ଭାରସାମ୍ୟ ହରାଇ ଓଲଟି ପଡିଥିଲା ଆଲୁମିନା ବୋଝେଇ ଟ୍ରକ ଅଲ୍ପକେ ବର୍ତ୍ତିଗଲେ ଡାଇଭର

add-all

ରାୟଗଡା : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ତୋଟାଗୁଡା ଛକ ନିକଟରେ ଏକ ବୁଲାଣି ନିକଟରେ ଆଲୁମିନିୟମ ବୋଝେଇ ଟ୍ରକ ଭାରସାମ୍ୟ ହରାଉ ଉଲଟି ପଡାଥିବା ବେଳେ ଅଲ୍ପକେ ବର୍ତିଗଲେ ଡାଇଭ। ଟ୍ରକ୍ ଟି ଉତ୍କଳ ଆଲୁମିନା କମ୍ପାନୀ ଠାରୁ ଆଲୁମିନା ପାଉଡର ଧରି ରାୟଗଡ଼ା ଅଭିମୁଖେ ଯାଉଥିବା ବେଳ। କୌଣସି ଏକ କାରଣ ଯୋଗୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ବେଳେ ଡାଇଭର ଙ୍କୁ ସାମାନ୍ୟ ଆଘାତ ହେଇଥିବା ଜଣାପଡିଛି। ତେବେ ଡାଇଭର ଙ୍କୁ ଟିକିରି ସ୍ଥିତ ଉତ୍କଳ ଉଷାପୋଡା ମେଡିକାଲ ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ତେବେ ଏହିପରି ଉତ୍କଳ ଆଲୁମିନା କମ୍ପାନୀ କୁ ରଜାର ହଜାର ଭାରି ଯାନ ଯାତାୟାତ କରୁଥିବା ବେଳେ ଦିନକୁ ଦିନ ସଡ଼କ ଦୁର୍ଘଟଣା ଘଟୁଥିବା ଜଣାପଡିଛି।

ad-week
Leave A Reply

Your email address will not be published.