Browsing Category

ଅପରାଧ

ନୟାପଲ୍ଲୀ ବ୍ରିଟ୍ କଲୋନୀରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ମାମଲା, ଆଠ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ନୟାପଲ୍ଲୀ ବ୍ରିଟ୍ କଲୋନୀରେ ହୋଲି ଦିନ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ମାମଲାରେ ଆଠ ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଗିରଫ୍ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗଣ୍ଡଗୋଳରେ ବ୍ୟବହୃତ ଖଣ୍ଡା, ଭୁଜାଲି, ଠେଙ୍ଗା,

ନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ବୋମା ଜବତ, ବୋମା ତିଆରି କାରଖାନା ଠାଵ

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ବୋମା ଜବତ କରିଛି ଜଟଣୀ ପୋଲିସ । ବୋମା ରଖିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏଥି ସହ ବୋମା ତିଆରି କାରଖାନାକୁ ଠାଵ କରିଛି ପୋଲିସ । ଉମାକାନ୍ତ ଶତପଥୀ ନାମକ ଜଣେ ବ୍ୟକ୍ତି ବୋମା କାରଖାନା କରି ବୋମା ତିଆରି

ଡକାୟତି ଯୋଜନା ପଣ୍ଡ, ପୋଲିସ କବଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଜଟଣୀ: ଡକାୟତି ଯୋଜନା ପଣ୍ଡ କଲା କମିଶନରେଟ୍ ପୋଲିସ । ବଡ ଧରଣର ଲୁଟ୍ ପାଇଁ ଯୋଜନା କରୁଥିବାବେଳେ କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ । ସେମାନଙ୍କ ନିକଟରୁ ୫ଟି ଅଫୁଟା ବୋମା, ସ୍କର୍ପିଓ କାର, ୩ଟି ବାଇକ ସହିତ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି ।

କମିଶନରେଟ ପୋଲିସ ହାତରେ ବଡ଼ ବନ୍ଧୁକ ରାକେଟ୍, ୫ ବନ୍ଧୁକ ଜବତ, ୨ ଗିରଫ

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ଭୁବନେଶ୍ବର କମିଶନରେଟ ପୋଲିସ ହାତରେ ବଡ଼ ବନ୍ଧୁକ ରାକେଟ୍ । ୫ ଟି ସେମି ଅଟୋମେଟିକ ବନ୍ଧୁକ ସହ ୨୪ ରାଉଣ୍ଡ ଗୁଳି ଜବତ। 7. 65 ଏମଏମର ୪ ଟି ବନ୍ଧୁକ ଓ ୨୦ ରାଉଣ୍ଡ ଗୁଳି ଓ ଗୋଟିଏ ୯ ଏମ ଏମ ବନ୍ଧୁକ ସହ ୪ ରାଉଣ୍ଡ ଗୁଳି ଜବତ କରିଛି ସ୍ପେଶାଲ

ଗଛରୁ ଉଦ୍ଧାର ହେଲା ନବବଧୂଙ୍କର ଝୁଲନ୍ତା ମୃତଦେହ

ବାଲେଶ୍ୱର: ସୋର ଥାନା ଗୋପୀନାଥପୁର ପଞ୍ଚାୟତ ଉପରଗଡ଼ ଗାଁରେ ଅଭାବନୀୟ ଘଟଣା ଘଟିଛି। ଗଛରୁ ମିଳିଲା ନବ ବିବାହିତ ମହିଳାଙ୍କର ଝୁଲନ୍ତା ମୃତଦେହ। ମୃତା ମହିଳା ଜଣକ ହେଲେ ୨୨ ବର୍ଷୀୟା ଗୌରୀ ମୁଦୁଲି । ଗୌରୀଙ୍କ ବାପ ଘର ଖଇରା ଥାନା କୁପାରୀ କବର ଗାଁରେ । ୮ ଦିନ ତଳେ ସେ ଉପରଗଡ଼ ଗାଁର ବସନ୍ତ

ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ, ୫ ଗିରଫ

ଭୁବନେଶ୍ୱର: ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ। ରାସ୍ତାରେ ଯାତାୟତ କରୁଥିବା ପଥଚାରୀଙ୍କ ନିକଟରୁ ସଶସ୍ତ୍ର ଡକାୟତି ନିମନ୍ତେ ଯୋଜନ କରୁଥିବା ପାଞ୍ଚ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହେଲା ମୈତ୍ରୀବିହାର ପୋଲିସ। ସୂଚନା ଅନୁସାରେ ମୈତ୍ରୀବିହାର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ

ପୁଅର ଟାଙ୍ଗିଆ ଚୋଟରେ ବାପାମା’ ମୃତ

ଚମ୍ପୁଆ ଥାନା କାଳିକାପ୍ରସାଦ ପଞ୍ଚାୟତ ବସିରା ଗାଁରେ ଜଣେ ବ୍ୟକ୍ତି ଟାଙ୍ଗିଆରେ ଆକ୍ରମଣ କରି ତାଙ୍କ ବାପା ଓ ମା’ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ଗୁରୁଚରଣ ମୁଣ୍ଡା ଓ ପାଲି ମୁଣ୍ଡା। ଆଜି ସକାଳ ପ୍ରାୟ ୮ଟା ବେଳେ ଘର ଅଗଣାରେ ହଠାତ୍ ଗୁରୁଚରଣଙ୍କୁ ଆକ୍ରମଣ

ନିଲମ୍ବନ ହେଲେ ସହିଦନଗର ଏସଆଇ, ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ

ଭୁବନେଶ୍ଵର: ନିଲମ୍ବନ ହେଲେ ସହିଦ ନଗର ସବ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ । ଲାଞ୍ଚ ନେବା ମାମଲାରେ ଶ୍ରୀ ପ୍ରଧାନଙ୍କୁ ନିଲମ୍ବନ କରିଛି ବିଭାଗ । ଗତକାଲି ଜବତ ଗାଡି ଛାଡିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ । ଟଙ୍କା ଜବତ କରିବା ସହ