Browsing Category

ଅପରାଧ

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟାଙ୍କ ଆତ୍ମହତ୍ୟା ମାମଲା: ବିଜେପି ନେତାମାନଙ୍କ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ

ଝାରସୁଗୁଡା: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କ ଘରେ ରୋଷେୟା ଭାବେ କାର୍ଯ୍ୟରତ ଲଳିତ ସାହୁ(୨୨)ଙ୍କ ଆତ୍ମହତ୍ୟାକୁ ନେଇ ବିଜେପି ନେତାମାନେ ରାଜନୀତି କରୁଥିବା ନେଇ ଲଳିତଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ ଏଥିରେ ଦର୍ଶାଇଛନ୍ତି ଯେ ବିଜେପି ନେତା ଟଙ୍କଧର…

ସ୍କୁଲ ବସ୍‌କୁ ୨ ଲକ୍ଷ ୩୩ ହଜାର ଟଙ୍କାର ଫାଇନ୍

ଭୁବନେଶ୍ଵ: ସ୍କୁଲ ବସକୁ ୨ ଲକ୍ଷ ୩୩ ହଜାର ଟଙ୍କାର ଫାଇନ୍। ଭୁବନେଶ୍ୱର ଡମଣା ଛକ ନିକଟରେ ଚେକିଂ ବେଳେ କଟିଲା ଫାଇନ୍। ଏହାସହିତ ବସ୍‌କୁ ସିଜ୍‌ କରିଛି ଏମ୍‌ଭିଆଇ । ସୂଚନା ଅନୁଯାୟୀ, ପରିବହନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍କୁଲ ବସ୍‌ ଗୁଡ଼ିକର ଯାଞ୍ଚ୍…

ମଣିଷକୁ ପଶୁ ଇଞ୍ଜେକସନ ଦେବା ଘଟଣା: ASI ନିଲମ୍ବିତ

ରାଇରଙ୍ଗପୁର: ମଣିଷଙ୍କୁ ପଶୁ ଇଞ୍ଜେଇକ୍ସନ୍ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା କରିଥିବା ASIଙ୍କୁ ନିଲମ୍ବନ କଲେ ମୟୂରଭଞ୍ଜ ଏସପି । ASI ପବିତ୍ର ମୋହନ ରାଉତଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ ଏସ୍‌ପି ଋଷିକେଶ ଦ୍ୟନଦେଓ ଖିଲାରୀ।ସୂଚନାଅନୁସାରେ, ଗତ…

ନାବାଳିକାକୁ ଚୋରି ପରେ ବିକ୍ରି ଉଦ୍ୟମ ପଣ୍ଡ

ଭୁବନେଶ୍ୱର: ନିଖୋଜର ୫ ଦିନ ପରେ ଉଦ୍ଧାର ହେଲା ନାବାଳିକା । ଶିଖରଚଣ୍ଡି ବସ୍ତିର ଜଣେ ନାବାଳିକା ୫ ଦିନ ତଳେ ନିଖୋଜ ଥିବା ବେଳେ ତାଙ୍କୁ ଇମ୍ଫୋସିଟି ପୁଲିସ ଓ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି । ସୂଚନା ମୁତାବକ ଅଭିଯୁକ୍ତ ଜଣକ ନାବାଳିକାକୁ ଚନ୍ଦ୍ରଶେଖରପୁରରେ ଧରି ବୁଲୁଥିଲା । ବୁଲୁଥିବା…

ମାକୁ କୁରାଢୀରେ ହାଣି ହତ୍ୟାକଲା ପୁଅ

ମୋରଡ଼ା, ୨୧/୦୪ : ମାର ସ୍ନେହ ମମତା ଭୁଲିଗଲା ଜନ୍ମକଲା ପୁଅ। ନିଶାସକ୍ତ ଅବସ୍ଥାରେ ମାକୁ କୁରାଢୀରେ ହାଣି ହତ୍ୟା କଲା ମାତୃହନ୍ତା ପୁଅ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଚାକୁଳିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରାସଗୋବିନ୍ଦପୁର ଥାନା ଅଧିକାରୀଣୀ ଲୋପାମୁଦ୍ରା ନାୟକ…

ଜଳଛତ୍ର ପାଣିରେ ବିଷ ମିଶାଇଲେ ଦୁର୍ବୃତ୍ତ : ପାଣି ପିଇ ୩ ଗୁରୁତର…

ମାଲାକାନଗିରି : ଏମଭି ୭୯ ଥାନା ଅନ୍ତର୍ଗତ ଶିମିଳିବାଞ୍ଛା ପଞ୍ଚାୟତ ର ଏମପିଭି ୪୯ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା l ସେଠାରେ ଏକ ଜଳଛତ୍ର କେନ୍ଦ୍ର ର ମାଠିଆ ପାଣି ଭିତରେ କେହି ଦୁର୍ବୁତ୍ତ ବିଷ ମିଶାଇ ଦେବା ଯୋଗୁ ସେହି ପାଣି ପିଇ ଜଣେ ନାବାଳିକା ଙ୍କ ସମେତ ୩ ଜଣ ଗୁରୁତ୍ତର…

ବଣେଇ ଅବକାରୀ ବିଭାଗର ଚଢାଉ : ଅଟୋ ସହିତ ୧୫୦ ଲିଟର ମଦ ଜବତ ଓ ଗାଡି ଚାଳକ ଗିରଫ…

ରାଉରକେଲା :(ବସନ୍ତ କୁମାର ଜେନା); ବଣାଇ ଅବକାରୀ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ ଆସିଫ୍ ଅଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ବଣାଇଁ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରି ଦେଶୀ ମହୁଲି ମଦ ୧୫୦ ଲିଟର ଜବତ କରିବା ସହିତ ଅଟୋ ସହିତ ଚାଳକ ଗିରଫ ହୋଇଥିବା ଜଣାପଡିଛି ।ଘଟଣାରୁ ପ୍ରକାଶ ଯେ ଆଜି…

୧୫ କ୍ୱିଣ୍ଟାଲ୍‌ରୁ ଅଧିକ ମହୁଲ ଜବତ କଲା ଅବକାରୀ ବିଭାଗ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଅବକାରୀ ବିଭାଗର ଅତର୍କିତ ଚଢାଉ ।୧୫ କ୍ୱିଣ୍ଟାଲ୍‌ରୁ ଅଧିକ ମହୁଲ ଜବତ ହୋଇଛି । ଏହାସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।ଖବର ଅନୁଯାୟୀ, ବାଲିଗୁଡ଼ା ଥାନା ମହାସିଙ୍ଗ ଗାଁରେ ସନ୍ତୋଷ ପାଣିଗ୍ରାହୀ ମହୁଲ…

୬ଟି ଦେଶର କୋକେନ୍ ମାଫିଆଙ୍କ ସହ ଲିଙ୍କ

ଭୁବନେଶ୍ବର : ଭୁବନେଶ୍ୱରରେ କୋକେନ୍ ଜବତ ଘଟଣାର ଗୁମର ଖୋଲିଛି କ୍ରାଇମବ୍ରାଞ୍ଚ। ଭୁବନେଶ୍ବରରୁ ମିଳିଥିବା ଏହି ଦାମୀ ନିଶାର ରହିଛି ବିଦେଶୀ ଲିଙ୍କ୍‌। ଗିରଫ ନିଶା ବେପାରୀ ରବିର ମୋବାଇଲରୁ କୋକେନ୍ ମାଫିଆଙ୍କ ସିକ୍ରେଟ୍ ସାମ୍ନାକୁ ଆସିଛି। ବିଦେଶ ରୁ ଓଡ଼ିଶାକୁ ଆସୁଥିଲା କୋକେନ୍ । ୬ଟି…

ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସର ଛାନଭିନ ଜାରି

ରାୟଗଡା : ଡେପୁଟି ରେଞ୍ଜରଙ୍କ ସନ୍ଦେହ ଜନକ ମୃତ୍ୟୁ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳରେ କାର୍ଯ୍ୟରତ ଡେପୁଟି ରେଞ୍ଜର ଜଗମୋହନ ଭୋଇଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ଡେପୁଟି ରେଞ୍ଜରଙ୍କ ସରକାରୀ ବାସ ଭବନରୁ ତାଙ୍କ ମୃତ ଦେହ ଜବତ କରିଛି ପୋଲିସ । ଘଟଣା ସ୍ଥଳରେ…