Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ରାଜମିସ୍ତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
ନିଆଳି: କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ନୂଆଗାଁ ଛକରେ ଥିବା ଏକ ପରିତ୍ୟକ୍ତ ଘର ସମ୍ମୁଖରୁ ଜଣେ ରାଜମିସ୍ତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦେବେନ୍ଦ୍ର ବେହେରା।
ଦେବେନ୍ଦ୍ର ଗତକାଲି କାମକୁ ଯାଇଥିଲେ। ରାତିରେ ହେବାରୁ ଘରକୁ ନ!-->!-->!-->…
ଜଙ୍ଗଲରୁ ମିଳିଲା ଦିଅର-ଭାଉଜଙ୍କ ମୃତଦେହ, ହତ୍ୟା ସନ୍ଦେହ
ଉଦଳା : ଜଙ୍ଗଲ ଭିତରୁ ଦୁଇ ଜଣଙ୍କ ମୃତଦେହ ଠାବ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବାଘମୁଣ୍ଡା ଜଙ୍ଗଲରୁ ମୃତଦେହ ମିଳିଛି । ଉଭୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବାଘମୁଣ୍ଡା!-->!-->!-->…
ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କଲା ଇଡି
କୋଲକାତା: ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କଲା ଇଡି । ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ପାର୍ଥଙ୍କୁ ଗିରଫ କରାଯାଇଛି । ୨୬ ଘଣ୍ଟା ମାରାଥନ ଜେରା ପରେ ପାର୍ଥଙ୍କୁ ଗିରଫ କରାଯାଇଛି । ଗତକାଲି ଇଡି ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ!-->…
ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ
କାମାକ୍ଷାନଗର: ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପଙ୍ଗାତିରା ଗାଁରେ ଘଟଣା । ସାମାନ୍ୟ ବଚସାରୁ ଏପରି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତକଙ୍କ ନାମ ପର୍ଶୁରାମ ବାରିକ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ!-->…
ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ, ଘର ଭିତରୁ ମିଳିଲା ଝୁଲନ୍ତା ମୃତଦେହ
ଜଟଣୀ : ଘର ଭିତରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ହେଲେ ଝୁନା ମହାନ୍ତି । ଜଟଣୀ ଥାନା କୁଶୁମାଟି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।ସେପଟେ ଝିଅକୁ ହତ୍ୟା କରାଯାଇଥିବା ବାପ ଘର ପକ୍ଷରୁ!-->…
୪ ଆନ୍ତଃରାଜ୍ୟ ଡକାୟତ ଗିରଫ
ଭଦ୍ରକ: ବିଭିନ୍ନ ସମୟରେ ଡକାୟତି କରି ଫେରାର ଥିବା ୪ ଜଣ ଡକାୟତଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଗିରଫ କରିଛି । ସେମାନଙ୍କଠାରୁ ମାରଣାସ୍ତ୍ର ସମେତ ନଗଦ ୪ ହଜାର ଟଙ୍କା, ୫ଟି ମୋଟର ସାଇକେଲ ଏବଂ ୬ଟି ମୋବାଇଲ ଜବତ କରାଯାଇଛି । ଅଧିକ ତଦନ୍ତ ପାଇଁ ସେମାନଙ୍କ ନାମ ପୁଲିସ ପ୍ରକାଶ!-->…
ସରକାରୀ ଜାଗାରେ ନିଶା କାରବାର: ମାଟିରେ ମିଶିଲା ଘର
ଭୁବନେଶ୍ୱର: ଶୁକ୍ରବାର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳ ଆଦର୍ଶ ବସ୍ତିରେ ଥିବା ନିଶାମାଫିଆ ନୀଳ ପଟ୍ଟନାୟକଙ୍କ ସରକାରୀ ଜାଗାରେ ଥିବା ବେଆଇନ ଘରକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ବିଡ଼ିଏ ସହାୟତାରେ ବୁଲ୍ ଡୋଜର୍ ଦ୍ୱାରା ମାଟିରେ ମିଶାଇ ଦେଇଛି । ମଧ୍ୟାହ୍ନରେ ଜୋନ-୬ ଏସିପି ରମେଶ ଚନ୍ଦ୍ର!-->…
ଶିଶୁପୁତ୍ର ସହ ମାନସିକ ବିକୃତ ମହିଳା ଉଦ୍ଧାର
ଚୌଦ୍ୱାର: ଚୌଦ୍ୱାର ଥାନା ଅଧିନ ବାଣୀପଦା ପଞ୍ଚାୟତ ସ୍ଥିତ ଆରଆଇ କାର୍ଯ୍ୟାଳୟ ପାଖରେ ଥିବା ଏକ ଭଙ୍ଗା ଘର ଭିତରୁ ଜଣେ ମାନସିକ ବିକୃତ ମହିଳା ଓ ତାର ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଜଣେ ଅର୍ଦ୍ଧଲଗ୍ନ ମହିଳା ଏକ ଶିଶୁକୁ ଧରି ବସିଥିବା ଦେଖି ସ୍ଥାନୀୟ ଯୁବ ସମାଜସେବୀ ଉଦ୍ଧାର!-->…
ଉତ୍ତର ପ୍ରଦେଶର ହାଥରସ୍ରେ କାଉଡ଼ିଆଙ୍କ ଉପରେ ମାଡ଼ିଗଲା ଟ୍ରକ୍; ୬ ମୃତ
ନୂଆଦିଲ୍ଲୀ: ଗତରାତିରେ ଉତ୍ତର ପ୍ରଦେଶର ହାଥରସ୍ ଜିଲ୍ଲା ଅନ୍ତର୍ଗତ ବଧାର୍ ଗ୍ରାମ ନିକଟ ହାଥରସ୍-ଆଗ୍ରା ରାସ୍ତାରେ ଯାଉଥିବା କାଉଡ଼ିଆଙ୍କ ଉପରେ ଗୋଟାଏ ଦ୍ରୁତଗାମୀ ଟ୍ରକ୍ ଚଢ଼ିଯିବାରୁ ୬ ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଛି। ପ୍ରଥମେ ୫ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଥିଲା ଏବଂ ଆଉ ଜଣେ!-->…
ସିବିଏସି ଫଳାଫଳ ପରେ ଛାତ୍ରଙ୍କ ଆତ୍ମହତ୍ୟା…
ଚିକିଟି : ଗଂଜାମ ଜିଲ୍ଲା ଅନ୍ତର୍ଗତ, ଗୋଳନ୍ଥରା ଥାନା ଅଧୀନସ୍ଥ ସୁରଳ ରୋଡ଼ ଗିରିସୋଲା ମଧ୍ୟରେ ଯୁକ୍ତ ଦୁଇ ଛାତ୍ର ଜଣକ ଟ୍ରେନରେ କଟି ମୃତୁବରଣ କରିଛନ୍ତି l ସୂଚନା ପ୍ରକାରେ ଉକ୍ତ ଥାନା ଅଧିନସ୍ଥ ପିତାତୋଳି ଗ୍ରାମର ସଂଗ୍ରାମ କେଶରୀ ପଟ୍ଟନାୟକ ଙ୍କ ଜ୍ୟୋଷ୍ଟ ପୁତ୍ର ସାଇରାମ ପଟ୍ଟନାୟକ!-->…