ବ୍ରାହ୍ମଣୀଗାଁରେ ସ୍ୱାଧୀନ ଖ୍ରୀଷ୍ଟମଣ୍ଡଳୀ ପକ୍ଷରୁ ଉପବାସ ପ୍ରାର୍ଥନା ସଭା ଅନୁଷ୍ଠିତ

add-all

ଦାରିଙ୍ଗବାଡି, (୨୦/୫) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁର ଇମାନୁଏଲ ଅବାସରେ କନ୍ଧମାଳ ଓ ଗଜପତି ଜିଲାର ସ୍ୱାଧୀନ ଖ୍ରୀଷ୍ଟ ମଣ୍ଡଳୀ ପକ୍ଷରୁ ଉପବାସ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାଲମ ପାଷ୍ଟର ଆସୋସିଏସନର କର୍ମକର୍ତ୍ତା, ପାଷ୍ଟର ଏବଂ ସ୍ୱାଧୀନ ଭାବେ ହେଉଥିବା ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ମାନେ ଉପସ୍ଥିତ ଥିଲେ। ପାଳକ ଆସୋସିଏସନର ସଭାପତି ପାଷ୍ଟର ଦିଲିପ ହରପାଲ, ସମ୍ପାଦକ ପାଷ୍ଟର ରମେଶ ସିଂ ଏବଂ ବ୍ରାହ୍ମଣୀଗାଁ ସ୍ୱାଧୀନ ମଣ୍ଡଳୀ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ଜଣାପଡିଛି।

ad-week
Leave A Reply

Your email address will not be published.