Browsing Category

ଅପରାଧ

ସାଇବର ଠକଙ୍କ ଟାର୍ଗେଟରେ ଅଗ୍ନିଶମ ଡିଜି

ଭୁବନେଶ୍ୱର: ସାଇବର ଠକଙ୍କ ଟାର୍ଗେଟରେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ। ତାଙ୍କ ନାମରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫେକ୍‌ ହ୍ବାଟ୍ସଆପ୍‌ ଆକାଉଣ୍ଟ ଖୋଲି ବନ୍ଧୁ ଓ ପରିବାର ଲୋକଙ୍କୁ ମାଗୁଛନ୍ତି ଟଙ୍କା। ମେଡିକାଲରେ ଚିକିତ୍ସା ଖର୍ଚ୍ଚ ପାଇଁ ମିଥ୍ୟା ମେସେଜ ଦେଇ ଫୋନ ପେ'ରେ ଟଙ୍କା…

ଘୁମୁସର ବନଖଣ୍ଡରେ ଦନ୍ତା ହାତୀ ମୃତଦେହ ଜବତ, ଦାନ୍ତ ଚୋରି

ବ୍ରହ୍ମପୁର: ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡରେ ଏବେ ଅସୁରକ୍ଷିତ ହୋଇପଡ଼ିଛନ୍ତି ଦନ୍ତା ହାତୀ।ବୁଧବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବନାଞ୍ଚଳ ଓ ବେଲଗୁଣ୍ଠା ସେକ୍ସନ୍ ତଥା ଜଗନ୍ନାଥପ୍ରସାଦ ବ୍ଲକ୍ ଝାଡ଼ଭୂମି ପଞ୍ଚାୟତ କନ୍ଧନୂଆପଲ୍ଲୀ ଗ୍ରାମ ନିକଟ କାଜୁ ଜଙ୍ଗଲ ଭିତରୁ ଗୋଟିଏ…

ପୁରୀରେ ଭୁଶୁଡ଼ିଲା ନିର୍ମାଣଧୀନ ଛାତ; ୫ ଜଣ ଶ୍ରମିକ ଉଦ୍ଧାର

ପୁରୀ: ପୁରୀ ସହରରେ ମଶାଣି ଚଣ୍ଡି ଛକ ନିକଟରେ ନିର୍ମାଣଧୀନ ଛାତ ଭୁଶୁଡ଼ି ଯାଇଛି । ନିର୍ମାଣ କାମ ଚାଲୁଥିବା ବେଳେ ଛାତଟି ଭୁଶୁଡ଼ି ପଡ଼ିଥିଲା । ଘଟଣାସ୍ଥଳରେ ଥିବା ୫ ଜଣ ଶ୍ରମିକ ଫସିଯାଇଥିଲେ । ଓଡ୍ରାଫ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ସମସ୍ତ ଶ୍ରମିକ ମାନଙ୍କୁ ସୁରକ୍ଷିତ ଉଦ୍ଧାର…

ପୁଣି ବିଜେବି କଲେଜ ଛାତ୍ରଙ୍କୁ ରାଗିଂ

ଭୁବନେଶ୍ବର: ରୁଚିକା ମହାନ୍ତିଙ୍କ ମୃତ୍ୟୁରେ ସାରା ରାଜ୍ୟ ଉଠୁଥିବା ପଡୁଥିବା ବେଳେ ବିଜେବି କଲେଜରେ ପୁଣି ସାମ୍ନାକୁ ଆସିଲା ରାଗିଂ ଅଭିଯୋଗ। ବିଜେବି କଲେଜର +୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଏକାଧିକ ସିନିୟର୍ ନିର୍ଯାତନା ଦେବା ସହ…

ମାଟ୍ରିମୋନି ସାଇଟରେ ଯୁବକଙ୍କ ଠାରୁ ୨୪ ଲକ୍ଷ ଲୁଟିନେଲେ ଯୁବତୀ

ଭୁବନେଶ୍ୱର: ମାଟ୍ରିମୋନି ସାଇଟରେ ଠକିଗଲେ ଆଇଟି ପ୍ରଫେସନାଲ । ୨୪ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଆଇଟି ପ୍ରଫେସନାଲ । ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କଲେ ଯୁବକ । ଯୁବତୀ ନିଜକୁ ବାଲେଶ୍ଵରର ଝିଅ କହିଥିଲା, ନିଜର ନାମ ପ୍ରିୟା ଗୁପ୍ତା କହୁଥିଲା । କାଲିଫର୍ଣ୍ଣିଆରେ MBBS କରୁଥିବା…

ଜେଲ୍‌ ଗଲେ ୧୧ ହଜାର ଲାଞ୍ଚ ନେଇ ଧରାପଡ଼ିଥିବା ଡାକ୍ତର

କଟକ: ଲାଞ୍ଚ ନେଉଥିବା ସମୟରେ ଗତକାଲି ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଉମାକାନ୍ତ ଖେଜୁରିଆଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ଭିଜିଲାନ୍ସ । ଏହା ପୂର୍ବରୁ ଡାକ୍ତର ଉମାକାନ୍ତ ଖେଜୁରିଆଙ୍କୁ ମାରାଥନ ଜେରା କରିଥିଲା ଭିଜିଲାନ୍ସ ଟିମ ।…

ବାଘ ଛାଲ ଜବତ କଲା ଏସଟିଏଫ; ବ୍ୟବସୀୟୀ ଗିରଫ

ଭୁବନେଶ୍ୱର ୨୦/୦୭: ଏସଟିଏଫ ପଞ୍ଝାରେ ବାଘ ଛାଲ ବେପାରୀ। ବାଘ ଛାଲ ଉଦ୍ଧାର ସହ ଜଣେ ଗିରଫ। ଗିରଫ ବ୍ୟକ୍ତି ଜଣଙ୍କ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଅନ୍ତର୍ଗତ ଗୌଡଗୁଡାର ମନୋହର ଗୌଡ। ମନୋହରଙ୍କ ଏକ ଠାରୁ ବାଘ ଛାଲ ଜବତ କରାଯାଇଛି। ବାଘ ଛାଲ କାରବାର ନେଇ ଖବର ପାଇ ଏସଟିଏଫ…

ଟୁଙ୍ଗୁରୁ ଭୋଳ ପରେ ଶଙ୍କର କହଁର, ସ୍ତ୍ରୀର ମାନ୍ୟତା ପାଇଁ ଥାନାରେ ଧାରଣା

ଭୁବନେଶ୍ୱର: ଟୁଙ୍ଗୁର ଭୋଳକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ଶଙ୍କର କହଁର ଘଟଣା ସାମ୍ନାକୁ ଆସିଛି। ମହିଳାଙ୍କ ଜିଦ୍ ଯେ ମୋର ଶଙ୍କର କହଁର ଦରକାର। ସ୍ତ୍ରୀର ମାନ୍ୟତା ପାଇଁ ଥାନାରେ ଧାରଣାରେ ବସିଛନ୍ତି ମହିଳା । ସିଏ ବାହା ହେଲେ ବି ମୁଁ ତା ସହ ରହିବି ବୋଲି ଜିଦ୍ ଧରି ବସିଛନ୍ତି…

୧୩ ଲକ୍ଷ ଟଙ୍କାର ଅଫିମ ଜବତ, ୫ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲା ହରିଚନ୍ଦନପୁର ପୋଲିସ ଚଢ଼ାଉ କରି ବୁଧବାର କଳିଆଦୁମା ନିକଟରୁ ଚୋରା ଅଫିମ ବୋଝେଇ ଏକ କାରକୁ ଜବତ କରିଛି। ଏହା ସହ ୫ ଜଣଙ୍କୁ ଗିରଫ କରିଛି । ୯ କିଲୋ ୯୪୦ ଗ୍ରାମ ଜବତ ଅଫିମର ମୂଲ୍ୟ ପାଖାପାଖି ୧୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗିରଫମାନେ ହେଲେ ଜହ୍ନ…

ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପକରି ପ୍ରଧାନ ଶିକ୍ଷକ ନିଲମ୍ବିତ

ଦଶରଥପୁର: ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ କରି ପ୍ରଧାନ ଶିକ୍ଷକ ନିଲମ୍ବିତ। ଏଭଳି ଘଟଣା ଘଟିଛି ଯାଜପୁର ଜିଲା ଦଶରଥପୁର ବ୍ଲକରେ। କୁଅଁରପୁର ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜୟ ନାୟକଙ୍କୁ ନିଲମ୍ବିତ କରାଯାଇଛି। ଦଶରଥପୁର ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀ କିଶୋର କୁମାର ମଲ୍ଲିକ ପ୍ରଧାନ…