Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଏସଟିଏଫ ପଞ୍ଝାରେ ହାତୀ ଦାନ୍ତ ବେପାରୀ , ୪ କେଜି ୫୦୦ ଗ୍ରାମର ଦୁଇଟି ହାତୀଦାନ୍ତ ଜବତ
ଭୁବନେଶ୍ଵର: ଏସ୍ଟିଏଫ୍ ପଞ୍ଝାରେ ହାତୀଦାନ୍ତ ବେପାରୀ। ଡିଲ୍ ଚାଲିଥିବା ବେଳେ ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଅଞ୍ଚଳରୁ ୨ଟି ହାତୀ ଦାନ୍ତ ଜବତ କଲା ଏସ୍ଟିଏଫ୍। ଏହା ସହିତ ଜଣେ ବେପାରୀ ଗିରଫ ହୋଇଛନ୍ତି।
ସୂଚନାନୁଯାୟୀ, ହାତୀଦାନ୍ତ କାରବାର ନେଇ ବିଶେଷ ସୂତ୍ରରୁ ଖବର ପାଇ ଅନୁଗୁଳ!-->!-->!-->…
ଅନୁଭବଙ୍କ ଘର ଛାଡିବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ
କଟକ: ଅନୁଭବଙ୍କ ଘର ଛାଡ଼ିବେ ବର୍ଷା ପ୍ରିୟଦର୍ଶିନୀ ! ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡିବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଏସଡିଜେଏମ୍ କୋର୍ଟ । ପୈତୃକ ଘର ଛାଡ଼ିବାକୁ ଆବେଦନ କରିଥିଲେ ଅନୁଭବ। ବାପା, ମାଆ ଅସୁସ୍ଥ ଥିବାରୁ ଘର ଛାଡ଼ିବାକୁ ଆବେଦନ କରିଥିଲେ!-->…
ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ : ଅଭିଯୁକ୍ତ ମାନଙ୍କୁ ବାନ୍ଧିଲା ପୋଲିସ…
ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ
ବ୍ରହ୍ମପୁର :ବୈଦ୍ୟନାଥପୁର ଥାନା ଅଧୀନସ୍ତ ଖୋଡାସିଙ୍ଗ ଶରଧାବାଲି ଓଭରବ୍ରିଜ ତଳେ ଗତ କାଲି ସନ୍ଧ୍ୟା ରେ କୌଣସି କାରଣ କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହେଇଥିଲା, ଏଥିରେ ଆମ୍ବପୁଆ ବାଉରୀ ସାହିର ମୁରଲି ଦାସ ଙ୍କ ମଝିଆ ପୁଅ ବୁଲୁ ଦାସ ଆହତ!-->!-->!-->…
ରସିକିଆ ଏଲଆଇସି ଏଜେଣ୍ଟର ୪ଟି ପତ୍ନୀ : ଗୁମର ଖୋଲିଲେ ଦ୍ୱିତୀୟ ପତ୍ନୀ
ଖୋର୍ଦ୍ଧା : ରସିକିଆ ଏଲଆଇସି ଏଜେଣ୍ଟର ୪ଟି ପତ୍ନୀ । ଜଣାପଡିବା ପରେ ଥାନାରେ ମାମଲା । ରସିକିଆ ସନ୍ତୋଷର ରହସ୍ୟ ଖୋଲିଲେ ୨ ପତ୍ନୀ। ଅଭିଯୋଗ ଅନୁଯାୟୀ ସନ୍ତୋଷର ରହିଛନ୍ତି ୪ ପତ୍ନୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଟାଙ୍ଗି ଥାନା ରତନପୁରରେ । ରସିକିଆ ଯୁବକ ସନ୍ତୋଷ ପେଶାରେ ଜଣେ ଏଲଆଇସି!-->…
୩୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ହିନ୍ଦୋଳ SDPO
ହିନ୍ଦୋଳ: ଭିଜିଲାନ୍ସ ଜାଲରେ ହିନ୍ଦୋଳ SDPO । ୩୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ SDPO ମଳୟ ନାୟକ କାରନ୍ଦା ଅଞ୍ଚଳର ଖଣି ମାଲିକ ଦୁଃଖବନ୍ଧୁ ସାହୁଙ୍କୁ ପଥର ପରିବହନ ବାବଦରେ ପାସ୍ କରାଇଦେବାକୁ କହି ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି!-->…
ଭୁବନେଶ୍ୱରରେ ଫାଷ୍ଟଫୁଡ ଦୋକାନୀଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣାରେ ୭ ଅଭିଯୁକ୍ତ ଅଟକ
ଭୁବନେଶ୍ବର: ଭୁବନେଶ୍ୱରରେ ଖଣ୍ଡା ଧରି ଆତଙ୍କ ଖେଳାଇବା ଘଟଣାରେ ପୁଲିସ ୭ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି। ପୁଲିସ ଅଭିଯୁକ୍ତମାନଙ୍କୁ ଏୟାରଫିଲଡ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ସୁନ୍ଦରପଦା ବୋତଣ୍ଡା ଛକରେ ଥିବା ଫାଷ୍ଟ ଫୁଡ ଦୋକାନରେ ଗତମାସ ୨୭ ତାରିଖ ରାତିରେ!-->!-->!-->…
ମଦ ପାଇଁ ପାଣି ନ ଦେବାରୁ ହୋଟେଲ କର୍ମଚାରୀଙ୍କୁ ହାଣିଲେ ଦୁର୍ବୃତ୍ତ
ନିଆଳି: ମଦ ପିଇବା ପାଇଁ ପାଣି ମିଳିଲା ନାହିଁ ବୋଲି ହୋଟେଲ କର୍ମଚାରୀଙ୍କୁ ହାଣିଲେ ଦୁର୍ବୃତ୍ତ, ଲହୁଲୁହାଣ ହୋଇ ମେଡିକାଲରେ ଭର୍ତ୍ତି। ଆକ୍ରମଣରେ ୨ ଜଣ ହୋଟେଲ କର୍ମଚାରୀ ଲହୁଲୁହାଣ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ତଥା!-->…
ମେଡିକାଲର ଗାଡି ମାଡି ଯାଇ ଜଣେ ମୃତ, ୪ ଜଣ ଆହତ
ଭଦ୍ରକ: ଭଦ୍ରକ ଆଗରପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଗାଡି ମାଡି ଯାଇ ଜଣେ ମୃତ, ୪ ଜଣ ଆହତ । ମେଡିକାଲ କାର୍ଯ୍ୟରେ ନିୟୋଜିତ ବୋଲେରୋ ରୋଗୀ ଓ ସମ୍ପର୍କୀୟଙ୍କୁ ଧକ୍କା ଦେଇଥିଲା । ମୃତକ ହେଉଛନ୍ତି ଆଗରପଡ଼ା ବର୍ଚ୍ଚିକୟାଁର ଶ୍ରୀଧର ଲେଙ୍କା । ଆଗରପଡା ମେଡିକାଲ କାର୍ଯ୍ୟରେ ନିୟୋଜିତ ଗାଡ଼ି!-->…
ଓଲଟିଲା ବରଯାତ୍ରୀ ଗାଡି: ଜଣେ ମୃତ, ୭ ଗୁରୁତର
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ସଂକୁଚା ନିକଟରେ ବରଯାତ୍ରୀ ଗାଡି ଦୁର୍ଘଟଣାଗସ୍ତ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଝାରପୋଖରିଆ ଥାନା ପାକଟିଆ ଅଞ୍ଚଳରୁ ବାହାଘର ସାରି!-->!-->!-->…
ବେଆଇନ ଗର୍ଭସ୍ଥ ଶିଶୁ ଙ୍କ ଲିଙ୍ଗ ନିରୂପଣ ଘଟଣା : ତଥାପି ଜାଲ ରେ ପଡିନି ବଡ଼ ମାଛ…!
ଜାଲ କାଟି ଖସି ଯିବାକୁ ଚେଷ୍ଟା ରେ ବଡ ମାଛ...!!
ବ୍ରହ୍ମପୁର : ବ୍ରହ୍ମପୁର ସହରରେ ମାଳ ମାଳ ନର୍ସିଙ୍ଗ ହୋମ ଓ ରୋଗ ନିଦାନ କେନ୍ଦ୍ର କାହାର ତ ଅଛି ଭିତିଭୂମି କାହାର ନାହିଁ ଏଥିପ୍ରତି ଜିଲ୍ଲା ପ୍ରଶାସନ ର ନଜର ହିଁ ନାହିଁ ଉଚ୍ଚ ପଦସ୍ତ ଅଧିକାରୀ ଙ୍କୁ ମୋଟା ଅଙ୍କର ପାଉଣା ଦେଇ!-->!-->!-->…