ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ: ଦୁଇ ଗିରଫ

add-all

ବେଲଗୁଣ୍ଠା : ଗଞ୍ଜେଇ ଚୋରା ଚାଲାଣ କରୁ୍ଥିବା ବେଳେ ଦୁଇ ବଙ୍ଗାଳୀ ବ୍ୟବସାୟୀ ଗାଙ୍ଗପୁର ପୋଲିସ୍ ହାତରେ ଧରାପଡ଼ି କୋର୍ଟଚାଲାଣ ହୋଇଛନ୍ତି I ସୂଚନା ପ୍ରକାରେ ପଶ୍ଚିମ ବଙ୍ଗ ମୂର୍ସିଦାବାଦ୍ ଅଞ୍ଚଳର ଦୁଇଜଣ ବ୍ୟବସାୟୀ ସମନ୍ ଶେଖ୍ ଏବଂ ସୁମନ୍ ଶେଖ୍ ଗଞ୍ଜେଇ ଚୋରା ଚାଲାଣ କରୁ୍ଥିବା ନେଇ ଗାଙ୍ଗପୁର ପୋଲିସ୍ ପାଖରେ ଖବର ପହଞ୍ଚିଥିଲା ଖବର ପାଇ ପୋଲିସ୍ ଟିମ୍ କଣ୍ଟେଇପଲ୍ଲୀ ଛକ ନିକଟରେ ଉଭୟଙ୍କୁ କାବୁ କରି ସେମାନଙ୍କ ନିକଟରୁ ପାଞ୍ଚ କିଲୋ ସାତ ଶହ ପଚାଶ ଗ୍ରାମ୍ ଗଞ୍ଜେଇ ଜବତ କରିଥିଲେ I ଉଭୟଙ୍କ ବିରୁଦ୍ଧରେ 447/24 ରେ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା ପୋଲିସ ଠାରୁ ସୂଚନା ମିଳିଛି I

ad-week
Leave A Reply

Your email address will not be published.