Browsing Category

ଅପରାଧ

ଭୁବନେଶ୍ୱର ପଳାଶୁଣି ମୁଣ୍ଡା ସାହିରୁ ଶିଶୁ କନ୍ୟା ଉଦ୍ଧାର

ଭୁବନେଶ୍ୱର: ପଳାଶୁଣି ମୁଣ୍ଡା ସାହିରୁ ଶିଶୁ କନ୍ୟା ଉଦ୍ଧାର । ଚାଇଲ୍ଡ ଲାଇନ ଓ ପୋଲିସର ସହାୟତାରେ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ତେବେ ଝିଅକୁ ନେଇ ପାଳିତ ମା ଓ ଜନ୍ମକଲା ମାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଛି। ୯ବର୍ଷର ଝିଅକୁ ପାଇବାକୁ ଉଭୟ ପକ୍ଷ ମଧ୍ୟରେ ଜୋରଦାର ଉଦ୍ୟମ ଚାଲିଛି ।…

ନିଶା ସେବନ କରି ବଙ୍ଗୀୟ ମହିଳାଙ୍କ ଉନ୍ମତ୍ତକାଣ୍ଡ

ପୁରୀ : ନିଶା ସେବନ କରି ମହିଳାଙ୍କ ଉନ୍ମତ୍ତ କାଣ୍ଡ । ପୁରୀ ସିଟି ରୋଡ୍ ସ୍ଥିତ ବେଳାଭୂମି ନିକଟ ଚକାଡୋଳା ଟୁର ଆଣ୍ଡ ଟ୍ରାଭେଲ ନିକଟରେ ଜଣେ ବାଙ୍ଗୀୟ ମହିଳା ଗତକାଲି ରାତିରେ ନିଶା ଖାଇ ଉନ୍ମତ୍ତ କାଣ୍ଡ କରୁଥିବା ଦେଖିବାକୁ ମିଳିଥିଲା । ବଙ୍ଗୀୟ ଦମ୍ପତି ପୁରୀ ବୁଲିବାକୁ ଆସି ଚକାଡୋଳା ଟୁର…

ରାସ୍ତାରେ ଆମ୍ବୁଲାନ୍ସ ରଖି ଆତ୍ମହତ୍ୟା କଲେ ଡ୍ରାଇଭର

ଆଠଗଡ, ୧୯।୬ କାନପୁର ଥାନା ରୋଡ଼ରେ ଆମ୍ବୁଲାନ୍ସ ରଖି ଏକ ତେନ୍ତୁଲି ଗଛରେ ରସି ଲଗାଇ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଆତ୍ମହତ୍ୟା କରିଛି। ଆମ୍ବୁଲାନ୍ସ ଡ୍ରାଇଭର ଜଣକ ହେଲେ କାବୁଲି ସେନାପତି। କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆମ୍ବୁଲାନ୍ସର ଡ୍ରାଇଭର କାବୁଲି ସେନାପତି କଟକ ଜିଲ୍ଲା…

ଡିଲ୍ ବେଳେ ମାଡ଼ି ବସିଲା STF; ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ

ଭୁବନେଶ୍ୱର: ସୋନପୁର ଜିଲ୍ଲା ବିନିକା ବନାଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ଓ ଏସଟିଏଫ୍ ଚଢ଼ାଉ କରି ୨ ଜଣଙ୍କୁ ଧରିବା ସହ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଶନିବାର ସନ୍ଧ୍ୟାରେ ବଜ୍ରକାପ୍ତା ବିକ୍ରି ନେଇ ଡୁଙ୍ଗୁରିପାଲି ଛକ ନିକଟରେ ଡିଲ୍…

ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା, ଥାନାରେ ସ୍ୱାମୀଙ୍କ ନାଁରେ ଅଭିଯୋଗ କଲେ ପୀଡିତା

ଧାମନଗର: ସ୍ତ୍ରୀର ଅଶ୍ଲୀଳ ଫଟୋ ଭାଇରାଲ କରୁଥିବା ନେଇ ଧାମନଗର ଥାନାରେ ଅଭିଯୋଗ ହୋଇଛି । ସମ୍ପୃକ୍ତ ପତ୍ନୀ ଥାନାକୁ ଯାଇ ନିଜ ସ୍ୱାମୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ଉକ୍ତ ଥାନା ଅଞ୍ଚଳରେ ରୁମାଲି ଦାଶ (ଛଦ୍ମାନମ) ୭ ବର୍ଷ ପୂର୍ବେ ପୁରୀ ଜିଲ୍ଲା ନୀଳଚକ୍ର ନଗର ଗ୍ରାମର ଭକ୍ତ…

ବରମୁଣ୍ଡା ବସଷ୍ଟାଣ୍ଡରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ବର : ବରମୁଣ୍ଡା ବସଷ୍ଟାଣ୍ଡରେ ହଣାହଣି । ବରମୁଣ୍ଡା ବସଷ୍ଟାଣ୍ଡରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ । ଯୁବକଙ୍କୁ ହାଣି ରକ୍ତାକ୍ତ କଲେ ଦୁର୍ବୃତ୍ତ । ରକ୍ତ ଜୁଡୁବୁଡ଼ୁ ହୋଇ ବସଷ୍ଟାଣ୍ଡ ସାରା ଦୌଡିଲେ ଯୁବକ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି । ଯୁବକଙ୍କୁ…

ପୁଣି ବୈଦ୍ୟନାଥପୁର ପୋଲିସ କୁ ଖୋଲା ଚାଲେଞ୍ଜ : ଚୋର ଙ୍କ ପାଇଁ ଅଞ୍ଚଳ ବାସୀ ଅସୁରୁକ୍ଷିତ…

ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ନିୟୁଜ ବ୍ରହ୍ମପୁର : ପୁଣି ଥରେ ବୈଦ୍ୟନାଥପୁର ଅଞ୍ଚଳ ରେ ଚୋରୀ କିଛି ଦିନ ବ୍ୟବଧାନ ରେ ପୁଣି ଅଂଚଳରେ ଚୋରୀ ଯାହାକୁ ନେଇ ଲୋକଙ୍କ ଅସନ୍ତୁଷ୍ଟ ଦେଖିବାକୁ ମିଳୁଛି ସିଧା ଭାବରେ ପୋଲିସ ର ଢିଲା ପେଟ୍ରୋଲିଙ୍ଗ କୁ ଦାୟୀ କରିଛନ୍ତି l ସୂଚନା ଥାଉକି…

ନାବାଳିକା କୁ ଡ୍ରଗ୍ସ ଦେଇ ନିଶାଶକ୍ତ ଅବସ୍ଥା ରେ ଦୁଷ୍କର୍ମ : ଅଭିଯୁକ୍ତ ଗିରଫ…

ବ୍ରହ୍ମପୁର : ବର୍ତ୍ତମାନ ବ୍ରହ୍ମପୁର ସହର ମଦ, ଚରସ ଓ ଧଳା ଜହର ବେପାରୀ ଙ୍କ ଭୂସ୍ବଗ ପାଲଟିଛି କହିଲେ କିଛି ଭୁଲ ହେବ ନାହିଁ l ଗତ କିଛି ବର୍ଷ ହେଲା ଏହି ଧଳ ଜହର ପଛରେ ପଡିଯାଇଥିଲେ ତରୁଣ ଯୁବ ଗୋଷ୍ଟି, କିଛି ଏହାକୁ ଫେସନ ଭାବରେ ଗ୍ରହଣ କରୁଥିଲେ, ପୋଲିସ ବିଭିନ୍ନ ଖବର କାଗଜ ରେ ଖବର…

ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

ପୁରୀ : ଧଳା ଜହରର ହବ୍ ପାଲଟିଗଲାଣି ପୁରୀ ଜିଲ୍ଲା । ବାରମ୍ବାର ଚଢାଉ କରି ଧଳା ଜହର ଜବତ କରୁଛି ପୋଲିସ । କିଛି ଦିନ ତଳେ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ପୁଣି ଥରେ ପୁରୀ ପୋଲିସକୁ ସଫଳତା ମିଳିଛି । ବ୍ରାଉନସୁଗାର ଜବତ କରିବା ସହ କିଙ୍ଗପିନ୍‌କୁ ମଧ୍ୟ ପୋଲିସ ଗିରଫ କରିଛି । …

ନିଶା ପାଇଁ ଟଙ୍କା ନ ଦେବାରୁ ମା’କୁ ହାଣିଦେଲା ପୁଅ!

ଅନୁଗୋଳ: ଯେଉଁ ମା' କୋଳେଇ କାଖେଇ ବଡ଼ କରିଥିଲା। ନିଜ ପଣତ କାନିରେ ମୁହଁ ପୋଛି ଦେଉଥିଲା। ସାମାନ୍ୟ ଟଙ୍କା ପାଇଁ ସେହି ମା'କୁ ହାଣି ହତ୍ୟା କଲା ପୁଅ। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କଲିୟାରୀ ଥାନା ଅନ୍ତର୍ଗତ ନାକିଟି ସାହିରେ। ମୃତ ମହିଳା ଜଣଙ୍କ ହେଲେ ଜୁଲେଇ ବିଶ୍ୱାଳ। ତାଙ୍କୁ…