Browsing Category

ଅପରାଧ

ରୋଗୀଙ୍କୁ ଡାକ୍ତରଙ୍କ ମାଡ଼ ଘଟଣାର ପ୍ରତିବାଦରେ ଧାରଣାରେ ବସିଲେ ରୋଗୀ ଓ ସମ୍ପର୍କୀୟ

କଳାହାଣ୍ଡି : କଳାହାଣ୍ଡି ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ରୋଗୀଙ୍କୁ ଡାକ୍ତରଙ୍କ ମାଡ଼ ଘଟଣାରେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । ଏନେଇ ରୋଗୀଙ୍କ ସଂପର୍କୀୟ ଓ ସ୍ଥାନୀୟ ଲୋକେ ଧାରଣା ଦେଇଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣା ଦିଆଯାଇଛି । ଚିକିତ୍ସା ପାଇଁ…

ସହାକରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ୮୪ ହଜାର ଜବତ

ଭୁବନେଶ୍ୱର: ଭୁବନେଶ୍ୱରରେ କାର୍ଯ୍ୟରତ ଥିବା ସହାକରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ କରିଛି । ସହାକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ତାଙ୍କ ଘରୁ ନଗଦ ୮୪,୫୦୦ ଟଙ୍କା, କାର୍ ସହ ୩ଟି ଦାମୀ ବାଇକ୍ ଜବତ ହୋଇଛି । ଚଢ଼ାଉ ଏଯାବତ୍…

ନର୍ସଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା

ଜଗତସିଂହପୁର : ଜିଲ୍ଲାର ପାରାଦୀପ ପୋର୍ଟ ମେଡ଼ିକାଲର ଷ୍ଟାଫ ନର୍ସଙ୍କ ମୃତ୍ୟୁକୁ ନେଇ ଦେଖାଦେଇଛି ଉତ୍ତେଜନା । ସନ୍ଦେହ ଜନକ ଭାବେ ମୃତ୍ୟୁବରଣ କରିଥିବା ଷ୍ଟାଫନର୍ସ ନିବେଦିତା ଜେନାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ନ୍ୟାୟ ଦାବି କରି ସ୍ଥାନୀୟ ଲୋକେ ମେଡ଼ିକାଲ ଭିତରକୁ…

ରାସ୍ତାକଡ଼ରୁ ୨ ନାବାଳକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ବର: ଜିଲ୍ଲା ସୋର ଥାନା ନଦୀଗାଁ ଛକ କାନପୁର ନିକଟରେ ଅଘଟଣ । ରାସ୍ତା କଡ଼ରୁ ଦଇ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନଙ୍କ ମୃତ୍ୟୁ ଦୁର୍ଘଟଣା ପାଇଁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଦୁଇଜଣ…

ବିଜେଡିରେ ନାହାନ୍ତି ଚିଲିକା ବିଧାୟକ : ସସ୍ମିତ ପାତ୍ର

ଭୁବନେଶ୍ୱର: ସାମ୍ବାଦିକ ସମ୍ମିଳନୀରେ ବିଜେଡି ରଖିଲା ସ୍ପଷ୍ଟ ମତ । ବିଜୁ ଜନତା ଦଳରେ ନାହାନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଚିଲିକା ହିଂସା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ବହିଷ୍କାର ନେଇ ଉଠୁଥିବା ବିବାଦରେ ପୂର୍ଣ୍ଣଛେଦ ଟାଣିଲେ ସାଂସଦ ସସ୍ମିତ ପାତ୍ର । ତାଙ୍କର…

ସାବାଡ଼ ହେବେ ବିକଟାଳ ଶବ୍ଦ କରି ଯାଉଥିବା ଗାଡ଼ି ଚାଳକ, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିଲେ ସାବଧାନ । ସାବାଡ଼ ହେବେ ବିକଟାଳ ଶବ୍ଦ କରି ଯାଉଥିବା ବୁଲେଟ ଚାଳକ । ଜବତ ହେବ ଗାଡ଼ି । ଏନେଇ ଭୁବନେଶ୍ୱରରେ ୧୧ରୁ ଅଧିକ ଗାଡ଼ିକୁ ଜବତ କରିଛି କମିଶନରେଟ ପୋଲିସ । ରାଜଧାନୀରେ ଏବେ ଚକ୍କର କାଟୁଛି ଟ୍ରାଫିକ ପୋଲିସ । ପୋଲିସ ନଜରରେ ରହିଛି…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡିରୁ ବହିସ୍କାର କରାଯାଉ- ସମ୍ବିତ ପାତ୍ର

ଭୁବନେଶ୍ୱର: ଗତକାଲି ଖୋର୍ଦ୍ଧା ବାଣପୁର ବ୍ଲକ୍ ପରିଷରରେ ଅମାନବୀୟ ଘଟଣା ଘଟାଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅଭିଯୋଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆଜି ଏକ…

ପ୍ରଶାନ୍ତ ଜଗଦ୍ଦେବେଙ୍କୁ ଦଳ ସେପ୍ଟେମ୍ବରରୁ ନିଲମ୍ବନ କରିଛି : ପିନାକୀ ମିଶ୍ର

ଭୁବନେଶ୍ୱର: ବାଣପୁରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ହିଂସା ଉପରେ ପୁରୀ ସାଂସଦ ପିନାକୀ ମିଶ୍ର ରଖିଛନ୍ତି ପ୍ରତିକ୍ରିୟା । ଗଣତନ୍ତ୍ରରେ ହିଂସା କେବେ ଗ୍ରହଣଯୋଗ୍ୟ ନୁହେଁ । ଯିଏ ମଧ୍ୟ ହିଂସାରେ ଲିପ୍ତ ତାହା ସର୍ବଦା ଭୁଲ । ସେହିପରି ପିନାକୀ କହିଛନ୍ତି, 'ପୂର୍ବରୁ ବିଧାୟକଙ୍କ…

ଚିଲିକା ବିଧାୟକଙ୍କ ଗାଡ଼ି ଚଢାଇଦେବା ଘଟଣା; ଆହତଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

ଭୁବନେଶ୍ବର: ବାଣପୁର ବ୍ଲକରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ଚଢାଇଦେବା ଘଟଣାରେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ। ରବିବାର ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ବରେ ରାଜ୍ୟ ସଭାପତି ସମୀର…

ଚିଟଫଣ୍ଡ ପ୍ରସଙ୍ଗରେ ପୁଣି ସିବିଆଇର ତନାଘନା

କଟକ : ଚିଟଫଣ୍ଡ ଠକେଇର ତଦନ୍ତ କରୁଥିବା ସିବିଆଇ ବେଶ କିଛିଦିନ ଥମି ଯାଇଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ଅନେକ ପ୍ରଶ୍ନ ଉଠୁଥିଲା । କିନ୍ତୁ ଏବେ ସିବିଆଇ ପୁଣି ଥରେ କଡ଼ ଲେଉଟାଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୂର୍ବତନ ଆଡ଼ଭୋକେଟ ଜେନେରାଲ ଅଶୋକ ମହାନ୍ତିଙ୍କୁ ସିବିଆଇ…