Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ମୋବାଇଲ ଦେଲାନି ବୋଲି ସାଙ୍ଗକୁ ହତ୍ୟା କରି କୋଲାବ ଡ୍ୟାମରେ ଫୋଫାଡିଦେଲେ ଦୁଇ ସାଙ୍ଗ
କୋରାପୁଟ: କୋରାପୁଟ ଟାଉନ ଥାନା ଅଞ୍ଚଳରେ ଦୁଇ ସାବାଳକ ଜଘନ୍ୟ କାଣ୍ଡ ଘଟାଇଥିବାର ଖବର ମିଳିଛି। ଏଠାରେ ମୋବାଇଲ ଗେମ୍ ପାଇଁ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରାଯାଇଛି। ଦୁଇ ସାବାଳକ ଛାତ୍ରଙ୍କୁ ହତ୍ୟା କରି ଫିଙ୍ଗି ଦେଇଛନ୍ତି। ମୋବାଇଲ ଗେମ୍ ଖେଳିବା ବେଳେ ଜଣେ ସାଙ୍ଗ ଅନ୍ୟ!-->…
ମାହାଙ୍ଗା ଗଣହତ୍ୟା ମାମଲା: ଡେମୋ ଦେଖାଇଲା ହତ୍ୟାକାରୀ ଶିବ
କଟକ: ମାହଙ୍ଗା କୁସୁପୁରରେ ଘଟିଥିବା ବୀଭତ୍ସ ଗଣହତ୍ୟା ମାମଲାରେ ଅଭିଯୁକ୍ତ ଶିବପ୍ରସାଦ ଘଟଣାସ୍ଥଳରେ ଆଜି ଡେମୋ ଦେଖାଇଛି । ବଡ଼ଭାଇର ପରିବାରକୁ ଏକା ସଫା କରିଦେଇଥିଲା ଶିବ । କୁସୁପୁର ଗଣହତ୍ୟା ନେଇ ପୋଲିସ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି । ୫ ଜଣଙ୍କୁ ହତ୍ୟା କରିବାରେ ଏକା ଶିବ!-->…
୨୦୨୩ ହକି ବିଶ୍ୱକପ ପୂର୍ବରୁ ଚାଲିଥିଲା ମାର୍କେଟ, ବିଦେଶୀ ଦର୍ଶକଙ୍କୁ ବିକ୍ରି ହୋଇଥାନ୍ତା କୋକେନ
ଭୁବନେଶ୍ୱର: ରାଜଧାନୀରୁ ୨୦୨ ଗ୍ରାମ୍ କୋକେନ ଜବତ ମାମଲା । କୋକେନ ମିଳିବା ଘଟଣାରେ ହାତରେ ଲାଗିଛି ଚାଂଚଲ୍ୟକର ତଥ୍ୟ । ୨୦୨୩ ହକି ବିଶ୍ୱକପ ପୂର୍ବରୁ ଚାଲିଥିଲା ମାର୍କେଟ ପ୍ରସ୍ତୁତ । ବିଦେଶୀ ଦର୍ଶକଙ୍କୁ ବିକ୍ରି ପାଇଁ ଚାଲିଥିଲା ମସୁଧା । ବିଦେଶୀ ଓ ଖେଳାଳି ରହୁଥିବା ତାରକା ହୋଟେଲ ସହ!-->…
ସୀମାନ୍ତ ରେ ଦୁଇ ଗ୍ରାମବାସୀଙ୍କୁ ନକ୍ସଲଙ୍କ ହତ୍ୟା…
ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଉଠାଇଲେ ବ୍ରିଜ...
ମାଲକାନଗିରି : ସୀମାନ୍ତ ଛତିଶଗଡରେ ପୁଣି ବିଭିନ୍ନ ସ୍ଥାନରେ ଲାଲତାଣ୍ଡବ ଦେଖିବାକୁ ମିଳିଛି । ସୁକୁମା ଜିଲ୍ଲାର କ୍ରିଷ୍ଟାରାମ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିବା ବେଳେ ଏଥିରେ ଜଣେ ମାଓବାଦୀର!-->!-->!-->!-->!-->…
ପାରିବାରିକ କଳହ ଯୋଗୁଁ ସ୍ତ୍ରୀକୁ ହାଣିଲା ନିଷ୍ଠୁର ସ୍ୱାମୀ…
ଫୁଲବାଣୀ;-ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥଲେ l ଆଉ ସୁଖ ଦୁଃଖରେ ସାଥି ହୋଇ ରହିବାକୁ କଥା ଦେଇଥିଲା ସ୍ୱାମୀ l ହେଲେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ, ଯୁକ୍ତି ତର୍କ ହୋଇଥିଲାlଏଥିରେ ହଠାତ ଉତ୍ୟକ୍ତ ହୋଇ ନିଷ୍ଠୁର ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିବାକୂ ଉଦ୍ୟମ!-->…
ମାହାଙ୍ଗା ଗଣହତ୍ୟା ମାମଲା: ୩ ଦିନିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ଶିବପ୍ରସାଦ
କଟକ: ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ବଡ଼ଭାଇର ପରିବାରକୁ ନିଶ୍ଚିହ୍ନ କରିଥିବା ସାନଭାଇ ଶିବପ୍ରସାଦକୁ ପୁଲିସ ଆଜି ରିମାଣ୍ଡରେ ଆଣିଛି। ଅଭିଯୁକ୍ତ ଶିବପ୍ରସାଦ ସାହୁକୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ପୁଲିସ ସାଲେପୁର ଜେଏମ୍ଏଫ୍ସିରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ୩ ଦିନିଆ!-->…
ଗାଧୋଇବାକୁ ଯାଇ ମହାନଦୀରେ ବୁଡି ଗଲେ ଦୁଇ ଭାଇ
ପାରାଦୀପ: ପଣା ସଂକ୍ରାନ୍ତିରେ ଅଘଟଣ। ଗାଧୋଇବାକୁ ଯାଇ ମହାନଦୀରେ ବୁଡି ଗଲେ ଦୁଇ ଭାଇ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲା କୁଜଙ୍ଗର ପଥୁରିଆ ଗାଁରେ। ସେମାନେ ହେଲେ ଗଣେଶ୍ୱର ସାହୁ ଓ ରାଜେନ୍ଦ୍ର ସାହୁ।ଗଣେଶ୍ୱର ଓ ରାଜେନ୍ଦ୍ର ସ୍ଥାନୀୟ ଯୁକ୍ତ ଦୁଇ କଲେଜର ଛାତ୍ର ଥିଲେ। ଏହି!-->…
ପୁରୀ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ, ୨ ଝିଅ ଗୁରୁତର
ବୌଦ୍ଧ: କାଳିଆ ଦର୍ଶନ ହେଲା ଶେଷ ଦର୍ଶନ । ପୁରୀ ଯାଉଥିବା ବେଳେ ହେଲା ଦୁର୍ଘଟଣା । ବୌଦ୍ଧ ଜିଲ୍ଲା ହରେକୃଷ୍ଣପୁର ୫୭ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଡିଭାଇଡରେ କାଟି ପିଟି ହୋଇଛି । ଫଳରେ ଘଟଣାସ୍ଥଳରେ ହିଁ ସ୍ୱାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଝିଅ ଗୁରୁତର!-->…
ଭୁବନେଶ୍ୱରରେ ପ୍ରଥମ ଥର ପାଇଁ କୋକେନ ଜବତ, ୨ ଗିରଫ
ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ନିଶାଦ୍ରବ୍ୟ 'କୋକେନ' ଜବତ କରିଛି ପୁଲିସ। ଭୁବନେଶ୍ବର ଜାଭିଅର ଛକ ନିକଟରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଦ୍ବାରା ଚଢ଼ଉ କରାଯାଇ ୨୦୨ ଗ୍ରାମ୍ ଓଜନର କୋକେନ୍ ଜବତ ହୋଇଛି। କୋକନ୍ କାରବାର ସହିତ ଜଡ଼ିତ ରାଜସ୍ଥାନର ଦୁଇ ବେପାରୀ ଗିରଫ ହୋଇଛନ୍ତି।
!-->!-->!-->…
ମାହାଙ୍ଗା ଗଣହତ୍ୟା: ମୁଖ୍ୟ ଅଭିଯୁକ୍ତ ଶିବ ସାହୁଙ୍କୁ କୋର୍ଟଚାଲାଣ
ମାହାଙ୍ଗା: ମାହାଙ୍ଗାରେ ଗୋଟିଏ ପରିବାରର ୫ ଜଣଙ୍କୁ ବିଭତ୍ସ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ । ଗଣହତ୍ୟାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁଙ୍କୁ କୋର୍ଟଚାଲାଣ କଲା ପୋଲିସ । ଶିବ ସାହୁଙ୍କୁ ସାଲେପୁର କୋର୍ଟରେ ହାଜର କଲା ପୋଲିସ । ତେବେ ରିମାଣ୍ଡରେ ନେଇ ପୋଲିସ ତଦନ୍ତ କରିବ!-->…