Browsing Category

ଅପରାଧ

‘ଶାଦି ଡଟ୍‌ କମ୍‌’ରୁ ରମେଶଙ୍କ ଆକାଉଣ୍ଟ ଡିଲିଟ୍‌ କରିବାକୁ ଚିଠି ଲେଖିଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର : ରସିକିଆ ଠକ ଡାକ୍ତର ରମେଶ ସ୍ୱାଇଁ ଗିରଫ ଘଟଣା । ଶାଦି ଡଟ କମ୍‌କୁ ଚିଠି ଲେଖିଲା କମିଶନରେଟ୍‌ ପୋଲିସ । ଶାଦି ଡଟ୍‌ କମ୍‌ରୁ ଠକ ରମେଶଙ୍କର ଆକାଉଣ୍ଟ ଡିଲିଟ୍‌ କରିବାକୁ ଚିଠିରେ ଉଲ୍ଲେଖ କରିଛି ପୋଲିସ । ସେହିପରି ଶାଦି ଡଟ୍‌ କମ୍‌ରେ ରମେଶ କେତୋଟି ଆକାଉଣ୍ଟ ଖୋଲିଛନ୍ତି ।…

ବିଜେପିକୁ ଭୋଟ ଦେଲେନି ବୋଲି ସିପିଆଇ କର୍ମୀଙ୍କ ପରିବାର ଲୋକଙ୍କୁ ଆକ୍ରମଣ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ବିଜେପି କର୍ମୀଙ୍କ ଗୁଣ୍ଡାଗିରି । ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଭୋଟ ଦେଲେନି ବୋଲି ସିପିଆଇ କର୍ମୀଙ୍କ ପରିବାର ଲୋକଙ୍କୁ ଆକ୍ରମଣ । ହୋଲି ଉତ୍ସବରେ ଯାତ୍ରାରେ ଚେୟାରରେ ବସିବାକୁ ନେଇ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଥାନାରେ…

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଫେରାର୍ ଅଭିଯୁକ୍ତଙ୍କୁ ଧରିବ ସ୍ପେଶାଲ ସ୍କ୍ୱାର୍ଡ଼

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା ଦିନକୁ ଦିନ ଅତି ରହସ୍ୟମୟ ହେବାରେ ଲାଗିଛି । ଏନେଇ ତଦନ୍ତର ମୋଡ଼ ବଦଳାଇବାକୁ କମିଶନରେଟ୍ ପୋଲିସ୍ ର ସହାୟତା ଲୋଡ଼ିଛି ଚାନ୍ଦବାଲି ପୋଲିସ୍ । ହତ୍ୟା ଭୁବନେଶ୍ୱରରେ ଘଟିଥିବାରୁ ଅଧିକ ତଥ୍ୟ ପାଇଁ ସହାୟତା ଲୋଡ଼ା…

ସୋରୋ RW ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭଦ୍ରକ: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୋରୋ RW ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୋଥ ବେହୁରିଆ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରମୋଥଙ୍କ ବାଗୁରାଇ ସ୍ଥିତ ଘର, ଅର୍ଣ୍ଣପାଳ ସ୍ଥିତ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଚଢାଉ ବେଳେ ପ୍ରମୋଥଙ୍କ ଘରୁ…

କଟକରେ ସାଇଲେନ୍ସର ମୋଡିଫିକେସନ ସୋ ରୁମ୍‌ରେ ଚଢାଉ

କଟକ: ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ୍ । ଭୁବନେଶ୍ୱର ପରେ କଟକରେ କାର୍ଯ୍ୟାନୁଷ୍ଠାନ। ରାସ୍ତାରେ ବିକଟାଳ ଶଦ୍ଦ କରୁଥିବା ରୋଡ ରୋମିଓଙ୍କୁ ପାନେ ଦେବାକୁ ସ୍ୱତନ୍ତ୍ର ଯୋଜନା । ସାଇଲେନ୍ସର ମୋଡିଫିକେସନ ସୋ ରୁମ୍‌ରେ ଚଢାଉ କରିଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍‌ । ୨୦ଟି ଦୁଇ…

ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲା, ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ

ପୁରୀ : ପୁରୀରେ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲା। ହତ୍ୟାକାଣ୍ଡରେ ସାମିଲ ଥିବା ଅପରାଧୀଙ୍କୁ ଚିହ୍ନଟ କରାଯାଇଛି, ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁରୀ ଏସ୍‌ପି କନଓ୍ୱାର ବିଶାଳ ସିଂହ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସେବାୟତ କୃଷ୍ଣଚନ୍ଦ୍ର…

ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଡ୍ରାଇଭର ଗିରଫ

ଭୁବନେଶ୍ୱର: ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଡ୍ରାଇଭର ଗିରଫ ହୋଇଛନ୍ତି। ନୟାଗଡ଼ ଜିଲା ରଣପୁର ଅଞ୍ଚଳରୁ ରମେଶଙ୍କ ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାୟକ ଓରଫ ପପୁକୁ ଗିରଫ କରିଛି କମିଶନରେଟ୍‌ ପୋଲିସ। ରମେଶ ଗିରଫ ହେବା ପରଠାରୁ ପପୁ ଫେରାର ଥିଲେ। ପୋଲିସ ଗିରଫ କରିବା ପରେ ତାଙ୍କୁ ଏକ ଅଜ୍ଞାତ…

ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗିରଫ

ମାଲକାନଗିରି/ଜୟପୁର: ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମକ୍କା ଆନନ୍ଦ ରାଓକୁ ଭିଜିଲାନ୍ସ ବିଭାଗ ବୁଧବାର ଗିରଫ କରିଛି। ଗିରଫ ପରେ ଶ୍ରୀ ରାଓଙ୍କୁ ଜେଲ ପଠାଇ ଦିଆଯାଇଛି। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଗତକାଲି ଶ୍ରୀ ରାଓଙ୍କ ବିଭିନ୍ନ ଠିକଣାରେ ଚଢ଼ଉ…

ସରିଲା ନକଲି ଡାକ୍ତରର ମିଛ ଧରା ପରୀକ୍ଷା

ଭୁବନେଶ୍ବର: ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ସରିଲା ଲାଏଡିଟେକ୍ସନ ଟେଷ୍ଟ । ୭୦ ପ୍ରଶ୍ନର ଉତ୍ତର ରଖିଲେ ରମେଶ ସ୍ୱାଇଁ । ଟେଷ୍ଟ ବେଳେ ସମସ୍ତ ପ୍ରକାର ସହଯୋଗ କଲେ ରମେଶ । ଟେଷ୍ଟ ଶେଷ ହେବା ପରେ ଏବେ ରମେଶ ସ୍ୱାଇଁଙ୍କୁ ଝାରପଡା ଜେଲ ପଠାଇ ଦିଆଯାଇଛି । ସତ ମିଛ ଟେଷ୍ଟ ଶେଷ ହେବା ପରେ ଏବେ…

ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରିଙ୍କୁ ଗୁଳି କରି ହତ୍ୟା ମାମଲାରେ ଜଣେ ଅଟକ

ପୁରୀ : ପୁରୀ ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରିଙ୍କୁ ଗୁଳି କରି ହତ୍ୟା ମାମଲାରେ ଜଣଙ୍କୁ ଅଟକ ରଖିଛି ପୋଲିସ । କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୁଣ୍ଡରେ ଓ ଛାତିରେ ୪ଟି ଗୁଳି ବାଜିଥିବା ଜଣାପଡିଛି । ଗୁଳିକାଣ୍ଡ ପରେ ତାଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରିଥିଲେ ଡାକ୍ତର ।…