Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଢେଙ୍କାନାଳରୁ ୧୯ ହଜାର ୬୪୧ଟି ପ୍ରି ଆକ୍ଟିଭେଟ ସିମ୍ ଜବତ କଲା କ୍ରାଇମବ୍ରାଞ୍ଚ
କଟକ: କ୍ରାଇମବ୍ରାଞ୍ଚ ଅନଲାଇନ ସିମ୍ ଠକେଇର ପର୍ଦ୍ଦାଫାସ କରିଛି। ଢେଙ୍କାନାଳରୁ ୧୯ ହଜାର ୬୪୧ଟି ପ୍ରି ଆକ୍ଟିଭେଟ ସିମ୍ ଜବତ କରିଛି କ୍ରାଇମବ୍ରାଞ୍ଚ। ଏହାସହ ୪୮ଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୧୪!-->…
ରାଜଧାନୀରେ ସିକ୍ୟୁରିଟି ଗାର୍ଡଙ୍କ ରକ୍ତଜୁଡୁ ବୁଡୁ ମୃତଦେହ ଠାବ
ଭୁବନେଶ୍ୱର: ଭୁବନେଶ୍ୱର ଅଶୋକ ନଗର ଅଞ୍ଚଳରୁ ଏକ ନିର୍ମାଣାଧୀନ କୋଠାରୁ ସିକ୍ୟୁରିଟି ଗାର୍ଡଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଏବଂ କ୍ୟାପିଟାଲ ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି ।
ତେବେ ମୃତ ସିକ୍ୟୁରିଟି ଗାର୍ଡଙ୍କ ଘର!-->!-->!-->…
ବିଡ଼ିଓ ଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଦେବଗଡ଼ ବିଧାୟକ ଗିରଫ
ଭୁବନେଶ୍ୱର: ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଙ୍କୁ ଦେବଗଡ ଆଦର୍ଶ ଥାନା ପୋଲିସ ଭୁବନେଶ୍ବରରୁ ଗିରଫ କରିଛି। ଗିରଫ କରିବା ପରେ ପୋଲିସ ବିଧାୟକଙ୍କୁ ଦେବଗଡ ନେଉଛି ।ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଦିନ ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ବିଡିଓଙ୍କୁ ଦେବଗଡ ବିଧାୟକ ସୁବାସ!-->…
୩ ଛୁଆଙ୍କୁ ହତ୍ୟା କରି କୂଅରେ ଫିଙ୍ଗିଦେଲା ବାପା
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମଦ ନିଶାରେ କଅଁଳ ୩ଶିଶୁକୁ କୂଅରେ ଫିଙ୍ଗି ହତ୍ୟା କରିଛି ବାପା। ଶନିବାର ରାତିରେ ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କୁଲା ଗ୍ରାମରେ ଏପରି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି। ଖବର ପାଇ କୋଇଡା ପୋଲିସ ଘଟଣାସ୍ଥଳରେ!-->…
ପାରାଦ୍ବୀପ ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ଅଭିଯୋଗ
ପାରାଦ୍ବୀପ: ପୋଲିସ ହାଜତରେ ଯୁବକଙ୍କ ମୃତ୍ୟୁ । ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବ୍ରାଉନସୁଗାର ମାମଲାରେ ମନୋରଞ୍ଜନ ଗଡି (27) ନାମକ ଜଣେ ଯୁବକ ଓ ତାଙ୍କ ଜଣେ ସହଯୋଗୀଙ୍କୁ ଗତକାଲି (ଶନିବାର) ରାତିରେ!-->…
ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ : ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ…
ବ୍ରହ୍ମପୁର : ଅବକାରୀ ବିଭାଗ ଗୁଇନ୍ଦା ପକ୍ଷରୁ ଗୋପାଳପୁର ଛକ ନିକଟସ୍ଥ ଡ଼ୁରା ଗ୍ରାମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଛି ଅବକାରୀ ଗୋଇନ୍ଦା ବିଭାଗ । ଅବକାରୀ ବିଭାଗ କମିଶନର ଆଶିଷ ସିଂ ଏବଂ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ନକଲି!-->…
ବେଆଇନ ଗଛିତ ମହୁଲ ଜବତ, ଜଣେ ଗିରଫ…
ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡ଼ିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ୧୫୬୦ କିଲୋ ବେଆଇନ୍ ମହୁଲ ଜବତ କରିବା ସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ବେଆଇନ୍ ଭାବେ ମହୁଲ କିଣି ଗଚ୍ଛିତ ରଖିବା ଅଭିଯୋଗରେ ସିମନବାଡ଼ି!-->…
ପତିପତ୍ନୀଙ୍କୁ ପିଟି ଦେଲା ଟ୍ରକ୍, ପତ୍ନୀ ମୃତ
ଭୁବନେଶ୍ୱର: ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଘଟିଲା ଦୁର୍ଘଟଣା । ଉଜୁଡ଼ିଗଲା ସଂସାର। ଏକ ଟ୍ରକ୍ ପିଟି ଦେବାରୁ ସ୍କୁଟିରେ ବସିଥିବା ପତ୍ନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଛନ୍ତି ସ୍ୱାମୀ। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଆଜି ସକାଳେ ରାଜଧାନୀ!-->…
STF କବଜାରେ ଦୁଇ କୁଖ୍ୟାତ ନିଶା ବେପାରୀ
STF କବଜାରେ ଦୁଇ କୁଖ୍ୟାତ ନିଶା ବେପାରୀ । ଦୁଇ ଭାଇ ସୁନା ରୂପା ଚାଲାଣ ବେଳେ ଧରାପଡିଲେ । STF କବଜାରେ ଗଞ୍ଜେଇ ଭର୍ତ୍ତି ଗାଡି । ଗାଡ଼ି ଭିତରୁ ୬୦୭ ଗ୍ରାମ ସୁନା, ୧୯୬ ଗ୍ରା ରୂପା, ୨୯ଟି ଜମିଜମା କାଗଜପତ୍ର ଜବତ କରିଛି । ୧୦୭ ଗ୍ରାମ ଗଞ୍ଜେଇ ସହ ଇନୋଭା କାର ଜବତ କରିଛି STF । ଦୁଇ ଭାଇ!-->…
କଟକର ଏକ ସ୍କୁଲ ବାରଣ୍ଡାରେ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କଟକ: ସ୍କୁଲ ବାରଣ୍ଡାରେ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କଟକ ସଦର ଥାନା ଶଙ୍ଖତ୍ରାସ ୟୁପି ସ୍କୁଲ ପରିସରରୁ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଯୁବକଯୁବତୀ ଦୁହେଁ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି । ତେବେ ଦୁହିଁଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା!-->…