ଫୁଲବାଣୀ ଓକିଲସଂଘ ପକ୍ଷରୁ ପାଳିତ ହେଲା ଗଣେଶ ପୂଜା

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘ ପକ୍ଷରୁ ପୁରୁଣା ଓକିଲ ବାର ପରିସରରେ ଗଣେଶ ପୂଜା ପାଳିତ ହୋଇଯାଇଛି l ପୂଜାରେ କର୍ତ୍ତା ଭାବରେ ଆଇନଜୀବୀ ଜ୍ଞାନୀନ୍ଦ୍ର ନାଥ ପାଢୀ କାର୍ଯ୍ୟ ତୁଲାଇ ଥିବା ବେଳେ ବିରୂପାକ୍ଷ ପଣ୍ଡା, ପ୍ରତାପ ବେହେରା, ଜୟନ୍ତ ମହାନ୍ତି, ଦୀପକ ମହାପାତ୍ର, ସମ୍ପାଦକ କୁଞ୍ଜ ବିହାରୀ ଶତପଥୀ, ସୁଶାନ୍ତ ପଟ୍ଟନାୟକ, ମାନସ ରଞ୍ଜନ ଡାକୁଆ ପ୍ରମୁଖ ସହଯୋଗ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସଭାପତି ନିରୋଦ ପାତ୍ର, ବରିଷ୍ଠ ଆଇନଜୀବୀ ଭି. ଭି ରାମଦାଶ, ପ୍ରତାପ ପାତ୍ର, ବିଜୟ କୃଷ୍ଣ ପଟ୍ଟନାୟକ, ହରିଶ୍ଚନ୍ଦ୍ର ମହାରଣା,ଭଗବାନ ମହାନ୍ତି, ଦେବ ବ୍ରତ ପ୍ରଧାନ,ରମେଶ ଚନ୍ଦ୍ର ମହାନ୍ତି, ମନୋଜ ପଟ୍ଟନାୟକ,ଆଦିତ୍ୟ ପ୍ରସାଦ ତ୍ରିପାଠୀ, ରଞ୍ଜନ ଦାସ, ସଞ୍ଜିତ୍ ପାତ୍ର, ବୀଣାପାଣି ପ୍ରଧାନ, ନନ୍ଦିତା କୁମାରୀ ପ୍ରୀତି ରଞ୍ଜନ ପାତ୍ର, ଦିଲୀପ ବାନାର୍ଜୀ ନିହାରିକା ପାତ୍ର ପ୍ରମୁଖଙ୍କ ସମେତ ବହୁ ଆଇନଜିବି ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.