ବାଲିଗୁଡା ଗାୟତ୍ରୀ ଶକ୍ତି ପୀଠର ନୂତନ କର୍ମକର୍ତ୍ତା ନିର୍ବାଚନ…

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗାୟତ୍ରୀ ଶକ୍ତି ପୀଠର ନୂତନ କମିଟି ଗଠନ କରି କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି l ଏଥିରେ ସର୍ବସମ୍ମତି କ୍ରମେ ମୁଖ୍ୟ ଟ୍ରଷ୍ଟି ଭାବେ ଅନନ୍ତ ଚରଣ ପୃଷ୍ଟି, କାର୍ଯ୍ୟାଳୟ ପ୍ରହାରୀ ଭାବେ ମିନତୀ ମଲ୍ଲିକ, କୋଷାଧ୍ୟକ୍ଷ ଭାବେ ସବିତା ମଲ୍ଲିକ, ସଦସ୍ୟ ଓ ସଦସ୍ୟା ମାନଙ୍କ ମଧ୍ୟରେ ଯୁଧିଷ୍ଠିର ପାତ୍ର, ବିଜୟଲଷ୍ମୀ ମହାପାତ୍ର, ପୁରୁଷୋତ୍ତମ ନାୟକ, ସିମାଞ୍ଚଳ ମହାପାତ୍ର, ସଚଳା ମିଶ୍ର, କଳ୍ପନା ବିଷୋୟୀ, ଚରଣ ଅମାୟତ, ଲକ୍ଷ୍ମଣ ମଲ୍ଲିକ, ବିପ୍ର ଚରଣ ପ୍ରଧାନ, ସଂଯୁକ୍ତା ଦଣ୍ଡସେନା ନିର୍ବାଚିତ ହୋଇଥିବା ବେଳେ ଉପଦେଷ୍ଟା ଭାବେ ନରେନ୍ଦ୍ର ସାହୁ, ଜଗନ୍ନାଥ ବେହେରା, ସୋନୁ ମହାରଣା ପ୍ରମୁଖ ନିର୍ବାଚିତ ହୋଇଛନ୍ତି l

ad-week
Leave A Reply

Your email address will not be published.