
ରାଇଘର(୦୫/୦୬/୨୦୨୪ ) ନବରଙ୍ଗପୁର ଜିଲ୍ଲା ବିଜେପି ପାର୍ଟି ବିଜୟ ଲାଭ କରିବା ପରେ ପରଚି ପାରା ଗ୍ରାମ ଡି,ଏନ୍ ,କେ ରୁ ଏକ ବିଶାଳ ଖୁସିର ଶୋଭାଯାତ୍ରା ବାହାରି ବିଜେପି ଜୟ ହେବାର , ବାର୍ତ୍ତା ପ୍ରେରଣ କଲେ ଗ୍ରାମର ସରପଞ୍ଚ ଓ ଗ୍ରାମର ବିଜେପି ପାର୍ଟିର ପ୍ରମୁଖ କାର୍ଯ୍ୟ କର୍ତ୍ତା ମାନେ ଏହି ଶୋଭା ଯାତ୍ରାରେ ଉପସ୍ଥିତ ଥିଲେ ବିଜେପି ପାର୍ଟିର ବିଧାୟକ ନିତ୍ୟାନନ୍ଦ ଗଣ୍ଡ l ସେ ୭୨୨୨ଭୋଟରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦି ନଵୀନା ନାୟକଙ୍କ ଠୁ ଆଗରେ ଥାଇ ବିଜୟୀ ହାସଲ ,କରୁଥିବାରୁ ପୁର୍ବତନ ସରପଞ୍ଚ ରାମ ସିଂ ଗଣ୍ଡ ସୋନାତନ ମିସ୍ତ୍ରୀ ଅମୃତ ଡାଲୀ ବାଵୁଲୁ ମିସ୍ତ୍ରୀ ଓ ବିଜେଡିର ପ୍ରମୁଖ କାର୍ଯ୍ୟ କର୍ତ୍ତା ଏହି ଶୋଭା ଯାତ୍ରାରେ ସାମିଲ ହୋଇ ଗ୍ରାମର ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ମିଠା ଖୁଆଇ ଆନନ୍ଦ ଉପଭୋଗ କରିବା ସହିତ ଖୁସିରେ ଜୟ ଶ୍ରୀ ରାମ ନାରା ଦେଇ ଆଖ ପାଖ ଗାଁ ବୁଲି ଥିଲେ ! ଏହି ବିଜୟ ନେଇ ଅଞ୍ଚଳ ରେ ଖୁସିର ବାତାବରଣ ଦେଖିବାକୁ ମିଳିଥିଲା…