ଧର୍ମ ପରାୟଣ ମହିଳାଙ୍କ ପରଲୋକ…

add-all

ଵ୍ରହ୍ମପୁର : ଵ୍ରହ୍ମପୁର ମହାନଗର ନିଗମ ଉପକଣ୍ଠ ଭାବିନିପୁର ଗ୍ରାମ ନିବାସୀ କୁନ୍ତଳା ମାଳା ଶତପଥୀ ଙ୍କ୯୧ ବୟସରେ ବିୟୋଗ ଘଟିଛି। ସେ ଜଣେ ମିଷ୍ଟଭାଷୀ, ପରଉପକାରୀ, ଧର୍ମପରାୟଣ, ମେଳାପୀ ମହିଳା ଥିଲେ।ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ମୃତଶଯ୍ୟା ନିକଟ ରେ ତାଙ୍କର ଚାରି ପୁଅ, ବୋହୁ, ତିନି ଝିଅ, ଜ୍ୱାଇଁ, ନାତି ନାତୁଣୀ ଉପସ୍ଥିତ ଥିଲେ।ଏହି ଅବସରରେ ଅଞ୍ଚଳବାସୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗୀୟା ଶତପଥୀ ଙ୍କ ଶେଷ ଦର୍ଶନ କରିବା ସହିତ ଶୋକସନ୍ତାପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ad-week
Leave A Reply

Your email address will not be published.