ମାଲକାନଗିରି ଜଳ ବିଭିଜିକା ପ୍ରକଳ୍ପ ନିର୍ଦେଶକ ସାନ୍ତୁନୁ କୁମାର ମହାପାତ୍ର ଙ୍କ ଘରେ ଭିଜିଲାନ୍ସ ରେଡ…

ଆଜିର ବଡ଼ ଖବର….

ମାଲକାନଗିରି ଜଳ ବିଭିଜିକା ପ୍ରକଳ୍ପ ନିର୍ଦେଶକ ସାନ୍ତୁନୁ କୁମାର ମହାପାତ୍ର ଙ୍କ ଜୟପୁର ଓ ମାଲକାନଗିରି ସ୍ଥିତ ବାସଭବନ ରେ ଭିଜିଲାନ୍ସ ରେଡ ।

ଭିଜିଲାନ୍ସ ର ତିନୋଟି ଟିମ ଏକତ୍ର ଚଢ଼ାଉ କରିଛନ୍ତି

ଭୁବନେଶ୍ୱର ର ଏକ ବାସଭବନ ରେ ମଧ୍ୟ ରେଡ ସୂଚନା ।

ବର୍ତ୍ତମାନ ସୁଦ୍ଧା ଏକ କୋଟି ରୁ ଉର୍ଦ୍ଧ ଆୟବହିର୍ଭୁତ ସମ୍ପତି ଠାବ ହୋଇଥିବା ସୂଚନା ।

ସମୁଦାୟ ୮ ଟି ଜାଗାରେ ଚାଲିଛି ରେଡ ।

ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ର ଭିଜିଲାନ୍ସ ଟିମ ମିଳିତ ଭାବେ କରୁଛନ୍ତି ରେଡ ।
ଜୟପୁର ସ୍ଥିତ ବାସଭବନ ରୁ ନଗତ ଟଙ୍କା ଜବତ ହୋଇଥିବା ସୂଚନା ।ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକ ଙ୍କ କିଛି ସହକାରୀ କର୍ମଚାରୀ ଙ୍କ ଘରେ ମଧ୍ୟ ଚାଲିଛି ରେଡ ।

nis-ad
Leave A Reply

Your email address will not be published.