ପିସିସି ସଭାପତିଙ୍କୁ ବ୍ରହ୍ମପୁରରେ ସମ୍ବର୍ଦ୍ଧନା…

add-all

ବ୍ରହ୍ମପୁର: ଆଜି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ କୋରାପୁଟ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବ୍ରହ୍ମପୁର ସହର ମଧ୍ୟ ଦେଇ ଯିବା ସମୟରେ ବ୍ରହ୍ମପୁର ସହରର ବିଭିନ୍ନ ଜାଗା ମାନଙ୍କରେ କଂଗ୍ରେସ କର୍ମୀମାନେ ସମ୍ବର୍ଦ୍ଧନା ଦେଇଥିଲେ । ନରେନ୍ଦ୍ରପୁର ଛକ ,ବିଜିପୁର ଛକ, ଗେଟ ବଜାର ଓ ଆସିକା ରୋଡ଼ ଠାରେ ପିସିସି ସଭାପତି ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ପୀତବାସ ପଣ୍ଡା,ଜିଲ୍ଲା ଯୁବ କଂଗ୍ରେସ ସଭାପତି ବିକାଶ ନାୟକ,ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଚିନ୍ମୟ କୁମାର ହୋତା,ବନଜା ପଣ୍ଡା,ସୁପ୍ରଭା ଦାସ,ତତ୍ ସତ ସୁବୁଦ୍ଧି, ରାଜୀବ ଖୁଣ୍ଟିଆ, ପଦ୍ମ ସାହୁ,ବୃନ୍ଦାବନ ଖଟେଇ, ମହେଶ୍ବର ପାତ୍ର,ଦେବୀ ବିଶୋଇ ,ଭୀମ ରାଜୁ ରେଡି ,ନିରଞ୍ଜନ ପାଣିଗ୍ରାହୀ ,ବୁସି ବାବୁ ପ୍ରମୁଖ ଉପସ୍ଥିତ ଦେଇଥିଲେ ।

ad-week
Leave A Reply

Your email address will not be published.