Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ରାଜଧାନୀରୁ ୫ କୋଟିର ବ୍ରାଉନ ସୁଗାର ଜବତ : ତିନି ବେପାରୀ ଗିରଫ
ଭୁବନେଶ୍ଵର: ଦିନକୁ ଦିନ ରାଜ୍ୟରେ ବ୍ରାଉନ ସୁଗାର କାରବାର ବଢିବାରେ ଲାଗିଛି। ଏହି କାରବାରରେ ଲିପ୍ତ ଥିବା ବେପାରୀଙ୍କୁ ପୋଲିସ ଦୈନିକ ଗିରଫ ମଧ୍ୟ କରୁଛି। ହେଲେ ବ୍ରାଉନ ସୁଗାର କାରବାର ବନ୍ଦ ହେବାର ନାଁ ଧରୁନାହିଁ। ସେହିଭଳି ରାଜଧାନୀ ଭୁବନେଶ୍ଵରରୁ ଆଜି ୫ କୋଟି ଟଙ୍କାର ଧଳା ଜହର ଜବତ!-->…
ଭୁବନେଶ୍ୱରର ତମାଣ୍ଡୋରୁ ୧୦ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ
ଭୁବନେଶ୍ୱର : ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଏସ୍ଟିଏଫ୍ । ଜାତୀୟ ରାଜପଥ ୧୬ ତମାଣ୍ଡୋ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ହୋଇଛି । ଏହାସହିତ ଜଣଙ୍କୁ ଗିରଫ କରିଛି ଏସ୍ଟିଏଫ୍ ।
ଖବର ଅନୁଯାୟୀ, ଭୁବନେଶ୍ୱରରୁ ଝାଡ଼ଖଣ୍ଡ ଓ ବିହାରକୁ ଚାଲାଣ ହେଉଥିଲା ଗଞ୍ଜେଇ । ଏକା!-->!-->!-->…
ରାଜଧାନୀରେ ଏକ ଟ୍ରକକୁ ୨ଲକ୍ଷ ୬୩ହଜାର ୫୦୦ ଟଙ୍କା ଫାଇନ୍
ଭୁବନେଶ୍ମର: ଟ୍ରକକୁ ୨ ଲକ୍ଷ ଫାଇନ୍। ରାଜଧାନୀରେ ବିନା ଟ୍ୟାକ୍ସ ଓ ଲାଇନ୍ସେସ୍ରେ ଗାଡି ଚଳାଇବା ପଡିଲା ମହଙ୍ଗା। ଟ୍ରକକୁ ୨ଲକ୍ଷ ୬୩ହଜାର ୫୦୦ ଟଙ୍କା ଫାଇନ୍ କାଟିଲା ପରିବହନ ବିଭାଗ।
ଟାକ୍ସ ବାବଦକୁ ୨ଲକ୍ଷ ୨୮ହଜାର ଓ ବିନା ଲାଇସେନ୍ସରେ ୧୦ ହଜାର , ପଲ୍ୟୁସନ ପାଇଁ ୧୦ହଜାର ଓ!-->!-->!-->…
ହାଟବାଦଡା ଗୋରୁହାଟ ହତ୍ୟାକାଣ୍ଡ ଘଟଣାରେ ୫ ଆନ୍ତରାଜ୍ୟ ଅଭିଯୁକ୍ତ ଗିରଫ
ବାରିପଦା: ଗତ ମାସ ୨୫ ତାରିଖ ସକାଳ ସମୟରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟଵାଦଡା ଗୋରୁ ହାଟଠାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ମୟୂରଭଞ୍ଜ ଜିଲ୍ଲା ପୁଲିସକୁ ସଫଳତା ମିଳିଛି । ମୟୂରଭଞ୍ଜ ଏସ ପି ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗଠନ!-->…
ଡାଟା ଓ କଣ୍ଟାକ୍ଟ ଲିଷ୍ଟକୁ ନେଇ ବ୍ଲାକମେଲ କରୁଛି ସାଇବର ହ୍ୟାକର
ସାଲେପୁର: ଫେସବୁକରେ ଆସିଲା ଇନଷ୍ଟାଣ୍ଟ ଲୋନର ମେସେଜ । ଲିଙ୍କରୁ ଡାଉନଲୋଡ଼ ହେଲା ଆପ୍ସ । ଆଉ ତାପରେ ଏକାଉଣ୍ଟକୁ ଆସିଲା ୩ ହଜାର ୮୫୦ଟଙ୍କା । ହେଲେ ସେତେବେଳେକୁ ମୋବାଇଲ ଫୋନରୁ ସବୁ ଡାଟା ଚାଲିଯାଇଥିଲା ହ୍ୟାକର ପାଖକୁ । ଆଉ ସେ ଡାଟା ଓ କଣ୍ଟାକ୍ଟ ଲିଷ୍ଟକୁ ନେଇ ଏବେ ବ୍ଲାକମେଲ କରିବା ସହ!-->…
ଯୁବକଙ୍କୁ ହାଣି ରାସ୍ତାକଡ଼ରେ ପିଙ୍ଗିଦେଲେ
ବାଲେଶ୍ୱର: ବାଲେଶ୍ୱର ଜିଲା ଚାନ୍ଦିପୁର ରାସ୍ତା ଗଛମାଳିଆ ଛକରେ ଶୁକ୍ରବାର ରାତିରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦେଇଛନ୍ତି। ମୃତକ ଜଣକ ହେଲେ ସୁନାହାଟ ଅଞ୍ଚଳର ବାପୁନୁ ଓରଫ ସତ୍ୟବ୍ରତ ଦାସ।
ସୂଚନାଯୋଗ୍ୟ, ଦୁର୍ବୃତ୍ତମାନେ!-->!-->!-->…
ରାଜଧାନୀରେ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
ଭୁବନେଶ୍ୱର : ଇନଷ୍ଟ୍ରା ରିଲସରେ ଫଲୋର୍ସ ସଂଖ୍ୟା ବଢ଼ିଲା ବୋଲି ରାଜଧାନୀରେ ବୁଲିଲା ଖଣ୍ଡା। ଯୁବକଙ୍କୁ ଖଣ୍ତାରେ ସଂଘବଦ୍ଧ ଭାବେ ଆକ୍ରମଣ କଲେ ଦୁର୍ବୃତ୍ତ। ବିଭତ୍ସକାଣ୍ଡର ଲୋମହର୍ଷଣକାରୀ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ଏଭଳି ଘଟଣା ସହିଦନଗର ଥାନା ଅନ୍ତର୍ଗତ ମହର୍ଷି କଲେଜ ପଛ ପଟେ!-->…
ଖୋର୍ଦ୍ଧାର ଜବରଦସ୍ତପୁରରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ
ଖୋର୍ଦ୍ଧା: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ବ୍ରାଉନସୁଗାର କାରବାର । ପୁଣି 10 ଗ୍ରାମ ବ୍ରାଉନସୁଗାର ଜବତ କଲା ଆଦର୍ଶ ଥାନା ପୋଲିସ । ଖୋର୍ଦ୍ଧାର ଜବରଦସ୍ତପୁର ଅଞ୍ଚଳରୁ ବ୍ରାଉନସୁଗର ଜବତ କରାଯାଇ ଅଭିଯୁକ୍ତ କୃଷ୍ଣ ଧଳକୁ ଗିରଫ କରିଛି ପୋଲିସ ।
ସୂଚନାଅନୁଯାୟୀ,!-->!-->!-->…
ରାଜଧାନୀରେ ବାର୍ ଉପରେ ଅବକାରୀ ବିଭାଗର ଚଢ଼ାଉ, କାରଣ ଦର୍ଶାଅ ନୋଟିସ୍ ଜାରି
ଭୁବନେଶ୍ୱର: ମଦ ଆସରକୁ ନାଚଗୀତରେ ମସଗୁଲ ନିଶାଡ଼ି । ନିୟମ ବେଖାତିର କରି ବିଳମ୍ବିତ ରାତିରେ ଚାଲିଥିଲା ବାର୍ । ଖାରବେଳନଗର ଥାନା ଅଧିନରେ ଥିବା ସନ ଗ୍ରୀନରେ ଅଚାନକ ରେଡ୍ କରିଛି ଅବକାରୀ ଟିମ । ବିଳମ୍ବିତ ରାତିରେ ମଦର ଆସର ଜମିଥିବାରୁ ହୋଟେଲ ସନ ଗ୍ରୀନକୁ ଅବକାରୀ ବିଭାଗର କାରଣ!-->…
କଟକରୁ ୨୬ ଲକ୍ଷର ୫ଶହ ଟଙ୍କିଆ ନୋଟ୍ ଜବତ
କଟକ: ପଶ୍ଚିମବଙ୍ଗ ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୨୬ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ ହୋଇଛି । ଏହି ଟଙ୍କା ସେ' କେଉଁଠୁ ଆଣିଲେ ତାହାର ପ୍ରମାଣ ଦେଇନପାରିବାରୁ ପୁଲିସ ଟଙ୍କା ଜବତ କରି ଆୟକର ବିଭାଗକୁ ହସ୍ତାନ୍ତର କରିଛି । ତେବେ ଏହି ଟଙ୍କା ପଛରେ ଜିଏସ୍ଟି ଠକେଇ ର୍ୟାକେଟ୍ ଥାଇପାରେ!-->…