Browsing Category

ଅପରାଧ

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି : ପୋଲିସ-ମାଓବାଦୀ ଗୁଳି ବିନିମୟ । ଛତିଶଗଡ଼ର ଦାନ୍ତେୱାଡା ଓ ବିଜାପୁର ସୀମାନ୍ତରେ ଗୁଳି ବିନିମୟ ଜାରି ରହିଛି। DRG ଓ CRPF ଯବାନ କମ୍ବିଂ ଅପରେସନ ଚଳାଇଥିବା ବେଳେ ଗମପୁର ଜଙ୍ଗଲରେ ବଡ଼ ଧରଣର ମାଓ କ୍ୟାମ୍ପ ଠାବ କରିଥିଲେ। ଚଢାଉ ବେଳେ ପୋଲିସ ଉପରକୁ ଫାୟାରିଂ

ଗିରଫ ହେଲେ କୋଟିପତି ଆରଟିଓ ବସନ୍ତ ମହାପାତ୍ର

ବୌଦ୍ଧ: ବୌଦ୍ଧର କୋଟିପତି ଆରଟିଓ ବସନ୍ତ ମହାପାତ୍ର ଗିରଫ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବସନ୍ତଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଆରଟିଓ ବସନ୍ତଙ୍କ ପୈତୃକ ଘର ଗଞ୍ଜାମ, ବୌଦ୍ଧ ଆରଟିଓ ଅଫିସ୍ ଓ ଭୁବନେଶ୍ୱରର ଅନେକ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଚଢାଉ ବେଳେ

୭ ବର୍ଷର ନାବାଳିକାକୁ ୩ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

କଟକ : ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ୭ ବର୍ଷର ନାବାଳିକାକୁ ୩ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମାଆ । ସରସ୍ୱତୀ ପୂଜା ଦିନ ଏହି ଅମାନୁଷିକ ଘଟଣା ଘଟିଛି । SCBରେ

ପରକୀୟା ପ୍ରୀତିର ସାଙ୍ଘାତିକ ପରିଣତି: କୋମଣ୍ଡ ରେ ବିଭତ୍ସ ହତ୍ୟାକାଣ୍ଡ…

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୋମଣ୍ଡ ଅଞ୍ଚଳରେ ଦୀର୍ଘ ୧୪ବର୍ଷର ସମ୍ପର୍କ କୁ ପଛରେ ପକାଇ ନିଜ ପ୍ରେମିକ ସହ ମିଶି ସ୍ୱାମୀକୁ ଜୀବନରେ ମାରିଦେଇ ଘରଭିତରେ ପୋତିଦେଇଛି ସ୍ତ୍ରୀ । ମାରି ପୋତି ଦେବାର ୧୦ ଦିନ ପରେ ପୋଲିସ ସ୍ତ୍ରୀ, ଶାଶୁ ଓ ପ୍ରେମିକ କୁ ଫେରାର

ବିଧାୟକ ଘରେ ପଶିବା ମହାଙ୍ଗା ପଡ଼ିଲା ସଂଯୁକ୍ତା ଙ୍କୁ, ନିଃସର୍ତ୍ତ ରେ ଖବର ପ୍ରକାଶ ପରେ ସଂଯୁକ୍ତା ଗିରଫ …?

ବ୍ରହ୍ମପୁର: ୧୪-୨ ଆଜି ପୋଲସରା ବିଧାୟକ ଙ୍କ ଘରେ ଜୋର ଜବରଦସ୍ତ ଘରେ ପଶିଥିବା ସଂଯୁକ୍ତା ଙ୍କୁ ଶେଷରେ ପୋଲିସ ଗିରଫ କରିଛି।ବିଧାୟକ ଙ୍କ ସହ ଦୀର୍ଘ ଦିନ ଧରି ସଂଯୁକ୍ତା ଙ୍କ ତିକ୍ତତା ଲାଗିରହିଛି। ପୋଲସରା ସ୍ଥିତ ବିଧାୟକଙ୍କ ଗୃହକୁ ସଂଯୁକ୍ତା ଜୋର ଜବରଦସ୍ତ ପଶିଥିବା ନେଇ ଚର୍ଚ୍ଚା ଦିନ

ନିର୍ବାଚନ ପାଇଁ ପୋଲିସର ପ୍ରସ୍ତୁତି, ଦାଗୀଙ୍କୁ କରାଯିବ ତଡ଼ିପାର୍

ଭୁବନେଶ୍ବର: ତଡ଼ିପାର ହେବେ ପେସାଦାର ଅପରାଧୀ । ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ କରିବାପାଇଁ ଭୁବନେଶ୍ବର ସହରାଞ୍ଚଳ ପୋଲିସର ପ୍ରସ୍ତୁତି ବୈଠକ। ଡିସିପି ପ୍ରତୀକ ସିଂହ ଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଛି । ପେସାଦାର ଓ ଅଭ୍ୟାସଗତ ଅପରାଧୀଙ୍କୁ ତଡ଼ିପାର

ବାଘ ଛାଲ ଜବତ ଘଟଣା, ୭ ଗିରଫ, ଏବେବି ୬ ଅଭିଯୁକ୍ତ ଫେରାର

କଟକ: କଟକ ନେତାଜୀ ବ୍ରିଜ୍ ପାଖରୁ ବାଘ ଛାଲ ଜବତ ଘଟଣାରେ ୭ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗଜପତି ଜିଲ୍ଲାରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗଂଜାମ ଜିଲ୍ଲାରୁ ୨ ଜଣ ଗିରଫ ହୋଇଛନ୍ତି । ଏବେବି ୬ଜଣ ଅଭିଯୁକ୍ତ ଫେରାର ରହିଛନ୍ତି । ସେମାନଙ୍କୁ ଧରିବା ପାଇଁ ଯୋଜନା କରୁଛି ପୋଲିସ ।

ନିଶା ମାଫିଆଙ୍କୁ ଗୋଡେଇ ଗୋଡେଇ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ୍

ଭୁବନେଶ୍ୱର : ଫିଲ୍ମ ଷ୍ଟାଇଲରେ ପୋଲିସ୍ ଅପରାଧୀ ମୁହାଁମୁହିଁ  । ନିଶା ମାଫିଆଙ୍କୁ ଗୋଡେଇ ଗୋଡେଇ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ୍ । ପିତାପଲ୍ଲୀରୁ ପାହାଳ ଯାଏଁ ଚାଲିଲା ପୋଲିସ୍ ମାଫିଆ ଚକାପଞ୍ଝା । ଦାମୀ ଗାଡ଼ିରେ ମାଫିଆ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ । ଖବର ପାଇ ସ୍ପେଶାଲ କ୍ରାଇମ

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ଉପରେ କଟକଣା ଥିଲେ ମଧ୍ୟ ଡ୍ରୋନ୍ ଯୋଗେ ଆକାଶ ମାର୍ଗରୁ ଶ୍ରୀମନ୍ଦିର ଭିଡିଓ ଉତ୍ତୋଳନର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏହି ଘଟଣା ଜଣା

ବାଘ ଛାଲ ଡିଲ୍ ବେଳେ ମାଡ଼ିବସିଲା ଏସଟିଏଫ୍

ଫୁଲବାଣୀ : ମାତିଛନ୍ତି ବାଘ ଛାଲ ସ୍ମଗଲର୍। ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍। କନ୍ଧମାଳ ଦାରିଙ୍ଗବାଡ଼ିରୁ ଧରା ପଡ଼ିଛି ଜଣେ ଅଭିଯୁକ୍ତ। ଗିରଫ ଅଭିଯୁକ୍ତ ହେଉଛନ୍ତି ଦାରିଙ୍ଗବାଡ଼ିର ଘନେଶ୍ୱର ପ୍ରଧାନ (୩୫)। ଘନେଶ୍ୱର ପ୍ରଧାନ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଯୋଜନା