ବୟୋଜ୍ୟେଷ୍ଠ ମୁରବୀଙ୍କ ବିୟୋଗରେ ସମବେଦନା ଜଣାଇଲେ ବିଜେଡ଼ି ସଂଗଠକ…

add-all

ରାଜନଗର : ରାଜନଗର ବ୍ଲକ ଚାନ୍ଦି ବାଉଁଶ ମୂଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚର୍ଦିଆ ଗ୍ରାମର ବୟୋଜ୍ୟେଷ୍ଠ ମୁରବି ନେତ୍ରା ନନ୍ଦ ଲେଙ୍କାଙ୍କ ବିୟୋଗ ଖବର ପାଇ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ବିଜେଡିର ସଙ୍ଗଠକ ଅଶୋକ ପ୍ରତିହାରୀ ମୃତ ଲେଙ୍କାଙ୍କ ବାସଭବନରେ ପହଁଚି ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଲେ । ସେହିପରି ଵ୍ରାହ୍ମଣସାହି ପଞ୍ଚାୟତର ଗୋବର୍ଦ୍ଧନପୁରୁ ଗ୍ରାମର ଭ୍ରମରଵର ହାତୀଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ଵାସଭଵନରେ ପହଁଚିଥିଲେ ଶ୍ରୀଯୁକ୍ତ ଅଶୋକ ପ୍ରତିହାରୀ ଓ ତାଙ୍କ ଫ୍ୟାନକ୍ଲବର ଯୁବକମାନେ।ସେଠାରେ ସ୍ବର୍ଗତ ହାତୀଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ପରିବାରଙ୍କ ଦୁଃଖରେ ସମଵେଦନା ଜଣାଇ ଭଗବାନ ଭ୍ରମରଙ୍କ ଆତ୍ମାର ସଦ୍ଗତି ନିମନ୍ତେ କାମନା କରିଥିଲେ।

ad-week
Leave A Reply

Your email address will not be published.