Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ସାମାନ୍ୟ ବଚସାରୁ ଗୁଳି ମାଡ଼, ଦୋକାନୀ ଗୁରୁତର ଆହତ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଖଡିବାହାଳି ଛକରେ ଜଣେ ଦୋକାନୀଙ୍କୁ ଗୁଳିମାଡ଼ ହୋଇଛି। ସୂଚନା ଅନୁଯାୟୀ ଖଡିବାହାଳି ଛକରେ ଜଗବନ୍ଧୁ ମହାପାତ୍ରଙ୍କର ଏକ ଦୋକାନ ରହିଛି। ଗତକାଲି ରାତିରେ ଜଗବନ୍ଧୁ ଦୋକାନ ବନ୍ଦ କରିବା ସମୟରେ ଦୁଇଜଣ ଯୁବକ ଦୋକାନକୁ ଯାଇ ସିଗାରେଟ!-->…
ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡାଇ ନେଲେ ସହଯୋଗୀ
ବାଲେଶ୍ବର: ବେଆଇନ ମଦ କାରବାର କରୁଥିବା ଅଭିଯୁକ୍ତକୁ ଗିରଫ କରି ଆଣିବା ବେଳେ ଅବକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କଲା ଅଭିଯୁକ୍ତର ସହଯୋଗୀ । ଅଭିଯୁକ୍ତକୁ ଖସାଇବା ସହ ଚମ୍ପଟ ମାରିଲା ଆକ୍ରମଣକାରୀ । ସେପଟେ ଅବକାରୀ କର୍ମଚାରୀଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି!-->…
ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ବନିତା ସେନାପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଜଣେ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଏଭଲି କରିଥିବା ଜଣାପଡିଛି । ଉକ୍ତ ଶିକ୍ଷୟତ୍ରୀ ଏକ ଦାବି ନେଇ ଆନ୍ଦୋଳନ କରିଥିଲେ!-->…
ମାନସ ସ୍ୱାଇଁ ହତ୍ୟା ମାମଲା, ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନ ଖାରଜ
ଭଦ୍ରକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କୁ ଲାଗିଛି ବଡ ଝଟକା । ନିରଞ୍ଜନଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଭଦ୍ରକ ଜିଲ୍ଲା ଜଜ୍ ।
ସୂଚନା ଅନୁସାରେ, କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ୭ ଜଣ!-->!-->!-->…
ପଲସରରେ ଆସି ଲୁଟି ନେଲେ ୩ କେଜି ସୁନା
ଗୁଣପୁର: ଗୁଣପୁରର ହଳଦିଆ ନାଳ ନିକଟସ୍ଥ ଏକ ଗହଣା ଦୋକାନ ସାମ୍ନାରୁ ବଡ଼ ଧରଣର ଲୁଟ୍ ହୋଇଛି । ଲୁଟେରା ମାନେ ପଲସରରେ ଆସି ଗହଣା ଦୋକାନ ସାମ୍ନାରୁ ୩ କେଜି ସୁନା ସହ ୨ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ କରିଛନ୍ତି ଦୋକାନୀ ଜଣକ । ଅଭିଯୋଗ ଅନୁଯାୟୀ ବ୍ୟକ୍ତି ଜଣକ ଦୋକାନ ଖୋଲିବାକୁ ଚାବି!-->…
ହାଜତରୁ ଅଭିଯୁକ୍ତ ଫେରାର ଘଟଣା, ଡେଲାଙ୍ଗ ଥାନା ଏଏସ୍ଆଇ ଓ କନେଷ୍ଟବଳ ନିଲମ୍ବିତ
ନିମାପଡ଼ା: ଥାନା ହାଜତରୁ ଅଭିଯୁକ୍ତ ଫେରାର ଘଟଣା । ପୁରୀ ଏସ୍ପିଙ୍କ କାର୍ଯ୍ୟାନୁଷ୍ଠା । ଦାୟିତ୍ୱରେ ଥିବା ଏଏସ୍ଆଇଙ୍କ ସମେତ କନେଷ୍ଟବଳଙ୍କୁ ନିଲମ୍ବନ କଲେ ପୁରୀ ଏସ୍ପି ।
ଖବର ଅନୁଯାୟୀ, ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ବ୍ରାହ୍ମଣ ତରାବୋଇ ଗାଁରେ କୌଣସି କାରଣକୁ ନେଇ ଗଣ୍ଡଗୋଳ!-->!-->!-->…
ସ୍କୁଲ ଯାଉଥିବା ବେଳେ ମରଣାନ୍ତକ ଆକ୍ରମଣର ଶିକାର ହେଲେ ଛାତ୍ରୀ
ସୋନପୁର :ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଆକ୍ରମଣ । ସ୍କୁଲକୁ ଆଡମିଟ କାର୍ଡ ଆଣିବାକୁ ଯିବା ବେଳେ ଛାତ୍ରୀଙ୍କୁ ଆକ୍ରମଣ ହୋଇଛି । ସୋନପୁର ଜିଲ୍ଲା ବିନିକା ବ୍ଲକ ଚୁଲିମାଲ ଗାଁରେ ଘଟିଛି ଏଭଳି ଘଟଣା । ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଛି।
ସୋନପୁର!-->!-->!-->…
ଗଞ୍ଜାମରେ ସିମେଣ୍ଟ ବ୍ୟବସାୟୀଙ୍କୁ ପିଟିପିଟି ହତ୍ୟା ଘଟଣା, ଭାବି ପତ୍ନୀଙ୍କ ମୃତ୍ୟୁ ପରେ ପୋଲିସ ଉପରକୁ ଆକ୍ରମଣ କଲେ…
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ହଂସପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଭାବୀ ସ୍ୱାମୀଙ୍କୁ ହତ୍ୟା କରାଯିବା ପରେ ନିଜେ ଯୁବତୀ ଜଣକ ବିଷ ପିଇ ଆତ୍ମହତ୍ୟା କରିଛି । ଏଭଳି ଏକ ଘଟଣା ପରେ ତୁରନ୍ତ ହତ୍ୟାକାରୀ ମାନଙ୍କୁ ଗିରଫ ଦାବୀରେ ଶତାଧିକ ଗ୍ରାମବାସୀ!-->…
ଗ୍ରାମ ରୋଜଗାର ସେବକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଭୁବନେଶ୍ୱରରେ ରହିଛି ୫୮ ପ୍ଲଟ୍
ଭୁବନେଶ୍ବର : ଗ୍ରାମ ରୋଜଗାର ସେବକ ଘରେ ଭିଜିଲାନ୍ସ ଚଢ଼ାଉ କରି କୋଟି କୋଟି ଟଙ୍କାର ସମ୍ପତି ଠାବ କରିଛି । କୋଟିପତି ଜି ଆର ଏସ ହେଉଛନ୍ତି ବାବୁଲି ଚରଣ ପଢ଼ିଆରୀ । ସେ ଖୋର୍ଦ୍ଧା କଳାରାହାଙ୍ଗ ଗ୍ରାମ ପଂଚାୟତରେ ଜିଆରଏସ ଭାବେ କାମ କରି ମାସକୁ ୭ ହଜାର ୩୦୦ ଟଙ୍କା ଦରମା ପାଇଥାନ୍ତି । ହେଲେ!-->…
ଖୋର୍ଦ୍ଧାରେ ୫୫ ଗ୍ରାମ ବ୍ରାଉନ୍ ସୁଗାର ଜବତ, ଦୁଇ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗର ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଏବଂ ବାଇପାସ୍ ଅଞ୍ଚଳରେ ଚଢାଉ । ଗଞ୍ଜେଇ ଏବଂ ବ୍ରାଉନସୁଗାର ଚୋରା ଚାଲାଣ ହେଉଥିବାବଳେ ୫୫ ଗ୍ରାମର ବ୍ରାଉନସୁଗାର ଓ ୩ କେ.ଜିର ଗଞ୍ଜେଇ ଜବତ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫ ଲକ୍ଷ ୫୦ ହଜାର ଟଙ୍କା ବୋଲି ଅବକାରୀ!-->…