Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଗ୍ରୁପ୍ ଋଣ ଟଙ୍କା ମାଗିବାରୁ ମହିଳାଙ୍କୁ ଆକ୍ରମଣ
ଗ୍ରୁପ୍ରୁ ଋଣ ନେଇ ଦେଉନଥିଲେ। ମାଗିବାରୁ ମହିଳାଙ୍କୁ ଆକ୍ରମଣ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱର ସଦର ମହକୁମାରେ ଘଟିଛି। ପନିକି ଚୋଟରେ ଗୁରୁତର ଆହତ ହୋଇଥିବା ମହିଳା ଜଣକ ମେଡ଼ିକାଲ୍ରେ ଭର୍ତ୍ତି ହୋଇଛନ୍ତି।
ଶ୍ରୀକୋଣା ପଞ୍ଚାୟତର ପଟାପୋଲୋ ଗାଁର SKS ଭାରତ ଫାଇନାନ୍ସ ଗ୍ରୁପ୍ରୁ ରେଖା!-->!-->!-->…
ମଙ୍ଗୁଳି ଟୋଲ ପ୍ଲାଜା ନିକଟରେ ୩୫୧ ବିରଳ କଇଁଛ ଜବତ
ଭୁବନେଶ୍ୱର: ୩୫୧ ବିରଳ କଇଁଛ ଜବତ । କଇଁଛ ଚୋରା ଚାଲାଣ ବେଳେ ମାଡି ବସିଲା DRI । ପଶ୍ଚିମବଙ୍ଗରୁ କର୍ଣ୍ଣାଟକକୁ କଇଁଛ ଚୋରା ଚାଲାଣ କରାଯାଉଥିବା ବେଳେ ମଙ୍ଗୁଳି ଟୋଲ ପ୍ଲାଜା ନିକଟରେ ଏସବୁ ଜବତ କରାଯାଇଛି । ଟାଟା ଟିଆଗୋ କାରରୁ ୩୫୧ଟି ବିରଳ କଇଁଛ ଜବତ କରାଯାଇଛି । ଏହା ସିଡ୍ୟୁଲ ୧!-->…
ଗୋଟିଏ ପରିବାରର ତିନି ମୃତ
ରାଜନଗର: ଗୋଟିଏ ପରିବାରର ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମା’ ଓ ପୁଅର ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି । ମହିଳାଙ୍କ ସ୍ୱାମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ!-->…
ପୁଣି ବାଲି ମାଫିଆ ସକ୍ରିୟ…….!ଗଞ୍ଜାମ ଜିଲ୍ଲାରୁ ଅନ୍ୟ ରାଜ୍ୟ କୁ ଅବାଧ ରେ ଚାଲିଛି ଚୋରା ବାଲି ଚାଲାଣ…
ବ୍ରହ୍ମପୁର: ୩-୩ କିଛି ଦିନର ନୀରବତା ପରେ ଉପରୁ ନିର୍ଦ୍ଧେଶ ମିଳିବା ପରି ବାଲି ମାଫିଆ ମାନେ ପୁଣି ସକ୍ରିୟ l ଦିନକୁ ସହ ସହ ଗାଡି ରେ ବାହାର ରାଜ୍ୟକୁ ଚୋରା ବାଲି ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି। ପୁଣି ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଚୋରାରେ ବାଲି ଅବାଧ ରେ ଖୁଲାମ ଖୁଲା ବିନା!-->…
ରାତ୍ରୀ ଅନ୍ଧକାରରେ ଶିକ୍ଷୟିତ୍ରୀଙ୍କ ସ୍କୁଟର ପୋଡିଦେଲେ ଦୁର୍ବୃତ…
ଦେବଗଡ଼ :,୩|୩:ଗତକାଲି ବିଳମ୍ବିତ ରାତ୍ରୀରେ ଦେବଗଡ ଥାନା ବସାଲଇ ଗ୍ରାମ ପଂଚାୟତର କୁଣ୍ଡାପିଠା ଗ୍ରାମର ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କ ଘର ଅଗଣାରେ ଥିବା ସ୍କୁଟରକୁ କୋଣସି ଦୁର୍ବୃତ ନିଆଁ ଲଗାଇ ପୋଡି ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଦେବଗଡ ଆଦର୍ଶ ଥାନା ପୁଲିସ ଏକ ମାମଲା ଋଜୁକରି!-->…
ନୟାଗଡ଼ରେ ପୁଣି ବ୍ରାଉନ ସୁଗାର ମାଫିଆ ସକ୍ରିୟ : ପୋଲିସ ଓ ଅବକାରୀ ବିଭାଗ ନୀରବଦ୍ରଷ୍ଟା…
ନୟାଗଡ଼: ଗତ କିଛିଦିନ ପୂର୍ବେ ଫତେଗଡରୁ ୨୦ଗ୍ରାମ, ନୟାଗଡ଼ ତ୍ରିନାଥ ଛକ ନିକଟରୁ ୧୮ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା । ମାତ୍ର ଏବେ ପୁଣି ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ବ୍ରାଉନ ସୁଗାର କାରବାର ଖୁଲମଖୁଲା ହେଉଥିଲେ ମଧ୍ୟ ପୁଲିସ୍ ଓ ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଛି ବୋଲି!-->!-->!-->…
ମାଟି ତଳୁ ଉଦ୍ଧାର ହୋଇଥିବା ମହିଳାଙ୍କ ପରିଚୟ ମିଳିଲା:ଶାଲ୍ ରେ ଗଳାଚିପି ହତ୍ୟା କରାଯାଇଥିବା ସନ୍ଦେହ..!
୨ ବର୍ଷ ପୂର୍ବେ ସ୍ୱାମୀ ଓ ଶିଶୁ କନ୍ୟାକୁ ଛାଡି ପ୍ରେମିକ ସହ ଫେରାର ହୋଇଯାଇଥିଲେ
ଦେବଗଡ଼,୨ା୩: ରିଆମାଳ ଥାନା ତାଳକୁଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ ମଧ୍ୟପୁର ଗ୍ରାମ ଖେଳପଡିଆ ନିକଟରେ ମାଟି ତଳୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଠାବ କରାଯାଇଥିବା ବେଳେ ଶନିବାର ଉଦ୍ଧାର କରାଯାଇ!-->!-->!-->…
କାଜୁ ଜଙ୍ଗଲ ନିକଟରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର
ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ମଜୁରୀ (ଖୋଲ ତରଳା )ଗ୍ରାମ ନିକଟ କାଜୁ ଜଙ୍ଗଲ ନିକଟରୁ ଛାତ୍ରୀଙ୍କ ମୃତ ଦେହ ଠାବ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ +2 ପ୍ରଥମ ବର୍ଷର ଛାତ୍ରୀ ଜସ୍ମିନୀ ସାହୁ । ମୃତ ଜସ୍ମିନୀ ଗତକାଲି ଦିନ ୨ଟା!-->…
ରାଉରକେଲାରେ ବ୍ୟବସାୟୀଙ୍କ ଘରେ ଇଡି ଚଢ଼ଉ
ରାଉରକେଲା: ରାଉରକେଲାରେ ଜଣେ ବ୍ୟବସାୟୀଙ୍କ ଘରେ ଇଡି ପକ୍ଷରୁ ଚଢ଼ଉ ଚାଲିଛି। ଭୁବନେଶ୍ୱର ଇଡି କାର୍ଯ୍ୟାଳୟର ତିନିଟି ଟିମ ଏକ କାଳୀନ ଉଦିତନଗର କଚେରୀରୋଡ ସ୍ଥିତ କଦମୱାଲା ଆଣ୍ଡ କୋ ଓ କଦମୱାଲା ଇନସଲଭାନସି ପ୍ରଫେସନାଲ ପ୍ରାଇଭେଟ ଲିମିଟେଡ଼ରେ ସକାଳୁ ଚଢ଼ଉ ଆରମ୍ଭ କରିଛନ୍ତି।
ବ୍ୟବସାୟୀ!-->!-->!-->…
ଦେଶୀ ବନ୍ଧୁକ ସହ ବିସ୍ଫୋରକ ଜବତ: ଦୁଇ ଗିରଫ…
ନୟାଗଡ଼: ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରୋହୀବାଙ୍କ ପଞ୍ଚାୟତ ନରସିଂହ ପ୍ରସାଦ ଛକରୁ ଗୋଟିଏ ଦେଶୀ ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ ସହ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ବିଚାର ବିଭାଗୀୟ ହାଜତକୁ ସେମାନଙ୍କୁ ପଠାଯାଇଛି ।!-->!-->!-->…