Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
କେଶରୀ ମଲ୍ରେ ପୁଣି ଅଗ୍ନିକାଣ୍ଡ
ଭୁବନେଶ୍ୱର: କେଶରୀ ମଲ୍ରେ ପୁଣି ଅଗ୍ନିକାଣ୍ଡ। ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ପହଁଚି ନିଆଁ ଲିଭାଇବାକୁ ଉଦ୍ଯମ ଜାରି ରଖିଛନ୍ତି। ତେବେ ଇଲେକ୍ଟିକ୍ ରୁମ୍ ରେ ଥିବା ଷ୍ଟାଣ୍ଡ୍ ଫ୍ୟାନ୍ ରୁ ସଟସର୍କିଟ ହୋଇ ନିଆଁ ଲାଗିଥିବା କୁହାଯାଉଥିବାବେଳେ,!-->…
ଯୁବତୀଙ୍କ ନରକଙ୍କାଳ ଉଦ୍ଧାର ଘଟଣା: ଭାଇ ସମେତ ୪ ଗିରଫ, କୁମାରୀ ମାତୃତ୍ବ କାରଣରୁ ହତ୍ୟା
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟର ରୁପିଆମ୍ବ ନାଳରୁ ଯୁବତୀଙ୍କ ନରକଙ୍କାଳ ଉଦ୍ଧାର ଘଟଣାରେ ୪ଜଣଙ୍କୁ ପୁଲିସ ଗିରଫ କରିଛି। ଯୁବତୀଙ୍କ ଭାଇ ସମେତ ୪ ଜଣଙ୍କୁ ଗିରଫ କରିଛି କୋମନା ପୁଲିସ। ବିବାହ ପୂର୍ବରୁ କୁମାରୀ ମାତୃତ୍ବ ଘଟଣାକୁ ନେଇ ଭଉଣୀଙ୍କୁ ତଣ୍ଟି ଚିପି!-->…
ଭୁବନେଶ୍ଵର ରେଲୱେ ଷ୍ଟେସନରୁ ୨୧ କେ.ଜି ଗଞ୍ଜେଇ ଜବତ, ଜଣେ ଗିରଫ
ଭୁବନେଶ୍ୱର: ରାଜଧାନୀରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ପୋଲିସ। ଭୁବନେଶ୍ଵର ରେଲୱେ ଷ୍ଟେସନରୁ ୨୧ କେ.ଜି ଗଞ୍ଜେଇ ଜବତ ହୋଇଛି। ଏହା ସହ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କଲା ଆରପିଏଫ୍ କ୍ରାଇମ୍ବ୍ରାଞ୍ଚ।
ସୂଚନାନୁଯାୟୀ, ଖୋର୍ଦ୍ଧାରୁ ହରିଦ୍ଵାର ଗଞ୍ଜେଇ ଚୋରା ଚାଲାଣ!-->!-->!-->…
ଜଣଙ୍କ ପଟ୍ଟାଜମି ଅନ୍ୟ ଜଣଙ୍କ କବଜାରେ : ଅଭିଯୋଗ କଲେ ମିଳୁଛି ଧମକ
ଫୁଲବାଣୀ -: ଜଣଙ୍କ ପଟ୍ଟା ଜମି ଓ ଘର ଅନ୍ୟ ଜଣଙ୍କ ବେଆଇନ କବଜାରେ l ପ୍ରଶାସନ ର ନିର୍ଦେଶ ସତ୍ୱେ ଜାଗା ଖାଲି କରୁ ନି ଜବରଦଖଲକାରୀ l ଖାଲିକରିବାକୁ କହିଲେ ଓଲଟା ଧମକ ଦେଉଛି ଜବରଦଖଲକାରୀ lଏଭଳି ଅଭିଯୋଗ ଅସିଛି କନ୍ଧମାଳ ଜିଲ୍ଲା ଚକାପାଦ ଅଂଚଳରୁ l ଅଭିଯୋଗ ପ୍ରକାରେ ସୁଶାନ୍ତ କୁମାର!-->!-->!-->…
ମାଓବାଦୀଙ୍କ ବିସ୍ଫୋରଣ ଉଦ୍ୟମ ଯୋଜନା ପଣ୍ଡ…
ମାଲକାନଗିରି : ସୀମାନ୍ତ ଛତିଶଗଡ ର ବିଜାପୁର ଜିଲ୍ଲାର ଗୋରନା ଓ ମନକେଲ୍ ମାର୍ଗରେ ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ମାଓବାଦୀ ଦ୍ୱାରା ଆଇଇଡି ଖଞ୍ଜା ଯାଇଥିଲା l ମାଓବାଦୀଙ୍କ ଏହି ଯୋଜନାକୁ ପଣ୍ଡ କଲେ ସୁରକ୍ଷାକର୍ମୀ l ମିଳିଥିବା ସୂଚନା ଅନୁଯାଇ ମାଲକାନଗିରି ସୀମାନ୍ତ!-->!-->!-->…
ଗ୍ରୀଷ୍ମ ଅବକାଶ ପୂର୍ବରୁ ଆଠ ଶିକ୍ଷକ ଗାୟବ ଘଟଣା : କାର୍ଯାନୁଷ୍ଠାନ କୁ ନେଇ ସନ୍ଦେହ, ନାଲି ଫିତା ତଳେ ଦବି…
କାହା ଛତ୍ର ଛାୟା ତଳେ ଏହି ଶିକ୍ଷକ...!!
ମାଲକାନଗିରି : ମାଲକାନଗିରି ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଅଚନାକ ତଣ୍ଡକି ଗ୍ରାମପଞ୍ଚଯାତର ବିଭିନ୍ନ ସ୍କୁଲ ପରିଦର୍ଶନ ସମୟରେ ପାଞ୍ଚଟି ସ୍କୁଲର ଆଠଜଣ ଶିକ୍ଷକଙ୍କ ଅନୁପସ୍ଥିତ ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । କିଛି ଗଣମାଧ୍ୟମ!-->!-->!-->…
ନବ ବଧୁକୁ ହତ୍ୟା ଅଭିଯୋଗ, ସ୍ଵାମୀ ଅଟକ
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘାଟିଯାଇଛି। ପାଦରୁ ଅଳତା ନ ଲିଭୁଣୁ ନବ ବଧୁକୁ ମାରି ଦେଇଥିବା ଏକ ଖବର ହସ୍ତଗତ ହୋଇଛି। ନବ ବିବାହିତାଙ୍କ ସ୍ୱାମୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ସ୍ଵାମୀଙ୍କୁ ଥାନାରେ ଅଟକ ରଖାଯାଇଥିବା!-->…
ହାତୀ କଙ୍କାଳ ମିଳିବା ଘଟଣାରେ ରେଞ୍ଜର ନିଲମ୍ବିତ
ନରସିଂହପୁର: ବଡ଼ମ୍ବାରେ ହାତୀ କଙ୍କାଳ ମିଳିବା ଘଟଣାରେ ନିଲମ୍ବିତ ହୋଇଛନ୍ତି ରେଞ୍ଜର । ବନ ବିଭାଗ ପକ୍ଷରୁ କରାଯାଇଛି କଡ଼ା କାର୍ଯ୍ୟାନୁଷ୍ଠାନ । ବନ ବିଭାଗ ପକ୍ଷରୁ ନିଲମ୍ବିତ ହେଲେ ବଡ଼ମ୍ବା ରେଞ୍ଜର ସୁରେଶ କୁମାର ଷଡଙ୍ଗୀ। ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ଦେଇଛନ୍ତି!-->…
ତେଲ ଟ୍ୟାଙ୍କ ର ବିସ୍ଫୋରଣ, ୪ ମୃତ
ନୟାଗଡ଼: ଇଟାମାଟି ଥାନା ଅନ୍ତର୍ଗତ ବଡ଼ପଣ୍ଡୁସର ବ୍ରିଜରୁ ଶୁକ୍ରବାର ବିଳମ୍ବିତ ରାତ୍ରରେ ଏକ ତୈଳବାହୀ ଟ୍ୟାଙ୍କର୍ ନଦୀକୁ ଖସି ପଡ଼ିବା ପରେ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟି ୪ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସ୍ଥାନୀୟ ଲୋକଙ୍କଠାରୁ ସଂଗୃହୀତ ସୂଚନା ଅନୁସାରେ, ପେଟ୍ରୋଲ୍ ନେଇ ଉକ୍ତ!-->…
ବାହାଘର ଭୋଜି ଖାଇ ଫେରିବା ବେଳେ ଦୁର୍ଘଟଣା, ଜଣେ ମୃତ ଅନ୍ୟ ଜଣେ ଗୁରୁତର
ନିଶ୍ଚିନ୍ତକୋଇଲି: ବାହାଘର ଭୋଜି ଖାଇ ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା। କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁର ଫାଣ୍ଡି ଅଧିନସ୍ଥ ନାହାଳପୁର ତାରିଣୀ ଗଡା ନିକଟରେ ଆଜି ପ୍ରାୟ ଭୋର୍ ୪ଟା ସମୟରେ ଘରକୁ ଫେରିବା ବେଳେ ବାଇକ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ!-->…