Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ରାଉରକେଲା ଅବକାରୀ ବିଭାଗର ଚଢ଼ାଉ…
ରାଉରକେଲା :ରାଉରକେଲା ଅବକାରୀ ସୁପାରିଟେଣ୍ଡଣ୍ଟ ଙ୍କ ଆଦେଶ କ୍ରମେ ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର ଓ ଷ୍ଟାଫ ରାଉରକେଲା ଅଞ୍ଚଳରେ ମଦ ଧରପଗଡ କରୁଥିବା ସମୟରେ ରାଉରକେଲା ର୍ ସେକ୍ଟର ୧୫, ଦଣ୍ଡିଆ ପାଲି, ଏବଂ ଜମୁନା ନାକି ଅଞ୍ଚଳରେ ଚଢାଉ କରି ସମୁଦାୟ ୨୩୯ ଲିଟର ଦେଶୀ ମହୁଲି ମଦ ସହ!-->!-->!-->…
ଓଡ଼ିଆ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ଥାନାରେ ଏତଲା
ଭୁବନେଶ୍ୱର: ପୁଣି ବିବାଦରେ ଓଲିଉଡ୍ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର। ସଂଗୀତକାର ଜାପାନୀ ଅଭିଯୋଗ କରିଛନ୍ତି ଯେ, ପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇବାକୁ ସେ ତାଙ୍କୁ ବାରମ୍ବାର ନିବେଦନ କରିଥିଲେ ବି ସେ ତାକୁ ପ୍ରତ୍ୟାଖାନ କରୁଛନ୍ତି। ଖାଲି ଏତିକି ନୁହେଁ, ଏଥିପାଇଁ ସେ ଜାପାନୀଙ୍କୁ ହତ୍ୟା!-->…
“ଯାହାକୁ ମୁଁ ଭଲ ପାଉଥିଲି, ଶେଷରେ ସେ ମୋତେ ଧୋକା ଦେଲା ” କହି ଆତ୍ମହତ୍ୟା କଲେ ଯୁବକ
ଖୋର୍ଦ୍ଧା: ପ୍ରେମରେ ବିଫଳ ହେବାପରେ ସୌମ୍ୟରଞ୍ଜନ ଆତ୍ମହତ୍ୟା। ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ନିଜ ହାତର ଶିରା କାଟି ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ଯୁବକ। ସୌମ୍ୟରଞ୍ଜନ ନିଜ ପରିବାର ସହ ଖୋର୍ଦ୍ଧା ସଦର ଥାନା ଆଣ୍ଡାବାଜପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ। ସେ ବେଙ୍ଗାଲୁରରେ ଚାକିରି କରୁଥିଲେ।!-->…
ରାଜଧାନୀରେ ପଳାଶୁଣି ନିକଟ ଜଗନ୍ନାଥ ବିହାରରେ ୩ ବୋମା ମାଡ଼
ଭୁବନେଶ୍ବର: ରାଜଧାନୀରେ ପଳାଶୁଣି ନିକଟ ଜଗନ୍ନାଥ ବିହାରରେ ବିଳମ୍ବିତ ରାତିରେ ହୋଇଛି ବୋମା ମାଡ଼। କେହି ଦୁର୍ବୃତ୍ତ ୩ଟି ବୋମା ମାଡ଼ କରିଥିବା ସୂଚନା ମିଳିଛି। ତେବେ ବୋମାମାଡ଼ର କାରଣ ଅସ୍ପଷ୍ଟ ଅଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଛି। ତେବେ ଏଥିରେ କାହାର କିଛି କ୍ଷତି!-->…
କାଠ ଫାଳିଆରେ ପିଟିପିଟି ସ୍ୱାମୀକୁ ମାରିଦେଲା ସ୍ତ୍ରୀ
ଉଦଳା : ସ୍ୱାମୀକୁ ପିଟିପିଟି ମାରିଲା ସ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଶିରିଆପାଳ ଗାଁରେ ଅଭାବନୀୟ ଘଟଣା । ମୃତକ ହେଲେ ଶିରିଆପାଳ ଗାଁର ଲାଦୁରା ସିଂ । କୌଣସି କାରଣକୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଝଗଡା ଏତେ ଭୟଙ୍କର ଥିଲା ଯେ, ସ୍ତ୍ରୀ ଏକ କାଠ!-->…
ତୁରିଗଡିଆ ବଜାରରେ ୪ଟି ଦୋକାନରୁ ଲୁଟିନେଲେ ୨ ଲକ୍ଷ ଟଙ୍କାର ସାମଗ୍ରୀ
ସୋରୋ : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁରୀଗଡିଆ ବଜାରରେ ଥିବା ୪ଟି ଦୋକାନରୁ ସିରିଜ ଚୋରୀ ହୋଇଯାଇଛି । ବାଲେଶ୍ୱର ଜିଲ୍ଲା ତୁରିଗଡିଆ ବଜାରରେ ଗୟାଧର ଗାହାଣଙ୍କ ପୂଜା ସାମଗ୍ରୀ ଦୋକାନ, ମୁରଲୀଧର ମଲ୍ଲିକଙ୍କ ଗ୍ରୋସରି ଦୋକାନ, ଦାମୋଦର ସାହୁଙ୍କ ଗ୍ରୋସରୀ ଦୋକାନ ଓ କମଳାକାନ୍ତ!-->…
କଟକ ରେଲୱେ ଷ୍ଟେସନରେ ମାଲବାହୀ ଟ୍ରେନ୍ ଉପରେ ଚଢି ତଳକୁ ଡେଇଁବାକୁ ଧମକ ଦେଲେ ଯୁବକ
କଟକ: କଟକ ରେଲୱେ ଷ୍ଟେସନରେ ଯୁବକଙ୍କ ହାଇଡ୍ରାମା। ମାଲବାହୀ ଟ୍ରେନ୍ ଉପରେ ଚଢି ତଳକୁ ଡେଇଁବାକୁ ଧମକ ଦେଲେ ଯୁବକ। ଗୁରୁବାର ସକାଳେ ଜଣେ ଯୁବକ ଦୀର୍ଘ ସମୟ ଧରି ହାଇଡ୍ରାମା କରିବା ପରେ ଘଟଣାସ୍ଥଳରେ ଆରପିଏଫ୍ ଏବଂ ଜିଆରପି ପହଞ୍ଚି ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ତେବେ!-->…
ନାବାଳିକା କନ୍ୟା ବାହାଘରରେ ଚାଇଲ୍ଡ ଲାଇନର ଚଢ଼ଉ, ଅଧାବାଟରୁ ଫେରିଗଲା ବର
ଚୌଦ୍ୱାର-ଗୁରୁଡିଝାଟିଆ: ବାହାଘରର ସମସ୍ତ ପ୍ରସ୍ତୁତି ସରିଥିଲା । ମନ୍ଦିରରେ ବିବାହ ପାଇଁ କନ୍ୟା ଅପେକ୍ଷା କରି ରହିଥିଲା । ବର ଆସିଥିଲେ ବାହାଘର ହୋଇଥାନ୍ତା । ହେଲେ କନ୍ୟା ନାବାଳିକା ଥିବା ଚାଇଲ୍ଡ ଲାଇନ ଖବର ପାଇ ବରକୁ ବାଟରୁ ଫେରାଇ ଦେଇଥିଲେ ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ!-->…
କେନ୍ଦୁଝର ମାଛଗଡ଼ ବିଟ୍ ଅଞ୍ଚଳରେ ଭାଲୁ ଆତଙ୍କ, ଆକ୍ରମଣରେ ୩ ଗୁରୁତର
ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ ବିଟ୍ ଅଞ୍ଚଳରେ ଆଜି ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କରଞ୍ଜିଆ ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ଗୁରୁତର ମାନେ ହେଲେ ବାଉଁଶନାଳି!-->!-->!-->…
ସାବିତ୍ରୀ ବ୍ରତ ପାଇଁ ସ୍ବାମୀ ଶାଢୀ ନକିଣିବାରୁ ମହିଳାଙ୍କ ଆତ୍ମହତ୍ୟା
ନୟାଗଡ: ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଚକ୍ରଧରପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସାବିତ୍ରୀ ବ୍ରତ ପାଇଁ ଶାଢ଼ି କିଣିବାକୁ କେନ୍ଦ୍ର କରି ଜଣେ ମହିଳା ଲୁଗାରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଖବର ମିଳିଛି ।
ସୂଚନା ଅନୁଯାୟୀ , ଚକ୍ରଧରପୁର ଗ୍ରାମର ଦିବାକର ସେଠୀ ( ୫୫!-->!-->!-->…