Browsing Category

ଅପରାଧ

ବାପାଙ୍କୁ କାଠଫାଳିଆରେ ପିଟି ପିଟି ହତ୍ୟା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଚାନ୍ଦିପୋଶ ଥାନା ରାଣିବର୍ଣ୍ଣେ ଗାଁରେ ଅଭାବନୀୟ ଘଟଣା । କାଠ ଫାଳିଆରେ ବାପାକୁ ପିଟି ପିଟି ହତ୍ୟା କଲେ ଦୁଇ ପୁଅ । ହତ୍ୟା ପରେ ବାପାଙ୍କ ମୃତଦେହ ଉପରେ ସ୍କୁଟି ଚଢାଇଦେଲେ ପୁଅ । ହତ୍ୟାକାଣ୍ଡ ପରେ ଦୁଇ ପୁଅ ଫେରାର ହୋଇଥିବା ସୂଚନା । ପୋଲିସ…

ଭିଜିଲାନ୍ସ ଜାଲରେ ଅନୁ ସଚିବ, ୩୦ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଅନୁସଚିବ । ଲାଞ୍ଚ ନେଇ ଧରାପଡ଼ିଲେ ଅନୁସଚିବ ପୂର୍ଣ୍ଣଚନ୍ଦ୍ର ସାହୁ । ଯୋଜନା ଓ ସଂଯୋଜନ ବିଭାଗ ଅନୁସଚିବ ଅଛନ୍ତି ପୂର୍ଣ୍ଣଚନ୍ଦ୍ର ସାହୁ । ଏକ କାର୍ଯ୍ୟ କରିବା ବଦଳରେ ଲାଞ୍ଚ ମାଗୁଥିଲେ ପୂର୍ଣ୍ଣଚନ୍ଦ୍ର । ଅଭିଯୋଗ ପାଇ ପୂର୍ବ ସୂଚନା ମୁତାବକ ଜଗି…

ଭୁବନେଶ୍ବର ରେଲୱେ ଷ୍ଟେସନରୁ ଚୋରି ଅଭିଯୋଗ : ୩ ଲୁଟେରା ଗିରଫ

ଭୁବନେଶ୍ବର : ଭୁବନେଶ୍ବର ରେଲୱେ ଷ୍ଟେସନରୁ ୩ ଆନ୍ତରାଜ୍ୟ ଲୁଟେରା ଗିରଫ । ୩ ଜଣକୁ ଜିଆରପିର ମିଳିତ ସହଯୋଗରେ ଗିରଫ କଲା ଆରପିଏଫ । ସେମାନଙ୍କ ନିକଟରୁ ଲାପଟପ, ବ୍ଲେଡ଼ ଓ ନଗଦ ଟଙ୍କା ଜବତ ହୋଇଛି । ୩ ଅଭିଯୁକ୍ତଙ୍କ ଘର କୋଲକତା ମାଲଦା ଅଞ୍ଚଳରେ ବୋଲି ଆରପିଏଫ ପକ୍ଷରୁ ସୂଚନା ମିଳିଛି । …

ପାଞ୍ଚ ଦିନ ପରେ ବସ୍ତା ଭିତରୁ ମିଳିଲା ମୃତଦେହ

ଭଦ୍ରକ: କାମ ଥିବା କହି ସାଙ୍ଗ ଆସି ଘରୁ ଡାକିନେଲେ । କିନ୍ତୁ ୫ ଦିନ ପରେ ନଈ କୁଳରୁ ବସ୍ତା ଭିତରୁ ମିଳିଲା ମୃତଦେହ । ସୂଚନାନୁଯାୟୀ ଭଦ୍ରକ ଜିଲ୍ଲା ଧୁସିରି ଥାନା ଅଞ୍ଚଳରୁ ଏମିତି ଅଭିଯୋଗ ଆସିଛି । ପିରାହାଟ ଥାନା ଉପରଦୁମୁକା ଗାଁର ଧରଣୀଧର କୁଅଁରଙ୍କ କୋଲକାତାରେ ଦୋକାନ ରହିଛି । ଦୋକାନ…

ED ରେ ହାଜର ହେଲେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ

ଭୁବନେଶ୍ବର: ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ ଇଡିରେ ହାଜର ହେଲେ ପ୍ରଭାତ ତ୍ରିପାଠୀ । ବାଙ୍କିର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ଅର୍ଥତତ୍ତ୍ବ ଚିଟଫଣ୍ଡ ସଂସ୍ଥାରୁ ଆସିଥିବା ବେଆଇନ ଆର୍ଥିକ କାରବାର ନେଇ ଇଡି ଜେରା କରୁଛି । ଜେରା…

ବେଆଇନ ମଦ ବେପାରୀଙ୍କ ପେଣ୍ଠ ବ୍ରହ୍ମପୁର ସହର : ଢ଼ାବା ମଲିକ ସହ ଜଣେ ଗିରଫ…

ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ବ୍ରହ୍ମପୁର : ବ୍ରହ୍ମପୁର ସହର ରେ ଚାଲିଛି ବେଆଇନ ଦେଶୀ ଓ ଵେଦେଶୀ ମଦ ବ୍ୟବସାୟ l ଖାସ କରି ବି ଏନ ପୁର ଥାନା ଅଞ୍ଚଳ ରେ ବହୁମାତ୍ରା ରେ ଏହି ପରି ବେଆଇନ ମଦ ବ୍ୟବସାୟ ଦେଖି ବାକୁ ମିଳୁଛି, ସୂଚନା ଥାଉକି ବ୍ରହ୍ମପୁର ଏସ ପି ଡ଼କ୍ଟର ଶ୍ରବଣ ବିବେକ…

ବନ୍ଦ ଘରୁ ଝୁଲନ୍ତା ମୃତଦେହ ଠାବ

ଭୁବନେଶ୍ବର: ଭୁବନେଶ୍ବର ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ଥିବା ଏକ ଘରୁ ମୃତଦେହ ମିଳିଛି। ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ତଦନ୍ତ ଚଳାଇଛି । ଖବର ଅନୁଯାୟୀ, ମୃତ ଯୁବକଙ୍କ ଘର ନରସିଂହପୁର ବ୍ଳକ ଶ୍ରଦ୍ଧାପୁର ପଂଚାୟତ୍ତତ ସୁକାଟୋ ଗାଁରେ । ତେବେ ସେ…

ଜେଲ ଗଲେ ହିନ୍ଦୋଳ ଏସଡିପିଓ

ଢେଙ୍କାନାଳ: ବିଚାର ବିଭାଗୀୟ ହାଜତକୁ ଗଲେ ହିନ୍ଦୋଳ ଏସଡିପିଓ ମଳୟ ନାୟକ । ଜଣେ ପଥର କ୍ୱାରୀ ଲିଜ୍‌ଧାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିବା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସ୍‌ଡିପିଓ ମଳୟ କିଶୋର ନାୟକଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ…

କମିଶନରେଟ୍ ପୋଲିସ କବ୍‌ଜାରେ ଭାଇ ଗ୍ୟାଙ୍ଗ୍, ୭ ସଦସ୍ୟ ଗିରଫ

ଭୁବନେଶ୍ବର ୨।୬: ଅଶାନ୍ତ ହୋଇଉଠିଛି ରାଜଧାନୀ ସହର । ସହରରେ ଦିନକୁ ଦିନ ମୁଣ୍ଡ ଟେକୁଥିବା ନୂଆ ନୂଆ ଦାଦା ଗ୍ରୁପ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅଳ୍ପ ବୟଷର ଯୁବପୀଢି ଏହି ଗ୍ରୁପରେ ସାମିଲ ହୋଇ ନିଜର ପତିଆରା ଜାହିର କରିବାକୁ ପଛାଉ ନାହାନ୍ତି । କମିସନରେଟ୍ ପୋଲିସ…

ଭୁବନେଶ୍ୱର ଏୟାରପୋର୍ଟରେ ହାଇଡ୍ରାମା: ପ୍ରେମୀଯୁଗଳଙ୍କୁ ଉଠାଇ ଆଣିଲା ପୋଲିସ

ଭୁବନେଶ୍ୱର: ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ହାଇଡ୍ରାମା ଦେଖିବାକୁ ମିଳିଛି। ବେଙ୍ଗାଲୁରୁ ଠାରୁ ଆସିଥିବା ପ୍ରେମୀଯୁଗଳ ନିଜ ଘରକୁ ଯିବା ପାଇଁ ସାହାସ କରିପାରିନାହାନ୍ତି। ଏହାର କାରଣ ହେଉଛି ପ୍ରେମ ଓ ଭଲ ପାଇବା। ଉଭୟ ପୁଅ-ଝିଅ ବିବାହ କରିବାକୁ ଚାହୁଁଥିବା…