Browsing Category

ଅପରାଧ

ସିଗାରେଟ୍ ମାଗିବାକୁ ନେଇ ଛୁରାମାଡ଼, ଗ୍ରାହକଙ୍କ ମୃତ୍ୟୁ

ଅନୁଗୁଳ, ୨୩।୫ ସିଗାରେଟ ମାଗିବାକୁ ନେଇ ଛୁରାମାଡ଼। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଅନଗୁଳ କାଙ୍ଗୁଲା ନୂଆଁ ସାହିର ଲଳିତ ସାହୁ(ଲିଟୁ)। ଛୁରା ମାଡ଼ କରିଥିବା ବ୍ୟକ୍ତି ଜଣକ ହେଲେ ସେହି ଗାଁର ଦୁଷ୍ମନ୍ତ ସାହୁ(ପିଣ୍ଟୁ ସାହୁ)। ସୂଚନା ଅନୁସାରେ ପିଣ୍ଟୁର ଗାଁରେ ଏକ ପାନ…

SCBରେ ଆଇନଜିବୀଙ୍କୁ ଆକ୍ରମଣ ମାମଲା : ୭ ଡାକ୍ତରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

କଟକ: ଏସସିବି ମେଡିକାଲର ୭ ଡାକ୍ତରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ। ଆଇନଜିବୀ ସପନ କୁମାର ପାଲଙ୍କୁ ଆକ୍ରମଣ କରିବା ଘଟଣାରେ ଚାର୍ଜସିଟ ଦାଖଲ ହୋଇସାରିଛି। ସିସିଟିଭି ଫୁଟେଜ ଆଧାରରେ ୭ ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରାଯାଇ ନିମ୍ନ ଅଦାଲତରେ ଚାର୍ଜସିଟ୍ ଦାଖଲ ହୋଇଥିବା…

ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ଖଣ୍ଡା ବୁଲାଇବା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ଭୁୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ନିଜର ଭାଇଗିରି ପାଇଁ ଖଣ୍ଡା ବୁଲାଇବା ଘଟଣାରେ ଗିରଫ ହେଲେ ଦୁଇ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ହେଲେ ରାକେଶ ରଞ୍ଜନ ମହାନ୍ତି ଏବଂ ଅଜିତ ଗିରି । କେବଳ ଏତିକି ନୁହେଁ ସେମାନଙ୍କ ନିକଟରୁ ଖଣ୍ଡା, ୨ଟି ମୋବାଇଲ୍ ଏବଂ ଗୋଟିଏ କାର୍ ଜବତ…

ବଲାଙ୍ଗୀର ଆରଟିଓ ଛକରେ ଦୁର୍ଘଟଣା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ବଲାଙ୍ଗିର: ବଲାଙ୍ଗିର ଆରଟିଓ ଛକରେ ଶନିବାର ହୋଇଥିବା ସିରିଜ ଦୁର୍ଘଟଣାର ଷଡ଼ଯନ୍ତ୍ର କରି ତଥା ଗାଡ଼ି ମଡ଼ାଇ ଦେଇଥିବା ଅଭିଯୁକ୍ତ ଚିତ୍ତ ମହାନ୍ତିକୁ ଗିରଫ କରିଛି ଟାଉନ୍ ଥାନା ପୁଲିସ। ଅଭିଯୁକ୍ତକୁ ଧରାଇବାରେ ସାହାଯ୍ଯ କରିଥିଲା ସିସିଟିଭି ଫୁଟେଜ। ହତ୍ୟା ପାଇଁ ଏହି ଦୁର୍ଘଟଣା ଯୋଜନା…

ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ ୩ ନନ୍ଦନକାନନ କର୍ମଚାରୀ ଗିରଫ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ବୁଲିବା ପାଇଁ ଆସିଥାଆନ୍ତି। ଏଠାରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖାଯାଇଛି। କିଛି ପର୍ଯ୍ୟଟକଙ୍କୁ ସଫାରୀ କର୍ମଚାରୀ ମାଡ ମାରିଛନ୍ତି ବୋଲି ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି। ପର୍ଯ୍ୟଟକଙ୍କୁ କିଛି ସଫାରୀ…

ଥମୁନି ବେଆଇନ ରନ୍ଧା ମଦ ବେପାର : ୧୭୫ ଲିଟର ମଦ ଜବତ, ୫ କୋର୍ଟ ଚାଲାଣ…

ଚିକିଟି ପ୍ରତିନିଧି // ନିସର୍ତ୍ତ ଚିକିଟି- :ଅବକାରୀ ଅଧିକ୍ଷକ ରମେନ୍ଦ୍ର କୁମାର ସ୍ୱାଇଁ ଙ୍କ ନିର୍ଦ୍ଦେଶ କ୍ରମେ ଚିକିଟି ଅବକାରୀ ବିଭାଗ ଦ୍ୱାରା ୮ ଟି ଜାଗା ରେ ଚଢ଼ାଉ ହୋଇଛି।ସେଠାରେ ବେଆଇନ ଭାବେ ବିକ୍ରି ଚାଲିଥିବା ରନ୍ଧା ମଦ ୧୭୫ ଲିଟର ଜବତ ହୋଇଛି।ଏବଂ ୫ ଜଣ କୁ ଗିରଫ କରି କୋର୍ଟ…

ଖୁଚରା ଫେରସ୍ତକୁ  କେନ୍ଦ୍ରକରି ଗଣ୍ଡଗୋଳ ପାଞ୍ଚ ଆହତ ଚାରି ଗିରଫ…  

ଚିକିଟି ପ୍ରତିନିଧି // ନିସର୍ତ୍ତ ପାତ୍ରପୁର-: ଜରଡ।ଥାନା ସୁରଙ୍ଗି ଗ୍ରାମରେ ରବିବାର ରାତ୍ର ଖୁଚୁରା ଫେରସ୍ତ କୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୫ଜଣ ଆହତ ହୋଇ ଥିବା ବେଳେ ଜଣ ଗୁରୁତର ହୋଇଥିବା ଜଣା ଯାଇଛି। ଘଟଣାକୁ ନେଇ ଜରଡ।ଥାନାରେ ଉଭୟ ପକ୍ଷରୁ ଦୁଇଟି ଏତଲା…

ପୁଣି ସାଂସଦ ଅନୁଭବଙ୍କ ବିରୋଧରେ ଥାନାରେ ଏତଲା ଦେଲେ ବର୍ଷା

ଭୁବନେଶ୍ବର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା ଥମିବାରେ ନାଁ ନେଉ ନାହିଁ। ଗତକାଲି ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଥିବା ବେଳେ ଆଜି ତାଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଅଭିଯୋଗ…

ଇଡିରେ ହାଜର ହେଲେ ଖଣି ମାଲିକ ତଥା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ

ଭୁବନେଶ୍ଵର: ଇଡିରେ ହାଜର ହେଲେ ଖଣି ମାଲିକ ତଥା ପୂର୍ବତନ ବିଧାୟକ ଜିତେନ୍ଦ୍ର ନାଥ ପଟ୍ଟନାୟକ। ଘରୁ ଲକ୍ଷ ଲକ୍ଷ ଟଙ୍କା ମିଳିବା ଘଟଣାରେ ସେ ଇଡିରେ ହାଜର ହୋଇଛନ୍ତି । ଗତ ମେ ମାସ ୧୧ ତାରିଖରେ ଜିତୁ ପଟ୍ଟନାୟକଙ୍କ ଯୋଡ଼ା ଓ ଭୁବନେଶ୍ୱର ସ୍ଥିତ ୪ଟି ସ୍ଥାନରେ ଇଡି ଚଢାଉ କରିଥିଲା । ତାଙ୍କ…

ପୋଲିସକୁ ଆକ୍ରମଣ ଘଟଣାରେ ୨୪ ଜଣଙ୍କୁ କୋର୍ଟ ଚାଲାଣ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ବାଲିପାଟଣା ରାଜସ ଗାଁରେ ପୋଲିସର ସ୍ପେଶାଲ ସ୍କ୍ୱାର୍ଡକୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଅଟକ ଥିବା ୨୭ ଜଣଙ୍କ ମଧ୍ୟରୁ ୨୪ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ। ଆଗକୁ ଗିରଫଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଆହୁରି ୧୦୦…