Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଭୁବନେଶ୍ୱରରେ ଦିନ ଦ୍ୱିପହରେ ଯୁବତୀଙ୍କୁ ଅପହରଣ ଅଭିଯୋଗ
ଭୁବନେଶ୍ୱର: ରାଜଧାନୀରେ ଦିନ ଦ୍ୱିପ୍ରହରରେ ଜଣେ ଯୁବତୀଙ୍କୁ ଅପହରଣ ବେଳେ ପୋଲିସ୍ ହାତରେ ଧରାପଡ଼ି ହଟହଟା ହୋଇଛନ୍ତି ଅପହର୍ତ୍ତା । ନୟାପଲ୍ଲୀର ଏକ ଘରୋଇ ହଷ୍ଟେଲ୍ରୁ ସମ୍ପୃକ୍ତ ଯୁବତୀଙ୍କୁ ତାଙ୍କର ମାମୁ ଦୁଇଜଣ ସହଯୋଗୀଙ୍କ ସହ ଏକ କାର୍ ଯୋଗେ ନେଇ ଚମ୍ପଟ ମାରୁଥିବା ବେଳେ ପିସିଆର୍!-->…
୭୭୦ କେ.ଜି. ଗଞ୍ଜେଇ ଜବତ ୨ ଗିରଫ
ବାଲିମେଳା : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ଥାନା ଅଧୀନସ୍ଥ ମହୁପଦର ଗ୍ରାମରୁ ଗତକାଲି ପ୍ରଶାସନ ତରଫରୁ ଚଢ଼ାଉ ରେ ୭୭୦ କେ.ଜି. ଗଞ୍ଜେଇ ଜବତ ହୋଇଛି । ତେବେ ପୋଲିସର ଗୁଇନ୍ଦା ସୂତ୍ରରୁ ଜଣାପଡିଥିଲା ଯେ ମହୂପଦର ଯେଉଁ ଗ୍ରାମଟି ଓର୍କେଲ ଥାନା ଠାରୁ ପ୍ରାୟ ୧୫କି.ମି. ଦୂରରେ!-->…
ବ୍ରାଉନସୁଗାର ଜବତ ସହ ଦୁଇ ମହିଳା ଗିରଫ
ନୟାଗଡ଼: ବ୍ରାଉନସୁଗାର ବେପାରରେ ମାତିଛନ୍ତି ମହିଳା । ବ୍ରାଉନସୁଗାର ଜବତ ସହ ଦୁଇ ମହିଳାଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ରାତିରେ ଏସଆଇ ଧର୍ମେନ୍ଦ୍ର ସିଆଳଙ୍କ ନେତୃତ୍ବରେ ନୟାଗଡ଼ ଟାଉନ୍ ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଦୁଇଜଣ ମହିଳା, ଜଣେ ବ୍ରାଉନସୁଗାର ଯୋଗାଣକାରୀଙ୍କ!-->…
ରାଜଧାନୀରେ ଅଭାବନୀୟ ଘଟଣା : ଦେଢ଼ ବର୍ଷର ଶିଶୁ ପୁତ୍ରକୁ ହତ୍ୟା ପରେ ବାପା-ମା ଙ୍କ ଆତ୍ମହତ୍ୟା
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା। ଗୋଟିଏ ପରିବାରର ୩ ମୃତ୍ୟୁ। ଦେଢବର୍ଷର ଶିଶୁ ପୁତ୍ରକୁ ହତ୍ୟା ପରେ ବାପା ମା ଆତ୍ମହତ୍ୟା କରିଛନ୍ତି। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ତୁଷାର ରାଜେନ୍ଦ୍ର ଜଗତପ ଓ ପତ୍ନୀ!-->…
ଭିଜିଲାନ୍ସ ଜାଲରେ ପୁର୍ବତନ ଏ ଏସ ଆଇ ଜୟଦାସ ଖରା…
ମାଲକାନଗିରି : ମାଲକାନଗିରିର ପୂର୍ବତନ ASI ଜୟଦାସ ଖରା ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଏକା କାଳୀନ ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଡିଭିଜନ ର ମିଳିତରେ ଚାଲିଛି ଚଢ଼ାଉ।କିଛିଦିନ ତଳେ ଗଞ୍ଜେଇ କାରବାର ରେ ଗିରଫ ହୋଇଥିଲେ ଜୟଦାସ ଖରା ।ଗଞ୍ଜେଇ କାରବାର ରୁ ଉପାର୍ଜିତ କଳା ଧନ!-->!-->!-->…
କେନ୍ଦୁପତ୍ର ବ୍ୟବସାୟରେ ପୁଣି ଶିଶୁ ଶ୍ରମିକ ନିୟୋଜିତ : ନିଘୋଡ଼ ନିଦ୍ରାରେ ଜିଲ୍ଲା ପ୍ରଶାସନ..
ଶିଶୁ ଶ୍ରମିକ ଧର୍ମକୁ ଆଖିଠାର...!
ମାଲକାନଗିରି : ପ୍ରତିବର୍ଷ ଏପ୍ରିଲ ମାସ ଦ୍ଵିତୀୟ ସପ୍ତାହ ବେଳକୁ ଆରମ୍ଭ ହୁଏ କେନ୍ଦୁପତ୍ର ବ୍ୟବସାୟ । ଏହି ସମୟରେ ଚଳ ଚଞ୍ଚଳ ହୋଇପଡନ୍ତି କେନ୍ଦୁପତ୍ର ତୋଳାଳୀ ଓ ବ୍ୟବସାୟୀ। କେନ୍ଦୁପତ୍ର ବ୍ୟବସାୟରେ ପୁଣି ଶିଶୁ ଶ୍ରମିକ ନିୟୋଜିତ । ନିଘୋଡ଼!-->!-->!-->…
ଭୁବନେଶ୍ୱରରେ ପିଲା ଚୋରି ଅଭିଯୋଗ, ସ୍ୱାମୀ ସ୍ତ୍ରୀ ଥାନାରେ ଅଟକ
ଭୁବନେଶ୍ବର: ୨୦ ହଜାର ଟଙ୍କାରେ ୧୧ ବର୍ଷର ପିଲାକୁ ବିକ୍ରି ଉଦ୍ୟମ। ପିଲା ଚୋରି ଅଭିଯୋଗରେ ସ୍ୱାମୀ ସ୍ତ୍ରୀ ଥାନାରେ ଅଟକ। ନୟାଗଡ଼ର ଏକ ଦମ୍ପତିଙ୍କୁ ଖଣ୍ଡଗିରି ଥାନା ପୋଲିସ୍ ଅଟକ ରଖି ପଚରା ଉଚରା କରୁଛି ।
ଗତକାଲି ଜାଗମରା ଗାଁରୁ ଜଣେ ୧୧ ବର୍ଷର ପିଲାକୁ ସେମାନେ ନେଇ ଯାଇଥିଲେ। ଆଉ ୩!-->!-->!-->…
ଜେଲ୍ରୁ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
ଖୋର୍ଦ୍ଧା: ଜାମିନରେ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ୭ ଦିନିଆ ଅନ୍ତରୀଣ ଜାମିନରେ ବାଣପୁର ଉପକାରାଗାରରୁ ମୁକୁଳିଛନ୍ତି। ଗତ ଏପ୍ରିଲ ୨୨ ତାରିଖରେ ହାଇକୋର୍ଟରୁ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। ତେବେ ସ୍ବାସ୍ଥ୍ୟଜନିତ ସମସ୍ୟା!-->…
ବନ୍ଧୁକ କାରଖାନାରେ ଚଢ଼ାଉ: ଦେଶୀ ବନ୍ଧୁକ-ଗୁଳି ଜବତ, ୨ ଗିରଫ
ଖୋର୍ଦ୍ଧା : ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ଘରେ ଚାଲିଥିଲା ବନ୍ଧୁକ ତିଆରି କାରଖାନା । ଏ ସମ୍ପର୍କରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧୁକ ଓ ଗୁଳି ଜବତ କରିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଡମଣଭୂଇଁ ଜଙ୍ଗଲରେ ଥିବା ଏକ!-->…
ତାମିଲନାଡୁର ଦୁଇ ମୋବାଇଲ୍ ଲୁଟେରାଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ
ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ଲୁଟେରାଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସାଧାରଣ ଲୋକେ ନିଜର କଷ୍ଟ ଅର୍ଜିତ ସମ୍ପତ୍ତି କୁ ହରାଇ ବସୁଛନ୍ତି । ତେବେ ଏହି ଲୁଟ୍ ଘଟଣାରେ ପୋଲିସ୍ ଆକ୍ସନ୍ ମୁଡ଼୍ କୁ ଆସିଥିବା ବେଳେ ତାମିଲନାଡୁର ଦୁଇ ମୋବାଇଲ୍ ଲୁଟେରାଙ୍କୁ ଗିରଫ କରିଛି ସ୍ପେଶାଲ!-->…