Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍
କଟକ: ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ବାସଭବନ ଓ କାର୍ଯ୍ଯାଳୟ ସମେତ ବିଭିନ୍ନ ସ୍ଥାନରେ ସିବିଆଇ ରେଡ୍ କରିଛି । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ରେଡ କରାଯାଇଥିବା ସୂଚନା ମିଳିଛି। ଓଡିଆ ବଜାରରେ ଥିବା ମହିମା ମିଶ୍ରଙ୍କ ବାସଭବନ, କଟକ ଲିଙ୍କରୋଡ ସ୍ଥିତ ଓଏସଏଲ୍!-->…
ଏମ୍ସ ଠିକା କର୍ମଚାରୀଙ୍କ ଆନ୍ଦୋଳନ
ଭୁବନେଶ୍ୱର: ଭୁବନେଶ୍ୱର ଏମସରେ ଆନ୍ଦୋଳନକୁ ଓହ୍ଲାଇଲେ ଠିକା କର୍ମଚାରୀ । ବିନା କାରଣରେ କର୍ମଚାରୀଙ୍କୁ ଛଟେଇର ପ୍ରତିବାଦ, ମାସରେ ୪ଦିନ ଛୁଟି ଦାବି ଓ ଇପିଏଫ ବାବଦରେ ଟଙ୍କା କାଟ୍ ବିରୋଧରେ ଭୁବନେଶ୍ୱର ଏମସରେ କାର୍ଯ୍ୟରତ ଠିକା କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଛଟେଇ ହୋଇଥିବା!-->…
ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟିନେଲେ ୧୦ଲକ୍ଷ ଟଙ୍କା
ବାଲେଶ୍ୱର: ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟିନେଲେ ୧୦ଲକ୍ଷ ଟଙ୍କା । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଡୁଙ୍ଗୁରା ବଜାରରେ ଲୁଟ୍ ହୋଇଛି । ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍ କରିବାକୁ ଯାଉଥିବା ବେଳେ ରାକେଶ ସାମଲଙ୍କ ଠାରୁ ଲୁଟ ହୋଇଛି । ଦୁଇଟି ବାଇକରେ ୪ଜଣ ଦୃବୁର୍ତ୍ତ ମାସ୍କ ଲଗାଇ ଟଙ୍କା!-->…
ଟ୍ରେନ ଲାଇନକୁ ଡେଇଁ ସାମ୍ବାଦିକଙ୍କ ଆତ୍ମହତ୍ୟା
ଭୁବନେଶ୍ବର: ଟ୍ରେନ ଲାଇନକୁ ଡେଇଁ ଜଣେ ସାମ୍ବାଦିକ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଟ୍ରେନ ଲାଇନରୁ ତାଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ କରିଛି ଜିଆରପି ପୁଲିସ। ଯୁବକଙ୍କ ନାମ ପାର୍ଥ ନାରାୟଣ ଦାସ। ତାଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରିର ଲମ୍ବିତଳ ଅଞ୍ଚଳରେ ବୋଲି କୁହାଯାଉଛି। ଏକ ଘରୋଇ!-->…
ବାପାଙ୍କ ଶୁଦ୍ଧିକ୍ରିୟା ସାରି ଫେରିଲା ବେଳେ ଝିଅ ଓ ନାତୁଣୀଙ୍କ ମୃତ୍ୟୁ
ଯାଜପୁର: ବାପାଙ୍କ ଶୁଦ୍ଧିକ୍ରିୟା ସାରି ଫେରିଲା ବେଳେ ଝିଅ ଓ ନାତୁଣୀଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୫୩ ନମ୍ୱର ଜାତୀୟ ରାଜପଥରେ ଘଟିଛି। ମହାକାଳପଡ଼ାରୁ ଶୁଦ୍ଧିକ୍ରିୟା ସାରି ସୁକିନ୍ଦା ଫେରିଲା ବେଳେ ଦୁର୍ଘଟଣା ଘଟିଛି। କିଛି ଦିନ ତଳେ!-->…
ନୟାପଲ୍ଲୀରେ ଜଣେ କର୍ମଜୀବୀ ଯୁବତୀଙ୍କ ଆତ୍ମହତ୍ୟା
ଭୁବନେଶ୍ବର: ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହି କୃଷ୍ଣ ବଳରାମ ବିହାରରେ ଥିବା ଛାତ୍ରୀ ନିବାସରେ ରଞ୍ଜିତ ସାହୁ ନାମ୍ନୀ ଜଣେ କର୍ମଜୀବୀ ଯୁବତୀ ନିଜ ଓଢଣୀ ଫ୍ୟାନରେ ଲଗାଇ ଆତ୍ମହତ୍ୟା କରିଛନ୍ତି।ପ୍ରାଥମିକ ସୂଚନାରୁ ତାଙ୍କର ଘର ଚୌଦ୍ଵାର ନିକଟ କୁମ୍ଭାରପୁର ଗ୍ରାମରେ ହୋଇଥିବା ବେଳେ ସେ!-->…
ଧରା ପଡ଼ିଯିବା ଭୟରେ ବିଷ ପିଇଦେଲା ବ୍ଲାକମେଲର୍ !
ବାରିପଦା : ନାବାଳିକାଙ୍କୁ ପ୍ରେମ କଲେ। ତାଙ୍କ ସହିତ ଦିନ କାଟିଲେ। ଆଉ ତା'ପରେ ନାବାଳିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇଲେ ଓ ଭିଡିଓ ରେକଡିଂ କରି ଭାଇରାଲ୍ କରିଦେଲେ।। ଏନେଇ ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ମୁଖ୍ୟ ଅଭିଯୁକ୍ତ ପ୍ରେମିକ ପ୍ରବର ଓ ତାଙ୍କର ତିନି ସହଯୋଗୀ!-->…
ସାଇବର ଠକେଇ ନେଇ ସଚେତନ କଲେ ଭୁବନେଶ୍ୱର ଡିସିପି
ଭୁବନେଶ୍ବର: ସାଇବର ଠକେଇ ନେଇ ସଚେତନ କଲେ ଭୁବନେଶ୍ୱର ଡ଼ିସିପି । ଏବେ ମୁଖ୍ୟତଃ ୩ ପ୍ରକାର ଠକେଇ ହେଉଥିବା କହିଛନ୍ତି ଡ଼ିସିପି ପ୍ରତୀକ ସିଂ । ମୁଖ୍ୟତଃ ଓଲେକ୍ସରେ ଜିନିଷ ବିକ୍ରି ,ନ୍ୟୁଡ଼୍ କଲ୍ ଓ ବିଦ୍ୟୁତ୍ ବିଲ୍ ନେଇ ବେଶି ଠକେଇ ହେଉଥିଲେ ବି ଅଭିଯୋଗ ଆସୁଛି । ହେଲେ!-->…
ବକେୟା ବିଦ୍ୟୁତ ବିଲ ପୈଠ ମେସେଜ କରି ଲୁଟିନେଲେ ୩୮ ହଜାର
କୋରାପୁଟ: ବିଦ୍ୟୁତ ବିଲ ବାକି ଅଛି । ସନ୍ଧ୍ୟା ସୁଦ୍ଧା ବକେୟା ବିଲ ପୈଠ ନକଲେ ରାତିରେ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିଦିଆଯିବ । ଗତ କିଛିଦିନ ଧରି ଇ-ମେଲ ଓ ୱାଟ୍ସଆପରେ ଅନେକଙ୍କୁ ଏମିତି ଏକ ମେସେଜ ଆସୁଛି । ଖାଲି ସେତିକି ନୁହେଁ ଏହି ମେସେଜ ଠକେଇର ଶିକାର ହୋଇଛନ୍ତି ଜଣେ ସରକାରୀ!-->…
ଇଞ୍ଜିନିୟର ନ୍ୟୁଡ କଲ୍ରେ ଶିକାର ହୋଇ ହରାଇଲେ ୧୪ ହଜାର ଟଙ୍କା
ଭୁବନେଶ୍ୱର : ଅଚିହ୍ନା ଫୋନ ନମ୍ବରରୁ ମେସେଜ କିମ୍ବା ଭିଡିଓ କଲ ଆସୁଛି କି ? ସାବଧାନ ! ଆପଣ ବି ହୋଇପାରନ୍ତି ସାଇବର ଠକାମୀର ଶିକାର । ସାଇବର ଠକ ହ୍ଵାଟସ ଆପ୍ ଡିପିରେ ସୁନ୍ଦରୀଙ୍କ ଫଟୋ ଲଗାଇ ଲୋକଙ୍କୁ ଫାଶରେ ପକାଉଛନ୍ତି । ପ୍ରଥମେ ଅଚିହ୍ନା ଫୋନ ନମ୍ବରରୁ ମେସେଜ ଓ ବନ୍ଧୁତା । ପରେ!-->…