ଚୋରା ମଦ ବ୍ୟବସାୟୀ ଙ୍କ ପେଣ୍ଠସ୍ଥଳୀ…!

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଏବେ ପାଲଟିଛି ଚୋରା ମଦ ବେପାରୀଙ୍କ ଭୂସ୍ବର୍ଗ l ସୂଚନା ଥାଉକି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳ ରେ ଥିବା ରଙ୍ଗିପୁର ଗ୍ରାମ ର କିଛି ଚୋରା ମଦ ବେପାରୀ ଚୋରା ମଦ ରାନ୍ଧି ଦିନ ଦ୍ୱିପହଁରେ ଖୁଲମ ଖୁଲାଭାବେ ପୋଲିସ ପ୍ରଶାସନ ଏବଂ ଅବକାରୀ ବିଭାଗ…

ପୁଲିସ-ନକ୍ସଲ ଗୁଳିବିନିମୟ: ଖସିଗଲେ ନକ୍ସଲ, ମାଓ ସାମଗ୍ରୀ ଜବତ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ପୁଲିସ ମୋଗକାପାଲା ଥାନା ଅଂଚଳର ବୋଗଲା ଓ ପାଙ୍ଗୁଡ ଜଂଗଲରେ ମାଓବାଦୀ କ୍ୟାମ୍ପ କରି ରହିଥିବା ନକ୍ସଲ ଉପରେ ପୁଲିସ ଚଢାଉ କରିଥିଲା। ଦୁଇପଟରୁ…

ଟ୍ରକ୍ ଦୁର୍ଘଟଣାରେ ଚାଲାଣ ହେଉଥିବା ୧୫ ଗୋରୁ ମୃତ

ଯାଜପୁର: ଟ୍ରକ୍‌ରେ ଚାଲାଣ ହେଉଥିଲା ୧୫ ଗୋରୁ। ଏହି ଟ୍ରକ୍ ଦୁର୍ଘଟଣା ଘଟିବାରୁ ଚାଲିଯାଇଛି ସମସ୍ତ ଗୋରୁଙ୍କ ଜୀବନ। ଯାଜପୁର ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବ୍ରଜନଗର ନିକଟରେ ଭାରସାମ୍ୟ ହରାଇ ସଂପ୍ରସାରଣ ରାସ୍ତା ତଳକୁ ଖସିଛି ଏହି ଟ୍ରକ୍। ଦୁର୍ଘଟଣା ଘଟାଇବା…