ରାଉରକେଲା ଅବକାରୀ ବିଭାଗର ଚଢ଼ାଉ…

add-all


ରାଉରକେଲା :ରାଉରକେଲା ଅବକାରୀ ସୁପାରିଟେଣ୍ଡଣ୍ଟ ଙ୍କ ଆଦେଶ କ୍ରମେ ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର ଓ ଷ୍ଟାଫ ରାଉରକେଲା ଅଞ୍ଚଳରେ ମଦ ଧରପଗଡ କରୁଥିବା ସମୟରେ ରାଉରକେଲା ର୍ ସେକ୍ଟର ୧୫, ଦଣ୍ଡିଆ ପାଲି, ଏବଂ ଜମୁନା ନାକି ଅଞ୍ଚଳରେ ଚଢାଉ କରି ସମୁଦାୟ ୨୩୯ ଲିଟର ଦେଶୀ ମହୁଲି ମଦ ସହ ୨୦୦୦ କେଜି ମହୁଲ ପୋଚ ଜବତ କରିଛନ୍ତି। ଦେଶୀ ମହୁଲି ମଦ ଚୋରା କାରବାର କରୁଥିବାରୁ ବାପି ମାଇତି, ମଧୁ ଟପ୍ପୋ, ସୁଖମଣି ମିଞ୍ଜ, ରଞ୍ଜିତ ଖାଲକୋ, ଭୁଜନାଥ ସୀଂଘ, ଲାଲାଦେଓ କିସପଟ୍ଟା ନାଆଁ ରେ କେସ୍ ରୁଜୁ କରାଯାଇଛି। ସମୁଦାୟ 7 ଟି କେସ୍ ରୁଜୁ ହେଇ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ad-week
Leave A Reply

Your email address will not be published.