Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ମାଓକ୍ୟାମ୍ପରେ ଚଢଉ : ବିପୁଳ ପରିମାଣର ବନ୍ଧୁକ ଓ ଗୋଳାବାରୁଦ ଜବତ
କଳାହାଣ୍ଡି: ମାଓ କ୍ୟାମ୍ପରେ ଚଢଉ । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୁଣ୍ଡା ମସ୍କା ସଂରକ୍ଷିତ ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି । କଳାହାଣ୍ଡି ଏସପିଙ୍କ ତତ୍ତ୍ବାବଧାନରେ ଏସଓଜି ଏବଂ ସିଆରପିଏଫ ମିଳିତ ଚଢ଼ାଉରେ ଏହି ସଫଳତା ମିଳିଛି ।!-->…
ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ୨ ପୁରୁଷ ବନ୍ଧୁଙ୍କୁ ମୁହାଁମୁହିଁ ଜେରା
ଭୁବନେଶ୍ଵର: ଗତ ୧୯ ତାରିଖ ଦିନ ହୋଇଥିବା ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ଦିନକୁ ଦିନ ରହସ୍ୟ ବଢିବାରେ ଲାଗିଛି । କେଉଁ କାରଣ ପାଇଁ ଏପରି ଚରମ ନିଷ୍ପତ୍ତି ରଶ୍ମିରେଖା ନେଲେ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ରଶ୍ମିରେଖାଙ୍କ ୨ ପୁରୁଷ!-->…
ଗଞ୍ଜେଇ ଚାଲାଣ ସମୟରେ କାବୁକଲା ମାଲକାନଗିରି ପୋଲିସ : ଜଣେ ଅଟକ ସହ କାର ଜବତ…
ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ
ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡା ଛକ ନିକଟରେ ମାଲକାନଗିରି ପୋଲିସ ଦ୍ୱାରା ଗାଡି ସର୍ଚିଙ୍ଗ ସମୟରେ ଅନ୍ତରାଜ୍ୟ ଗଞ୍ଜେଇ ମାଫିଆ ଗିରଫ l ସୂଚନା ମୁତାବକ ରବିବାର ଭୋର ସକଳ ସମୟରେ ମାଲକାନଗିରି ପୋଲିସ!-->!-->!-->…
ନକଲି ମଦ ତିଆରି କାରଖାନା ଉପରେ ଚଢ଼ାଉ : ବିପୁଳ ସାମଗ୍ରୀ ସହ ୨ ଗିରଫ
ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ନିୟୁଜ
ବ୍ରହ୍ମପୁର :- କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ନିର୍ଦେଶ କ୍ରମେ ସଦର ଥାନା ଅଞ୍ଚଳ ରେ ଚାଲିଥିବା ଏକ ବେ ଆଇନ ନକଲି ମଦ ତିଆରି କାରଖାନା କୁ ଠାବ କରାଯାଇଥିବା ବେଳେ ଦୁଇ ଜଣ କୁ ଗିରଫ ସହ ମଦ ତିଆରି ସାମଗ୍ରୀ!-->!-->!-->…
ରାଉରକେଲାରେ ଏନକାଉଣ୍ଟର ; ଅପରାଧୀ ଠାରୁ AK-47 ରାଇଫଲ୍ ଜବତ
ରାଉରକେଲା: ରାଉରକେଲାରୁ ଏକ ବଡ଼ ଏନକାଉଣ୍ଟରର ଖବର ସାମ୍ନାକୁ ଆସିଛି। ଚଣ୍ଡିପୋଶ ଥାନା ଅନ୍ତର୍ଗତ ଏହି କାଣ୍ଡ ଘଟିଥିବା ସୂଚନା ମିଳିଛି। ପୋଲିସର ଏନକାଉଣ୍ଟରରେ ଜଣେ ଭୟଙ୍କର ଅପରାଧୀ ଆହତ ହୋଇଥିବା ବେଳେ ତାଙ୍କ ନିକଟରୁ ଏକେ -୪୭ ବନ୍ଧୁକ ଜବତ ହୋଇଛି। ରାଉରକେଲା ପୋଲିସ ଅନ୍ୟ ୨ ଅପରାଧୀଙ୍କୁ!-->…
ଛାତ୍ରୀ ନିଖୋଜ ଘଟଣା : ପୁରୁଷବନ୍ଧୁଙ୍କ ସହ ସ୍ୱିଟି ପଶ୍ଚିମବଙ୍ଗରୁ ଉଦ୍ଧାର
ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନରୁ ଇଞ୍ଜିନିୟରିଂ ଛାତ୍ରୀ ସ୍ୱିଟି ରଏ ନିଖୋଜ ଘଟଣା । ପୁରୁଷବନ୍ଧୁଙ୍କ ସହ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରୁ ଉଦ୍ଧାର କରାଯାଇଛି । ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ପୋଲିସ ସହାୟତା ନେଲା ଜିଆରିପି । ବୁଧବାର ସୁଇଟ୍ ଜନଶତାବ୍ଦୀ ଏକ୍ସପ୍ରେସ୍ ଯୋଗେ!-->…
ଟାଙ୍ଗିଆରେ ହାଣି ଯୁବକକୁ ହତ୍ୟା
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଖସାପଦା ଗାଁରେ ଜଣେ ଯୁବକକୁ ହତ୍ୟା କରାଯାଇଥିବାର ଖବର ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଖସାପଦା ଗାଁର ଚଇତା ତନ୍ତୀ(୨୮)!-->…
ଜାମୁନି ଘଟଣା ପଛରେ ରାଜନୈତିକ ଶତ୍ରୁତା : ୫ଅଭିଯୁକ୍ତ ଗିରଫ, ମାଷ୍ଟରମାଇଣ୍ଡ ଫେରାର୍
ପୁରୁଷୋତ୍ତମପୁର : ପୁରୁଷୋତ୍ତମପୁର ଥାନା ଜାମୁନିରେ ଯୋଗେଶ ବେହେରା ହତ୍ୟା ଏବଂ ଅଜିତ କୁମାର ପାଣିଗ୍ରାହୀଙ୍କୁ ହତ୍ୟା ଉଦ୍ୟମ ମାମଲାରେ ୫ଜଣଙ୍କୁ ଗିରଫ କରିଛି ପୁଲିସ । ଦୁଇ ଭାଇ ଗଜନା ଓରଫ ଗଜପତି ମହାରଣା(୨୯) ଓ ଝଡ଼ିଆ ମହାରଣା(୩୭), ହରିହର ମହାନ୍ତି (୪୪), ପବିତ୍ରମୋହନ ପାଣିଗ୍ରାହୀ!-->…
ଏଟିଏମ କାଟି ୩୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ
ବାଲେଶ୍ୱର : ବାଲେଶ୍ୱରରେ ଏଟିଏମ କାଟି ପ୍ରାୟ ୩୨ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଶନିବାର ଅଭିଯୋଗ ହୋଇଛି। ଏସବିଆଇ ଏଟିଏମକୁ ଗ୍ୟାସ କଟରରେ କାଟି ଏହି ବଡ ଧରଣର ଲୁଟ୍ କରିଛନ୍ତି ଦୁର୍ବୃତ୍ତମାନେ। ସଦର ଥାନା ହଳଦିପଦା ଫାଣ୍ଡି ପଦ୍ମପୁର ହାଟରେ ଥିବା ଏଟିଏମରୁ ଏହି ଲୁଟ ହୋଇଛି।!-->…
ଦୁଇ ନାତିଙ୍କ ଠେଙ୍ଗା ମାଡ଼ରେ ଆଈ ମୃତ
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ବଳମ ଗ୍ରାମର ପିତାବଳୀଖମଣ ପଡାରେ ଗୁରୁବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ୨ ନାତିଙ୍କ ଠେଙ୍ଗା ମାଡରେ ଆଈର ମୃତ୍ୟୁ ହୋଇଛି। ମୃତ ଆଈ ଜଣଙ୍କ ହେଲେ କିସିଣ୍ଡା ଥାନା ଅନ୍ତର୍ଗତ ବଳମ ଗ୍ରାମର ପିତାବଳୀଖମଣ ପଡାର!-->…