Browsing Category

ଅପରାଧ

ପୌର ନିର୍ବାଚନ : ବୁଥ ସାମ୍ନାରେ ଟଙ୍କା ବାଣ୍ଟିବା ଅଭିଯୋଗ

କଟକ: ରାଜ୍ୟରେ ପୌର ନିର୍ବାଚନ ପାଇଁ ଜାରି ରହିଛି ମତଦାନ। କଟକର ୫୯ ଟି ୱାର୍ଡର ୪୪୯ଟି ବୁଥରେ ୪ ଲକ୍ଷ ୫୦ ହଜାର ୭୬୯ ଭୋଟର ମତଦାନ କରୁଛନ୍ତି। ସକାଳ ୮ ଟା ରୁ ସନ୍ଧ୍ୟା ୫ ଟା ଯାଏ ଜାରି ରହିବ ମତଦାନ। ତେବେ ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂହ ଲାଲବାଗ ହାଇସ୍କୁଲର ୮୪ ନମ୍ବର ବୁଥ ,…

ମାନସ ସ୍ବାଇଁ ହତ୍ୟା ମାମଲା: ଶର୍ମିଷ୍ଠାଙ୍କ ନ୍ୟୁଜ ଅଫିସ୍‌ ସିଲ୍‌

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ନ୍ୟୁଜ ଅଫିସକୁ ପୋଲିସ ସିଲ୍‌ କରିଛି । ତାଙ୍କ ଅଫିସ ରେଡ୍‌ କରି ୨ଟି କମ୍ପ୍ୟୁଟର ହାର୍ଡ ଡିସ୍କ ଓ ଗୋଟାଏ କ୍ୟାମେରା ସେଟ୍‌ ପୋଲିସ ଜବତ…

ପ୍ରାର୍ଥୀଙ୍କ ସ୍ୱାମୀ ଟଙ୍କା ବାଣ୍ଟି ଅଟକ, ୨୫ ହଜାରରୁ ଅଧିକ ଟଙ୍କା ଜବତ

ଭଦ୍ରକ ୨୪।୦୩ : ନିର୍ବାଚନ ପାଇଁ ଟଙ୍କା ବଣ୍ଟା ଅଭିଯୋଗ । ଟଙ୍କା ବାଣ୍ଟିବା ଅଭିଯୋଗରେ ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଅଟକ ରଖିଛି ପୋଲିସ । ଭଦ୍ରକ ପୌରପାଳିକା ଅଧିନ ୮ ନମ୍ବର ଓ୍ୱାର୍ଡରେ ଘଟିଛି ଏଭଳି ଘଟଣା । ଖବର ଅନୁଯାୟୀ, ଭଦ୍ରକ ପୌରପାଳିକା ଅଧିନ ୮ ନମ୍ବର ୱାର୍ଡର ସ୍ୱାଧୀନ…

ଫୁଲବାଣୀ :୪ କ୍ୟୁଣ୍ଟାଲ୍ ୪ କେଜି ଗଞ୍ଜେଇ ଜବତ ଜଣେ ଗିରଫ…

ଫୁଲବାଣୀ:-ଦୀର୍ଘ ଦିନର ନିରବତା ପରେ ପୁଣି ଥରେ ପୁଲିସକୁ ମିଳିଛି ବଡ଼ ସଫଳତା, ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଶହ ଶହ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଉଥିବା ବେଳେ ଗଞ୍ଜେଇ ଚୋରା ଚାଲାଣ କାରି ପୁଲିସ ହାତରେ ଧରା ପଡି ଜେଲ୍ ମଧ୍ୟ ଜିବାକୁ ପଡ଼ିଛି। ତଥାପି ଗଞ୍ଜେଇ ଚାଷ…

ଦୁର୍ବତ୍ତଙ୍କ ବର୍ବୋରଚିତ ଆକ୍ରମଣରେ ଗଡିଲା ୪ ମୁଣ୍ଡ :ଦୋଷୀଙ୍କୁ ଫାଶୀଦଣ୍ଡ ଓ ୨ ମଦଭାଟି ଉଚ୍ଛେଦ ଦାବିରେ ୫୯ ନଂ…

ହିଞ୍ଜିଳିକାଟୁ : ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡରେ ଗଞ୍ଜାମ ଜିଲ୍ଲା ଅଶାନ୍ତ ହୋଇ ଉଠିଛି । ଗାଙ୍ଗପୁର ଓ ପୋଲାସରା ଥାନା ଇଲାକାରେ ୨ଟି ରାଜନୈତିକ ହିଂସାକାଣ୍ଡ ଘଟି ୨ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ବୁଧବାର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଂଚଳରେ ପୁଣି ଘଟିଛି ଏକ ଲୋମଟାଙ୍କୁରା…

କ୍ୟାମେରାମ୍ୟାନ୍‌ ମାନସ ହତ୍ୟାକାଣ୍ଡ; ମିଳିଲା ଶର୍ମିଷ୍ଠାଙ୍କ କାର

ଭୁବନେଶ୍ୱର: କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଙ୍କ ହତ୍ୟା ଘଟଣାର ମୁଖ୍ୟ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ପତା ମିଳୁନି। ସେ ଏବେ କେଉଁଠି ତାଙ୍କୁ ପୁଲିସ ଖୋଜୁଛି। ହେଲେ ସେ ବ୍ୟବହାର କରୁଥିବା କାର୍‌କୁ ଠାବ କରିଛି ପୁଲିସ। ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟ ଗ୍ୟାରେଜରୁ ଠାବ…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ନମ୍ବରକୁ ନେଇ ବିବାଦ

ବାଣପୁର ପଲଟଣ ପଡିଆରେ ଶୋଭାଯାତ୍ରାବେଳେ ଗାଡି ଚଢ଼ାଇବାକୁ ନେଇ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଜେଲ ଯାଇଥିବାବେଳେ, ସେହି ଗାଡିକୁ ନେଇ ଏବେ ନୂଆ ବିବାଦ ଦେଖାଦେଇଛି । ସର୍ବ ସମ୍ମୁଖରେ ପ୍ରଶାନ୍ତ ଜଗଦେବ ସେଦିନ ଯେଉଁ ଗାଡି ଲୋକଙ୍କ ଉପରେ ଚଢ଼ାଇଥିଲେ, ସେହି ଗାଡିର ନମ୍ବର କିଏ ବଦଳାଇଲା…

ଭୀମସାରରେ ଚିକିତ୍ସା ଅବହେଳାରୁ ମୃତ୍ୟୁ ମାମଲା: ‘କ୍ଷତିପୂରଣ ଦେବେ ରାଜ୍ୟ ସରକାର’

କଟକ: ଭୀମସାରରେ ଚିକିତ୍ସା ଅବହେଳାରୁ କୋଭିଡ ମୃତ୍ୟୁ ହୋଇଥିବା ଅଭିଯୋଗ ମାମଲାରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଣୁଣାଣି କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ହାଇକୋର୍ଟଙ୍କ…

ଚତୁର୍ଥୀ ପିଣ୍ଡବେଳେ ନାବାଳିକାକୁ ଉଦ୍ଧାର କଲେ ଶିଶୁ ସୁରକ୍ଷା କର୍ମଚାରୀ

କଟକ : ସରକାର ନାବାଳିକା ବିବାହ ପ୍ରଥାକୁ ବନ୍ଦ୍ କରିବା ପାଇଁ ଶିଶୁ ସୁରକ୍ଷା ବିଭାଗ ଖୋଲିଛନ୍ତି । ସମାଜରେ ପିତାମାତାଙ୍କ ଜ୍ଞାତସାରରେ ନାବଳକ ନାବାଳିକା ବିବାହ ଚାଲିଥିଲେ ମଧ୍ୟ ଅନେକ କ୍ଷେତ୍ରରେ ବିବାଗୀୟ ପଦକ୍ଷେପ ନିଆଯାଉନଥିବା ଜଣାଯାଇଛି । ସୋମବାର ଦିନ ନିଶ୍ଚିନ୍ତକୋଇଲି ବ୍ଲକ ଗୋପପୁର…

ନବବଧୂକୁ ମାରି ପୋଖରୀରେ ଫିଙ୍ଗିଦେଲେ

ବାଲେଶ୍ୱର : ସିମୁଳିଆ ଥାନା ଅନ୍ତର୍ଗତ ସବଙ୍ଗ ପଞ୍ଚାୟତ ସହଜପଦା ଗ୍ରାମରେ ଆଜି ସନ୍ଧ୍ୟାରେ ଜଣେ ନବବଧୂଙ୍କୁ ହତ୍ୟାକରି ପୋଖରୀରେ ପକାଇ ଦେଇଥିବା ବାପଘର ପକ୍ଷରୁ ଅଭିଯୋଗ ହୋଇଛି । ମିଳିଥିବା ସୂତ୍ରରୁ ପ୍ରକାଶ ଯେ ସହଜପଦା ଗ୍ରାମର ପିତାମ୍ବର ବେହେରାଙ୍କ କନ୍ୟା ସସ୍ମିତା ବେହେରା(୨୨) ପ୍ରାୟ…