Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ବୁଥ ପରିଦର୍ଶନ ବେଳେ ମନ୍ତ୍ରୀଙ୍କ ପ୍ରତିନିଧିଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ…
କୋରାପୁଟ: ବିଜେପି କର୍ମୀଙ୍କ ଠେଙ୍ଗା ମାଡରେ ମନ୍ତ୍ରୀ ପ୍ରତିନିଧି ନରେନ୍ଦ୍ର ବିଶୋଇ ଗୁରୁତର। ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ବୋରିଗୁମ୍ମା ବ୍ଲକ ଶଶାହାଣ୍ଡି ପଞ୍ଚାୟତରେ ଉତ୍ତେଜନା ଦେଖିବାକୁ ମିଳିଛି।
ବୁଥ ପରିଦର୍ଶନ ବେଳେ!-->!-->!-->…
ବୁଥ୍ ଜବରଦଖଲ, ଜଣେ ଗିରଫ
ଯାଜପୁର: ବହୁ ପ୍ରତୀକ୍ଷିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ୟ୍ୟାୟରେ ମତଦାନ ଆରମ୍ଭ ହୋଇଯାଇଛି । ଆଜି ସକାଳ ୭ଟାରୁ ପ୍ରଥମ ପର୍ୟ୍ୟାୟରେ ୧୬୬୯ଟି ପଞ୍ଚାୟତରେ ଭୋଟ ଗ୍ରହଣ କରାଯାଉଛି । ରାଜ୍ୟର ୨୨ ହଜାର ୩୭୯ଟି ବୁଥରେ ଏହି ଭୋଟ ଗ୍ରହଣ କରାଯାଉଛି । ରାଜ୍ୟର ୩୦ଟି ଜିଲ୍ଲାର ୨ଶହ ଜିଲ୍ଲା!-->…
ସରପଞ୍ଚ ପ୍ରାର୍ଥୀଙ୍କ ସନ୍ଦେହ ଜନକ ମୃତ୍ୟୁ, ନିର୍ବାଚନ ସ୍ଥଗିତ
କଟକ: ନିର୍ବାଚନ ପୂର୍ବରୁ ସରପଞ୍ଚ ପ୍ରାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ । କଟକ ସଦର ଯଶପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି । ସରପଞ୍ଚ ପ୍ରାର୍ଥୀ ଜଣକ ହେଉଛନ୍ତି ନମିତା ବେହେରା । ତେବେ ସେଠାରେ ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଛି ।
ସୂଚନା ଅନୁସାରେ, ନମିତା!-->!-->!-->…
୨୨ ଘଣ୍ଟା ଚଢାଉରେ ୨୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଆକଳନ
ଭୁବନେଶ୍ବର: ଦୀର୍ଘ ୨୨ ଘଣ୍ଟାର ଚଢାଉ ପରେ କୁବେର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ରସୁରଗଡ ମନରୋମା ଇଷ୍ଟେଟରୁ କଟକ ନେଲା ଭିଜିଲାନ୍ସ ଟିମ୍ । ୨୨ ଘଣ୍ଟା ଚଢାଉରେ ୨୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଆକଳନ କରିଛି ଭିଜିଲାନ୍ସ । ଗତକାଲି ସକାଳୁ ଆରମ୍ଭ ହୋଇଥିବା ରେଡ ରାତି ୩ଟା!-->…
ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ଉପରେ ବୋମାମାଡ଼
ସାଲେପୁର: ସାଲେପୁରରେ ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ଉପରେ ହୋଇଛି ବୋମାମାଡ଼ । ଶିଶୁଆ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ଘର ଉପରକୁ ଲଗାତର ଦୁଇଟି ବୋମାମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବିଳମ୍ବିତ ରାତିରେ ଘରର ଝରକାକୁ ଲକ୍ଷ୍ୟ କରି ଲଗାତାର ଦୁଇଟି ବୋମାମାଡ଼!-->…
ସରପଞ୍ଚଙ୍କ ଘରକୁ ଗୁଳିମାଡ଼
ସମ୍ବଲପୁର : ଥମୁନି ନିର୍ବାଚନୀ ହିଂସା । ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ଗୁଳିଚାଳନା । କବାଟରେ ବାଜିଛି ଗୁଳି । ସମ୍ବଲପୁର ରେଙ୍ଗାଲି ବ୍ଲକ ଠେଲକୋଲୋଇ ଥାନା ଘିଚାମୁରା ପଞ୍ଚାୟତରେ ଘଟିଛି ଘଟଣା ।
ଖବର ଅନୁଯାୟୀ, ଠେଲକୋଲୋଇ ଥାନା ଘିଚାମୁରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ!-->!-->!-->…
ବନ୍ଧୁଗାଁ ବ୍ଲକ ଗାରେଡ଼ି ପଚାୟତ ରେ ନିର୍ବାଚନ ହିଂସା :ପ୍ରାର୍ଥୀ ଙ୍କୁ ହରେଇବା ପାଇଁ ଦେଶୀ ଔଷଧ ବ୍ୟବହାର, ପୋଲିସ୍ ର…
କୋରାପୁଟ:- -କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ର ଗାରେଡ଼ି ପଂଚାୟତରେ ନିର୍ବାଚନ ହିଂସା ଦେଖିବାକୁ ମିଳିଛି। ପ୍ରାର୍ଥୀ କୁ ହରେଇବା ପାଇଁ ମାରାଣାସ୍ତ୍ତ ବଦଳରେ ସୋହିନୀ ଦେଶୀ ଔଷଧ କୁ ବ୍ୟବହାର କରିଛନ୍ତି ବିରୋଧୀ ଗୋଷ୍ଠୀ।କଥା ଆଶ୍ଚର୍ଯ୍ୟ ହେଲେ ବି ସତ ।ଏହାକୁ ନେଇ ପୁରା ପଂଚାୟତ ରେ!-->…
କଟକରୁ ୪୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ, ଦୁଇ ଗିରଫ
କଟକ: କଟକରୁ ପୁଣି ଜବତ ହେଲା ଧଳା ଜହର। ପୁଣି ବ୍ରାଉନସୁଗାର କବଳରେ ଯୁବପୀଢି । ଜଳେଶ୍ବର ପାଲିଟିଛି ଧଳା ଜହର ବେପାରର ପେଣ୍ଠ ସ୍ଥଳୀ । କଟକ ମାଲଗୋଦାମ ପୋଲିସ ଏହି ବ୍ରାଉନସୁଗାର ଜବତ କରିବା ସହ ବେପାରୀଙ୍କୁ ଗିରଫ କରିଛି । ଯୋବ୍ରା ତତ୍ତ୍ୱବଟ ଅଞ୍ଚଳରେ ଚଢ଼ାଉ କରି ୪୦୬ ଗ୍ରାମର!-->…
ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ମାମଲା ରୁଜୁ
ଭୁବନେଶ୍ୱର: ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ରୁଜୁ ହୋଇଛି ମାମଲା । ସଦର ତହସିଲଦାରଙ୍କ ପକ୍ଷରୁ ଦାୟରକ ରାଯାଇଥିବା ଏତଲା ଆଧାରରେ ଶ୍ରୀ ମିଶ୍ରଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ତହସିଲଦାରଙ୍କ ଦୁର୍ବ୍ୟବହାର କରିବା ଅଭିଯୋଗରେ ରୁଜୁ ହୋଇଛି ମାମଲା । କ୍ଷେତ୍ରରାଜପୁର!-->…
ଭିଜିଲାନ୍ସ ଜାଲରେ ଅତିରିକ୍ତ ଏସପି : କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ
କଟକ: ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସପିଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି । ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରାଯାଇଛି। କଟକ, ଭୁବନେଶ୍ବର, ଯାଜପୁର ଓ କୋରାପୁଟର ମୋଟ୍ ୧୫ ଟି!-->…