Browsing Category

ଅପରାଧ

ଆଦର୍ଶ ଆଚରଣ ବିଧି ଲାଗୁ ସମୟରେ ୧.୧୩ ଲକ୍ଷ ଲିଟର ମଦ ଜବତ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ରାଜ୍ୟରେ ମଦ ବିକ୍ରି ବଢ଼ିଛି। ଏଥି ସହିତ ବେଆଇନ୍‌ ମଦ କାରବାର ମଧ୍ୟ ବଢ଼ିଥିବା ଜଣାପଡ଼ିଛି। ରାଜ୍ୟରେ ଗତ ମାସ ୧୯ ତାରିଖ ଠାରୁ ଚଳିତ ମାସର ୬ ତାରିଖ ମଧ୍ୟରେ ୧ ଲକ୍ଷ ୧୩ ହଜାର ୬୮୬ ଲିଟର ମଦ ଜବତ ହୋଇଛି।…

ଠକେଇର ଶିକାର ହେଲେ ଗୋଲ୍ଡେନ୍ ଆୱାର ଭିତରେ ଫୋନ୍ କରନ୍ତୁ : କ୍ରାଇମବ୍ରାଞ୍ଚ ଏଡିଜି

ଭୁବନେଶ୍ୱର: ରାଜ୍ୟରେ ମାତିଛନ୍ତି ସାଇବର ଲୁଟେରା। ଗୋଟିଲ କ୍ଲିକ୍‌ରେ ଆକାଉଣ୍ଟ ସଫା ହୋଇଯାଉଛି ଆଉ ନିରୀହ ଲୋକ ଠକାମୀର ଶିକାର ହୋଇ ମୁଣ୍ଡରେ ହାତ ଦେଇ ବସୁଛନ୍ତି। ବର୍ତ୍ତମାନ ସବୁଠାରୁ ଚିନ୍ତାଜନକ କଥା ହେଉଛି ଏବେ ରାଜ୍ୟରେ ଫୁଲ ଆକ୍ଟିଭ୍ ଅଛନ୍ତି ସାଇବର ଲୁଟେରା। ଯାହାକୁ ନେଇ ଆଜି…

ପୁରୀ ରୁ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ପୁରୀ: ରାଜ୍ୟରେ ଥମିବାର ନା ଧରୁନି ଧଳା ଜହର କାରବାର । ପ୍ରତିଦିନ ପୁଳା ପୁଳା ଧଳା ଜହର ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହେଉଛି । ପୁରୀ ଚନ୍ଦନପୁର ପୋଲିସ ଆଜି ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛଇ । ଏହି କାରବାରରେ ସମ୍ପୃକ୍ତ ଅଭିଯୁକ୍‌ତକୁ ପୋଲିସ ଗିରଫ ମଧ୍ୟ କରିଛି । ଗିରଫ…

୭ ହଜାର ଟଙ୍କା ପାଇଁ ଛାତ୍ରଙ୍କୁ ଅପହରଣ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ୭ ହଜାର ଟଙ୍କା ପାଇଁ କଲେଜ ଛାତ୍ରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଛାତ୍ରଙ୍କୁ ଅପହରଣ କରିବା ସହ ଶରୀରର ବିଭିନ୍ନ ସ୍ଥାନକୁ କାଚ ବୋତଲରେ ଦୁବୃର୍ତ୍ତମାନେ ଆକ୍ରମଣ କରିଛନ୍ତି । ଛାତ୍ର ଜଣଙ୍କୁ ଅକଥନୀୟ ଅତ୍ୟାଚାର ଦେଇଥିବା…

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଯୁବକ ମୃତ

ଫୁଲବାଣୀ : ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ ଦେଖାଯାଇଛି । ଲ୍ୟାଣ୍ଡମାଇନ ବିସ୍ଫୋରଣରେ କିଛିଦିନ ପୂର୍ବରୁ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ଆଜି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଫୁଲବାଣୀର ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡିଙ୍ଗିଆ କିଆମୁଣ୍ଡା ନିକଟରେ ବିସ୍ଫୋରଣ ଘଟିଛି ।…

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ଚୋରୀ ଘଟଣା: ୩ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରୀ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲା ନୟାଗଡ଼ ପୋଲିସ୍ । ଆଜି ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି ନୟାଗଡ ଟାଉନ୍ ଥାନା ପୋଲିସ୍ । ଗତ ଜାନୁଆରୀ ୨୮ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ନବଜାତ ଶିଶୁ ଚୋରୀ ହୋଇଥିଲା । …

ହାତୀ ମୃତଦେହ ପୋତିବା ଘଟଣାରେ ରେଞ୍ଜର ନିଲମ୍ବିତ

ଆାଠଗଡ: ଶିକାରୀ ଗୁଳିରେ ହାତୀ ମୃତ୍ୟୁ ଘଟଣା । ଗୁଳିବଦ୍ଧ ଦନ୍ତା ହାତୀର ମୃତଦେହକୁ ରାତିଅଧିଆ ପୋତିବା ମହଙ୍ଗା ପଡିଲା । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗହଣ କରାଯାଇଛି।ଆଠଗଡ ରେଞ୍ଜର ଆୟାଶା ଅଖତାରୀ ନିଶାଙ୍କୁ ଚାକିରୀରୁ ଓଡିଶା ମୁଖ୍ୟ ବନ ସଂରକ୍ଷକ ନିଲମ୍ବିତ କରିଛନ୍ତି। ଅନୁଗୁଳ ଆଞ୍ଚଳିକ…

ସୁନା ଅଳଙ୍କାର ଲୁଟେରା ଗିରଫ, ବିଭିନ୍ନ ଥାନାରେ ୧୦୦ରୁ ଊର୍ଦ୍ଧ୍ୱ କେସ୍‌

କଟକ: କଟକ କମିଶନରେଟ୍‌ ପୋଲିସ ହାତରେ ପେଷାଦାର ଲୁଟେରା । ବାଦାମବାଡି ଥାନା ପୋଲିସ ଜଣେ ସୁନା ଅଳଙ୍କାର ଲୁଟେରାକୁ ଗିରଫ କରିଛି । ଲୁଟେରା ଜଣକ ହେଲେ ହେମନ୍ତ ଦାସ । ତା ନାଁରେ ବିଭିନ୍ନ ଥାନାରେ ୧୦୦ରୁ ଉର୍ଦ୍ଧ୍ୱ ଅପରାଧିକ କେସ୍‌ ରହିଛି । ଗତ ୨୯ ତାରିଖରେ ବିକାଶ ନଗର ଅଞ୍ଚଳରେ ଜଣେ…

୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ନରସିଂହପୁର ଥାନା IIC

ଆଠଗଡ଼: ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ନରସିଂହପୁର ଥାନା ଆଇଆଇସି । ଆଇଆଇସିଙ୍କ ନାଁ ହେଉଛି ଅଲେଖ ଗରଡ଼ିଆ । ଆଜି ଗୋଟିଏ ମାମଲାର ସମାଧାନ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ନରସିଂହପୁର ଥାନା ଆଇଆଇସି । ଏହି ଘଟଣା ପରେ…

ପ୍ରେମିକାକୁ ମାଡ଼ ମାରି ବନ୍ଧା ହେଲା ପ୍ରେମିକ

ଭୁବନେଶ୍ବର: ପ୍ରେମିକାକୁ ମାଡ଼ ମାରି ବନ୍ଧା ହେଲା ପ୍ରେମିକ । ପ୍ରେମିକ ପ୍ରକାମ୍ୟ ସିଂକୁ ଗିରଫ କଲା ଚନ୍ଦ୍ରଶେଖରପୁର ପୋଲିସ । ଅଭିଯୋଗ ଅନୁଯାୟୀ, ୩ବର୍ଷ ଧରି ଉଭୟ ପ୍ରେମ କରୁଥିଲେ । ଉଭୟ ଅଲଗା ହେବା ପରେ ଯୁବତୀ ଜଣକ ସମସ୍ତ ଫଟୋ ଡିଲିଟ୍‌ କରିଦେବାକୁ ଯୁବକଙ୍କୁ କହିଥିଲେ । ହେଲେ…