Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ବଡମ୍ବା ରେଞ୍ଜର ଗୋଟିଏ ସେକ୍ସନରୁ ମିଳିଛି ସବୁ ହାତୀ କଙ୍କାଳ : ପିସିସିଏଫ୍
ଭୁବନେଶ୍ବର : ବଡମ୍ବା ରେଞ୍ଜର ଗୋଟିଏ ସେକ୍ସନରୁ ସବୁ ହାତୀ କଙ୍କାଳ ମିଳିଛି ବୋଲି ପିସିସିଏଫ ଶଶୀ ପଲ୍ ସୂଚନା ଦେଇଛନ୍ତି । ସେ କହିଛନ୍ତି ଘଟଣା ପରେ ୨ ଜଣ ଫରେଷ୍ଟର ଫେରାର ଅଛନ୍ତି । ସୋମବାର ଉଚ୍ଚସ୍ତରୀୟ ତଦନ୍ତ କମିଟି ଉପସ୍ଥିତିରେ ଆଉ ଗୋଟିଏ ହାତୀର କଙ୍କାଳ ମିଳିଛି ।
ଆସିଲା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ: ଶ୍ୱାସରୁଦ୍ଧ ହେବାରୁ ମୃତ୍ୟୁ
ଭୁବନେଶ୍ବର: ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ହେବାରୁ ରାଇମୋହନଙ୍କ ମୃତ୍ୟୁ ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ରାଇମୋହନ ନିଜେ ବେକରେ ଦଉଡ଼ି ଦେଇଥିଲେ ବୋଲି ରିପୋର୍ଟରେ କୁହାଯାଇଛି।
ସୂଚନାଯୋଗ୍ୟ, ଗତ ୨୪ ତାରିଖ ଦିନ ଓଡ଼ିଆ!-->!-->!-->…
କିଶନ ନଗର ଥାନା ସମ୍ମୁଖରେ ଆତ୍ମାହୁତି ଘଟଣା, ଥାନା ଅଧିକାରୀ ନିଲମ୍ବିତ
କଟକ: ସାଲେପୁର କିଶନ ନଗର ଥାନା ସମ୍ମୁଖରେ ଆତ୍ମାହୁତି ମାମଲାରେ ଥାନା ଅଧିକାରୀ ସସ୍ମିତା ନିଲମ୍ବିତ । ପୋଲିସ ଡିଜି ସୁନୀଲ ବଂଶଲ ଥାନା ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି । ଦାୟିତ୍ବରେ ଅବହେଳା ଦର୍ଶାଇ DGP ତାଙ୍କୁ ନିଲମ୍ବନ କରିଥିବା ଜଣାପଡିଛି ।
ଗତ ମଙ୍ଗଳବାର କଟକ କିଶନ ନଗର!-->!-->!-->…
ତାରିଣୀ ବସ୍ତ୍ରାଳୟରେ ଜିଏସ୍ଟି ପକ୍ଷରୁ ରେଡ୍
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟରେ ଜିଏସ୍ଟି ପକ୍ଷରୁ ଚାଲିଛି ରେଡ୍ । ବସ୍ତ୍ରାଳୟର ସୋ ରୁମ୍, ଗୋଦାମ ଘର, କେଦାର ଲେନ୍ ଏବଂ ବନମାଳୀପୁରରେ ଥିବା ବାସଭବନରେ ରେଡ୍ ଚାଲିଛି। ଏହି ଚଢାଉରେ ୨୦ ଜଣ ଅଧିକାରୀ ସାମିଲ ଥିବା ଜଣାପଡିଛି। ଜିଏସଟି!-->…
ଦନ୍ତାହାତୀ କଙ୍କାଳ ମିଳିବା ଘଟଣାରେ ଫେରାର ଥିବା ରେଞ୍ଜ ଅଫିସର ନିଲମ୍ବିତ
ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ହାତୀ ଦାନ୍ତକୁ ନେଇଯାଇ ମାଟିତଳେ ଦନ୍ତା ହାତୀକୁ ପୋତି ଦେବା ଘଟଣାରେ ସ୍ଥାନୀୟ ରେଞ୍ଜ ଅଫିସର ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ନିଲମ୍ବନ କରା ଯାଇଛି । ଆଜି ଏ ନେଇ ପିସିସିଏଫ ଶଶି ପୌଲ ସୂଚନା ଦେଇଛନ୍ତି । ପୂର୍ବରୁ ତିନି ଜଣ ୱାଚରଙ୍କୁ ଗିରଫ କରା!-->…
ବଡ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ଘରେ ଇଓଡବ୍ଲୁ ରେଡ୍
ଭୁବନେଶ୍ବର: ବଡ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ଘରେ ଇଓଡବ୍ଲୁ ରେଡ୍ । ୯୨ଲକ୍ଷ ଟଙ୍କା ଠକେଇ ମାମଲାରେ ଇଓଡବ୍ଲୁ ରେଡ କରିଛି । ସୂଚନାନୁସାରେ, ଗତକାଲି ରାତିରେ ଅର୍ଥନୈତିକ ଅପରାଧ ଶାଖା ଚଢାଉ କରିଛି । ଅର୍ଦ୍ଧେନ୍ଦୁଙ୍କୁ ଖୋଜୁଥିବା ନେଇ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
!-->!-->!-->…
୧୦୭ କୁଇଣ୍ଟାଲ ଗଂଜେଇ ସହ ବୋଲେରୋ ଜବତ, ଦୁଇ ଗିରଫ…
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ପୋଲିସ ବିସିପଡା -କଟ୍ରିଙ୍ଗିଆ ରାସ୍ତାରେ ଏକମହିନ୍ଦ୍ରl ପିକ ଅପ ବୋଲେରୋ ସହ ଏକ କ୍ୟୁଣ୍ଟାଲ ୭ କେଜି ଚୋରା ଗଂଜେଇ ଜବତ କରିଛି lଜବତ ମହିନ୍ଦ୍ରl ବୋଲେରୋ ପିକଅପ ଭ୍ୟାନ୍ ନମ୍ବର ଓଡ଼ି- ୦୨-ବିଏମ ୯୩୪୦ ଏଥି ସହ ସମ୍ପୃକ୍ତ ଥିବା ଦୁଇ!-->!-->!-->…
ଡକାୟତି ଯୋଜନା ପଣ୍ଡ : ଦୁର୍ଦାନ୍ତ ଅପରାଧୀ ଦିଲୀପ ପଲାଇ ଙ୍କ ସହ ୫ ଡକାୟତ ଗିରଫ…
ଗୋଟିଏ ରିଭଲବର, ୫ ଦେଶୀ ପିସ୍ତଲ ୮ ଗୋଟି ମେଗଜିନ ,୧୩ ରାଉଣ୍ଡ ଜୀବନ୍ତ ଗୁଳି ,୫ ଟି ଜୀବନ୍ତ ବୋମା ଜବତ..
ଖଲ୍ଲିକୋଟ : ଗତକାଲି ବିଳମ୍ବିତ ରାତି ରେ ୧୬ ନମ୍ବର ଜାତୀୟ ରାଜପଥ ରେ ଖଲ୍ଲିକୋଟ ପୋଲିସ ପହରା ଜାରି ରଖିଥିବା ବେଳେ ଡକାୟତ ପାଇଁ ଯୋଜନା କରୁଥିବା ବେଳେ କୌଣସି ସୂତ୍ର ରୁ!-->!-->!-->!-->!-->…
ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟାକୁ ନେଇ ଡିସିପିଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର: ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତ୍ୟୁ କିପରି ଘଟିଲା ତାକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହି ମାମଲାରେ ପୋଲିସ ମୃତ ରାଇମୋହନଙ୍କ ପତ୍ନୀ, ଝିଅ, ପୁତୁରା ଓ ଜ୍ୱାଇଁଙ୍କୁ!-->…
ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର
ନିଆଳି: ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ । ମୃତ ମହିଳା ହେଲେ ଇନ୍ଦୁମତି ପରିଡ଼ା । କଟକ ଜିଲ୍ଲା ନିଆଳି ଥାନା ରାଇଚାନ୍ଦୋଳ ଗାଁରେ ଘଟିଛି ଏପରି ଘଟଣା । ନିଆଳି ପୋଲିସ ଘଟଣାସ୍ଥଳରେ ମୃତଦେହକୁ ଜବତ କରିଛି ।
ଖବର ଅନୁଯାୟୀ, ପୁରୀ ଜିଲ୍ଲା ନିମାପଡ଼ା ଥାନା ମିଟେଇପୁର ଚାଉଳ ବସ୍ତ!-->!-->!-->…