ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କଲେ ଶୁଭେଛୁ…

add-all

ରାଜନଗର : କେନ୍ଦ୍ରାପଡା ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ ମୋଦିଜି ଙ୍କ 74ତମ ଜନ୍ମଦିବସ ରବିବାର ଦିନ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନଗର ଚନ୍ଦ୍ରମଉଳି ଶୈବ ପୀଠରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇ ଅଛି । ବିଜେପି ନେତା ଅଜୟ କୁମାର ଵେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀଧର ପ୍ରସାଦ ପ୍ରଧାନ ରାଜ୍ୟ ସମ୍ପାଦକ ବିକ୍ରମ ରାଉତ ରାଏ,କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜକିଶୋର ସାହୁ,ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ଜିଲ୍ଲା ସଂଯୋଜକ ମଙ୍ଗୁଳି ମହାନ୍ତି ,କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ବିଚିତ୍ର କୁମାର ପ୍ରଧାନ, ସଦାଶିବ ଜେନା, ପଞ୍ଚାନନ ବିଶ୍ୱାଳ,ବିଶ୍ୱରଞ୍ଜନ ପଣ୍ଡା, ଉପସଭାପତି ଶ୍ରୀକାନ୍ତ ସେନାପତି, ସୁଧାଂଶୁ ଜେନା, ଜିଲ୍ଲା କୃଷକ ମହିଳା ସେଲ ସଂଯୋଜକ ମାନିନୀ ଷଢଙ୍ଗୀ, ପ୍ରିୟଙ୍କା ଶତପଥୀ,କାର୍ଯ୍ୟକାରିଣୀ ଗୀତାଞ୍ଜଳି ଦାସ,ଶଶିକାନ୍ତ ସ୍ୱାଇଁ,ରବି ଗାହଣ, ସୁବାସ ବାରିକ,ଲଷ୍ମୀକାନ୍ତ ସଥପତି,ସଂଗ୍ରାମ ନାୟକ, ଗୋପୀନାଥ ପଣ୍ଡା, ଗଣେଶ ଦାସ, ନିରଞ୍ଜନ ସ୍ବାଇଁ, ବସନ୍ତ ପ୍ରଧାନ, ଅଶ୍ୱିନୀ ଦାସ,ଗଜେନ୍ଦ୍ର ନାୟକ, ଅମୁଲ୍ୟ ଦାସ, ଶିବ ନାୟକ, ସୁଶାନ୍ତ ଦାସଙ୍କ ସମେତ ରାଜନଗର ନିର୍ବାଚନ ମଣ୍ଡଳୀର ଶତାଧିକ କାର୍ଯ୍ୟକର୍ତା ଯୋଗଦେଇ ଠାକୁରଙ୍କ ନିକଟରେ ଦୀପଦାନ ଦେବା ସହ ମୋଦିଜୀଙ୍କ ଦୀର୍ଘାୟୁ କାମନା କରି ଥିଲେ।

ad-week
Leave A Reply

Your email address will not be published.