Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା: ଭୟରେ ହଷ୍ଟେଲ ଛାଡିଲେ ଛାତ୍ରଛାତ୍ରୀ
ସୁନ୍ଦରଗଡ ୦୨/ ୦୪: ପଟୁଆଡିହି ହାଇସ୍କୁଲ ଦଶମ ଛାତ୍ରୀ ମୃତ୍ୟୁ ମାମଲା । ଭୟରେ ହଷ୍ଟେଲ ଛାଡିଲେ ଛାତ୍ରଛାତ୍ରୀ । ଛାତ୍ରୀ ମୃତ୍ୟୁକୁ ଭୟଭୀତ ଥିଲେ ସ୍କୁଲ ଛାତ୍ରଛାତ୍ରୀ । ପ୍ରଧାନଶିକ୍ଷକଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ମୃତ ଛାତ୍ରୀ ହେଉଛନ୍ତି!-->…
କୂଅରୁ ଯୁବତୀଙ୍କ ମୃତଦେହ ଠାବ ଘଟଣା, ହତ୍ୟାକାରୀ ଗିରଫ
ଭଞ୍ଜନଗର ୦୨।୦୪ : ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ପରିତ୍ୟକ୍ତ କୂଅରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣା । ହତ୍ୟାକାରୀ ଯୁବକକୁ ଗିରଫ କଲା ପୋଲିସ । ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ।
ଖବର ଅନୁଯାୟୀ, ଶୁକ୍ରବାର ବଡ଼ଗଡ଼ ଥାନା ଅନ୍ତର୍ଗତ ଖାରିଗୁମା ଗାଁର ଏକ କୂଅରୁ!-->!-->!-->…
ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ୨ ଶିକ୍ଷକ ଚାକିରିରୁ ବିଦା
ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ଦୁଇ ଶିକ୍ଷକଙ୍କୁ ଚାକିରିରୁ ଅବ୍ୟାହତି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଳକ ମହୁଲପଙ୍ଖା ବିଦ୍ୟାଳୟର ସୌରଭମୟ ଆଚାର୍ଯ୍ୟ ଏବଂ ନାଟୋ ପଞ୍ଚାୟତ ହଳଦିଆସାହି ବିଦ୍ୟାଳୟର ମାନଶ୍ରୀ ନାଏକଙ୍କୁ ଚାକିରୀରୁ ବାହାର କରାଯାଇଛି ।
୨୦୧୮ ମସିହାରୁ ଉୟଭ ଜାଲ!-->!-->!-->…
ସୁନ୍ଦରଗଡ଼ ଆରଏମସି ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ନିୟନ୍ତ୍ରୀତ ବଜାର କମିଟିର ଇନିସପେକ୍ଟର ତଥା ସମବାୟ ସମିତି ସମ୍ପାଦକ ବନମାଳି ନାୟକଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ଭିଜିଲାନ୍ସ ଟିମ୍ ଏକକାଳୀନ!-->…
ଗୋଡ଼-ହାତ ବାନ୍ଧି ନେଇଗଲେ ୨୫ ଭରି ଅଳଙ୍କାର ଓ ନଗଦ ଟଙ୍କା
ରାୟଗଡ଼ା ୦୨।୦୪ : ବଡ଼ଧରଣର ଡକାୟତି । ରାୟଗଡ଼ା ସହରର ସାଇପ୍ରିୟା ନଗରରେ ହୋଇଛି ଏହି ବଡ଼ଧରଣର ଲୁଟ୍ ହୋଇଛି । ୨୫ ଭରିର ସୁନା ଅଳଙ୍କାର ସମେତ ରୁପା ଅଳଙ୍କାର, ୩୦ ହଜାର ଟଙ୍କା, ୪ଟି ମୋବାଇଲ୍ ଫୋନ୍ ଲୁଟି ନେଲେ ଲୁଟେରା । ଖବର ଅନୁଯାୟୀ, ସାଇପ୍ରିୟା ନଗରର ଏମ୍. ଭେଙ୍କେଟ ରାବନା ନାମକ!-->…
ଯୁବକଙ୍କୁ ଗଳା କାଟିବା ଘଟଣାରେ ୩ ଗିରଫ
ଗଞ୍ଜାମ :ପୋଲସରା ଥାନା ଅନ୍ତର୍ଗତ ମୁକ୍ତାମାଳଦେଇପୁର ଗ୍ରାମ ବିଲମାଳରେ ଜନୈକ ଯୁବକଙ୍କୁ ଗଳା କାଟି ନିର୍ମମ ହତ୍ୟା ଘଟଣାରେ ପୋଲସରା ପୁଲିସକୁ ମିଳିଛି ସଫଳତା । ହତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଅସ୍ତ୍ର ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଉକ୍ତ ହତ୍ୟାକାଣ୍ଡର ସ୍କ୍ରିନ!-->…
ବାଲେଶ୍ୱର ସୋରରେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ବିଭତ୍ସ ହତ୍ୟା, ସ୍ତ୍ରୀ ଗୁରୁତର
ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିର୍ମମ ହତ୍ୟା । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବାଲିଖଣ୍ଡ ଗାଁର ଏକ ବିଲରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ବାଲିଖଣ୍ଡ ପ୍ରାଣକୃଷ୍ଣ ସଂସ୍କୃତ ବିଦ୍ୟାଳୟର ଅବସରପାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ପତ୍ରି । ଗତକାଲି ବିଳମ୍ବିତ ରାତିରେ କିଛି!-->…
ରାଜଧାନୀରେ ମିରିଣ୍ଡା ଗ୍ୟାଙ୍ଗ୍ ଆତଙ୍କ
ଭୁବନେଶ୍ୱର: ଗତ କିଛି ଦିନ ହେବ ନୂଆପଲ୍ଲୀ ଥାନା ଅଞ୍ଚଳରେ କେବିଏନ୍ ଗ୍ୟାଙ୍ଗର ଆତଙ୍କ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ରାଜଧାନୀରେ ଆତଙ୍କ ଖେଳିଯାଇଥିଲା। ହେଲେ ଏବେ ମିରିଣ୍ଡା ଗ୍ୟାଙ୍ଗ୍ ନୂଆପଲ୍ଲୀରେ ମୁଣ୍ଡ ଟେକିଛି। ବିଳମ୍ବିତ ରାତିରେ ଏହି ଗ୍ୟାଙ୍ଗ ମଦ ନିଶାରେ ଆତଙ୍କ ରଚାଉଛନ୍ତି।!-->…
ଦୟାଲ୍ ଆଶ୍ରମରେ ଡେମୋ ଦେଖାଇଲା ବେଳେ କାନ୍ଦି ପକାଇଲେ ଶର୍ମିଷ୍ଠା
ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ କେମିତି ହତ୍ୟା କରାଯାଇଛି? ଆଉ କେଉଁଠି ହତ୍ୟା କରାଯାଇଛି? ଏମିତି ଅନେକ ପ୍ରଶ୍ନ ଭିତରେ କ୍ରାଇମବ୍ରାଞ୍ଚ ଛନ୍ଦି ହୋଇପଡ଼ିଥିବା ବେଳେ ଆଜି ହତ୍ୟାକାଣ୍ଡର ଡେମୋ ଦେଖାଇଲା ବେଳେ କାନ୍ଦି ପକାଇଛନ୍ତି ମୁଖ୍ୟଅଭିଯୁକ୍ତ ଶର୍ମିଷ୍ଠା ରାଉତ।!-->…
ପ୍ରଧାନ ଶିକ୍ଷକଙ୍କ ଯୌନ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା
ସୁନ୍ଦରଗଡ଼ : ସୁନ୍ଦରଗଡ ଲେଫ୍ରିପଡା ଥାନା ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ପଟୁଆଡ଼ିହିରେ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ଭାଲୁଗାଡ଼ ଗାଁର ଝିଅ ଅପର୍ଣ୍ଣା ପାଣ୍ଡେ। ସେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ପଟୁଆଡିହି!-->…