Browsing Category

ଅପରାଧ

ଚୌଦ୍ବାର ଅଟୋ ଡ୍ରାଇଭର୍‌ଙ୍କ ମୃତ୍ୟୁର ପର୍ଦ୍ଦାଫାସ

କଟକ/ଚୌଦ୍ବାର: ଚୌଦ୍ବାରର ଅଟୋ ଡ୍ରାଇଭର୍ ଲୋକନାଥ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପର୍ଦ୍ଦାଫାସ କରିଛି ଚୌଦ୍ବାର ଥାନା ପୁଲିସ। ସୂଚନା ଅନୁଯାୟୀ ବିରୂପା ବ୍ରିଜ ନିକଟରେ ଏକ ପିକ୍ ଅପ୍ ବୋଲେରୋ ଧକ୍କା ଦେବାରୁ ଲୋକନାଥ ରାସ୍ତାରେ ଛିଟିକି ପଡ଼ିଥିଲେ। ସେ ଉକ୍ତ ପିକ୍ ଅପ୍…

ଗୋରେଖନାଥଙ୍କ ହୁଣ୍ଡି ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା

ଜଗତସିଂହପୁର: ଗୋରେଖନାଥଙ୍କ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇଗଲେ ଦୁର୍ବୃତ୍ତ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କେରେକେରାର ଶୈବପୀଠ ଗୋରେଖନାଥଙ୍କ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଦୁର୍ବୃତ୍ତମାନେ ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି। ସିସିଟିଭିରେ ଦୁର୍ବୃତ୍ତମାନେ…

ଯାଜପୁର ତହସିଲର ସେକ୍ସନ ଅଫିସର ଗିରଫ

ଯାଜପୁର: ୨୦୦୬ରୁ ୨୦୧୬ ମସିହା ମଧ୍ୟରେ ଯାଜପୁର ତହସିଲରେ ୪ କୋଟି ୯୫ଲକ୍ଷ ଟଙ୍କା ଦୁର୍ନୀତି ମାମଲାର ଅର୍ଥ ଅପବ୍ୟବହାର ଘଟଣାରେ ଯାଜପୁର ଭିଜିଲାନ୍ସ ଦ୍ୱାରା ଅଜୟ କୁମାର ସାହୁ ଗିରଫ ହୋଇଛନ୍ତି। ଏସେ ସେ ବିଂଝାରପୁର ତହସିଲରେ ସେକ୍ସନ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ସେ ଯାଜପୁର…

ଆସିଲା ଓଡ଼ିଆ ଅଭିନେତ୍ରୀ ରଶ୍ମିରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ବର: ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ରଶ୍ମିରେଖା ଆତ୍ମହତ୍ୟା କରିଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରୁ ସୂଚନା ମିଳିଛି। ରଶ୍ମିରେଖାଙ୍କ ମୃତ୍ୟୁ ସୁଇସାଇଡାଲ୍‌ ହ୍ୟାଙ୍ଗିଙ୍ଗ ଜନିତ ବୋଲି ପୋଷ୍ଟମର୍ଟମରୁ ସ୍ପଷ୍ଟ ହୋଇଛି। …

ନୂଆପଡ଼ାରେ ମାଓ ହମଲା : ୩ ସିଆରପିଏଫ୍‌ ଯବାନ ସହିଦ

ନୂଆପଡା: ପୁଣି ନୂଆପଡ଼ାରେ ଲାଲବାହିନୀଙ୍କ ଆତଙ୍କ । ନୂଆପଡ଼ା ଜିଲ୍ଲା ବୋଡେନ୍‌ ବ୍ଲକ୍‌ ପାଟଧରା ସଂରକ୍ଷିତ ଜଙ୍ଗଲରେ ଏହି ହମଲା ହୋଇଛି। ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ହମଲା ହୋଇଛି। ଏହି ହମଲାରେ ୩ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ଏବେ ମଧ୍ୟ ଉଭୟ ପକ୍ଷ…

ଥାନାରୁ ବ୍ରାଉନସୁଗାର ବେପାରୀ ଚମ୍ପଟ ଘଟଣା, ୩ ପୋଲିସ ନିଲମ୍ବିତ

ଜଳେଶ୍ବର: ଜଳେଶ୍ବର ଥାନା ପରିସରରୁ ବ୍ରାଉନସୁଗାର ବେପାରୀ ଚମ୍ପଟ ଘଟଣାରେ ୩ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସବ୍‌ ଇନ୍ସପେକ୍ଟର ପ୍ରିୟଦର୍ଶନୀ ଖଟୁଆ, କନେଷ୍ଟବଳ ସେକ ମୈଉଦ୍ଦିନ ଓ ଏପିଆର ଜବାନ ରବୀନ୍ଦ୍ର କୁମାର ହାଁସଦା ନିଲମ୍ବିତ ହୋଇଛନ୍ତି। ଆଇଜିଙ୍କ ନିର୍ଦ୍ଦେଶରେ ଏଏସପି ଅମରେଶ…

ଓଲଟିଲା ସ୍କୁଲ ଭ୍ୟାନ, ଅନେକ ଛାତ୍ରଛାତ୍ରୀ ଆହତ

ପୁରୀ: ଓଲଟିଲା ସ୍କୁଲ ଭ୍ୟାନ । ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହାତ । ଏଭଳି ଅଘଟଣା ଘଟିଛି ପୁରୀ ଜିଲ୍ଲା ନିମାପଡା ଖେଲାର ରଡ ବଜାର ନିକଟରେ । ତେବେ ପ୍ରାଥମିକ ଚିକିତ୍ସା ପାଇଁ ଆହତ ଛାତ୍ରଛାତ୍ରୀ ନିମାପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି । ସୂଚନା ଅନୁସାରେ ଏକ ଘରୋଇ ସ୍କୁଲର…

ଡେଲଟା ଛକରେ ସ୍କର୍ପିଓ ଭାଙ୍ଗି ଜାଳିଦେବା ଘଟଣାରେ ୪ ଅଟକ

ଭୁବନେଶ୍ୱର: ଭୁବନେଶ୍ୱର ଡେଲଟା ଛକରେ ସ୍କର୍ପିଓ ଭାଙ୍ଗି ଜାଳିଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଆକ୍ସନ ମୋଡ଼ରେ କମିଶନରେଟ୍ ପୋଲିସ । ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ଖଣ୍ଡଗିରି ପୋଲିସ । ଅଟକ ଥିବା ୪ ଜଣ ହେଲେ ସୁଶୀଲ ରାଉତ, ବିଶ୍ୱଜିତ୍ ରାଉତ, ସୁଧୀର ବାରିକ ଓ ରାଜୁ ପ୍ରଧାନ । ଯେଉଁମାନେ…

ଟେଲି ଅଭିନେତ୍ରୀ ରଶ୍ମୀରେଖା ମୃତ୍ୟୁ ମାମଲା, ଦୁଇ ବୟଫ୍ରେଣ୍ଡଙ୍କୁ ଜେରା କରିବ ପୋଲିସ

ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲା । ମାମଲାରେ ରହସ୍ୟ ବଢିବାରେ ଲାଗିଛି । ତେବେ ଏହି ମୃତ୍ୟୁ ମାମଲାରେ ରଶ୍ମିରେଖାଙ୍କ ଦୁଇ ବୟଫ୍ରେଣ୍ଡ ସନ୍ତୋଷ ପାତ୍ର ଓ ପୂର୍ବତନ ବୟଫ୍ରେଣ୍ଡ ରାଜାଙ୍କୁ ଜେରା କରାଯିବ । ଏହି ଦୁଇ ବୟଫ୍ରେଣ୍ଡକୁ କମିଶନରେଟ ପୋଲିସ ଜେରା କରିବ…

ମହିଳାଙ୍କୁ ପୁଲିସର ମାଡ଼ ମାରିବା ଘଟଣା : ଏସ.ଡି.ପି.ଓ. ବଦଳି ଦାବି ନେଇ ଲୋକେ ଉତ୍ତ୍ୟକ୍ତ ହୋଇ ଥାନା ଗେଟ ଓ ଗାଡ଼ି…

ଚିତ୍ରକୋଣ୍ଡା ପ୍ରତିନିଧି // ନିସର୍ତ୍ତ ନିୟୁଜ ଚିତ୍ରକୋଣ୍ଡା :- ଗତକାଲି ମାଲକାନଗିରି ପ୍ରଦେଶ କଂଗ୍ରେସ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ଠାରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗୋଟି ପଞ୍ଚାୟତର ପାଞ୍ଚ ହଜାରରୁ ଉର୍ଦ୍ଧ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି କଂଗ୍ରେସ ଦଳର…