
ମାଲକାନଗିରି : କଥାରେ ଅଛି ମଣିଷ ଜୀବନ ପାଣିର ଫଟକା, ଯାହାକି ଶାସ୍ତ୍ର ରେ ଲେଖାଥିବାର ଲୋକେ କହନ୍ତି କି ଦଇବ ଦଉଡ଼ି ମଣିଷ ଗାଈ ଯେଣିକି ଓଟାରି ତେଣିକି ଯାଇ l ମଣିଷ ଜନ୍ମ ତ ମୃତ୍ୟୁ ସୁନିଶ୍ଚିତ ଯାହାକି ଆଶ୍ଚର୍ଯ୍ୟ କର ଚାକିରୀ ଶେଷ ତ ଜୀବନ ଶେଷ ଫେରୁଆଲ ରହିଲା ଚିରସ୍ମରଣୀୟ l ଏହା ଏକ ଆଶ୍ଚର୍ଯ୍ୟ କର ମୃତ୍ୟୁ ଯାହାକି ଚାକିରୀ କଲେ ୩୦ ବର୍ଷ ରୁ ଉର୍ଦ୍ଧ ଆଉ ଯେଉଁ ଦିନ ଚାକିରୀ ରେ ଅବସର ନେବେ ସେ ଦିନ ରେ ଜୀବନ ଚାଲିଗଲା l ଯେହେତୁ ସରକାରୀ କର୍ମ ଚାରୀ ଙ୍କ ନିୟମ ରହିଛି ଚାକିରୀ ଶେଷରେ ଅବସର ନେବେ,ଷ୍ଟାପ ଆସିବେ ଆସ୍ୱାଷନା ଦେଇ ମୂଳ ରୁ ଯାହା ଘଟିଥିଲା ସେ ସବୁ କୁ ନେଇ ଉପସ୍ଥାପନ କରିବେ ଆଉ ବେସ୍ ଖୁସିରେ ଫେରୁଆଲ ଦେବେ l ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲା ମାଥିଲି ପାଇଁ କର୍ମ ଚାରି ଙ୍କ ମଧ୍ୟରେ ଫେରୁଆଲ ଫେରୁଆଲ ରେ ସପ୍ନ ରହିଗଲା ଯାହାକି ଚାକିରୀ ରେ ଜୀବନ ସାରା ଖଟିଛନ୍ତି ଏବଂ ଆଜିବି ଅବସର ନେବା ର ଫେରୁଆଲ ନେବା ଦିନରେ ଜୀବନ ଚାଲିଯାଇଛି l ଯାହାକି ଏହା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କୁଟୁଣୀ ପାଲ୍ଲୀ ପଞ୍ଚାୟତ ନିକଟସ୍ଥ ଦଳପତି ପୁଟ ଗ୍ରାମର ଭୀମସେନ ପ୍ରଧାନୀ ଜଣେ ସରକାରୀ ଚାକିରି କରୁଥିଲେ ଏବଂ ସେ ଜଣେ ଆଦିବାସୀ ଅଦ୍ୟୁଷିତ ଅଂଚଳ ମାଥିଲି ବ୍ଲକ ରେ ସମାଜ ସେଵୀ ଭାବେ ମଧ୍ୟ ପରିଚିତ ଥିଲେ l ବୃତ୍ତିରେ ସେ ଜଣେ ସରକାରୀ କର୍ମଚାରି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାମ କରୁଥିଲେ l
ସେ ପ୍ରଥମେ ମାଥିଲି ବ୍ଲକ ର କୁଟୁଣୀ ପାଲ୍ଲୀ ପଞ୍ଚାୟତ ରେ କାର୍ଯ୍ୟରତ ଥିଲେ ଏବଂ ତାଙ୍କ ବଦଳି ହୋଇଥିଲା ନବରଙ୍ଗପୁର ପୁର ଜିଲ୍ଲା ର କଷା ଗୁମୁଡା ବ୍ଲକ ରେ l ହଠାତ ତାଙ୍କ ଦେହ ଅସୁସ୍ଥ ହେତୁ ନିକଟସ୍ଥ ମେଡିକାଲ କୁ ନେଇଥିଲେ ସେଠାରେ ଡାକ୍ତର ଭୀମସେନ ପ୍ରଧାନୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଉକ୍ତ ମେଡିକାଲ ରୁ ଆଜି ଦଳପତି ପୁଟ କୁ ଆଣି ଥିଲେ ଏବଂ ଶବ ସତ୍କାର ସମୟରେ ବହୁ ବିଶ୍ୱସ୍ତ ଲୋକ ପ୍ରାୟ ଯୋଗ ଦେଇଥିଲେ l ସେ ଜଣେ ଆଦିବାସୀ ଅଧୁଷିତ ଅଂଚଳ ର ବିକାଶ ପଥରେ ନେବାକୁ ଆଗେଇଥିବା ବ୍ୟକ୍ତିଙ୍କ ଆଜି ଜୀବନ ଚାଳିଯିବା ପରେ ପ୍ରାୟ ସବ ସତ୍କାର ପାଇଁ ସହ ସହ ଲୋକ ଉପସ୍ଥିତ ଥିଲେ ଏବଂ ତାଙ୍କୁ ମନେ ପକାଇ ଗାଁ ର ଉର୍ନତି ର ଚିନ୍ତା କରି ଆଗକୁ ନେଉଥିବା ବ୍ୟକ୍ତି ଭୀମ ଙ୍କ ମୃତ୍ୟୁ ପରେ ଗାଁ ଲୋକ ଭାଙ୍ଗି ପଡିବା ସହ ଦୁଃଖ ପ୍ରକାଶ କରିଛନ୍ତି l
ମାଲକାନଗିରି୩୦/୦୫ କଥାରେ ଅଛି ମଣିଷ ଜୀବନ ପାଣିର ଫଟକା, ଯାହାକି ଶାସ୍ତ୍ର ରେ ଲେଖାଥିବାର ଲୋକେ କହନ୍ତି କି ଦଇବ ଦଉଡ଼ି ମଣିଷ ଗାଈ ଯେଣିକି ଓଟାରି ତେଣିକି ଯାଇ l ମଣିଷ ଜନ୍ମ ତ ମୃତ୍ୟୁ ସୁନିଶ୍ଚିତ ଯାହାକି ଆଶ୍ଚର୍ଯ୍ୟ କର ଚାକିରୀ ଶେଷ ତ ଜୀବନ ଶେଷ ଫେରୁଆଲ ରହିଲା ଚିରସ୍ମରଣୀୟ l ଏହା ଏକ ଆଶ୍ଚର୍ଯ୍ୟ କର ମୃତ୍ୟୁ ଯାହାକି ଚାକିରୀ କଲେ ୩୦ ବର୍ଷ ରୁ ଉର୍ଦ୍ଧ ଆଉ ଯେଉଁ ଦିନ ଚାକିରୀ ରେ ଅବସର ନେବେ ସେ ଦିନ ରେ ଜୀବନ ଚାଲିଗଲା l ଯେହେତୁ ସରକାରୀ କର୍ମ ଚାରୀ ଙ୍କ ନିୟମ ରହିଛି ଚାକିରୀ ଶେଷରେ ଅବସର ନେବେ,ଷ୍ଟାପ ଆସିବେ ଆସ୍ୱାଷନା ଦେଇ ମୂଳ ରୁ ଯାହା ଘଟିଥିଲା ସେ ସବୁ କୁ ନେଇ ଉପସ୍ଥାପନ କରିବେ ଆଉ ବେସ୍ ଖୁସିରେ ଫେରୁଆଲ ଦେବେ l ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲା ମାଥିଲି ପାଇଁ କର୍ମ ଚାରି ଙ୍କ ମଧ୍ୟରେ ଫେରୁଆଲ ଫେରୁଆଲ ରେ ସପ୍ନ ରହିଗଲା ଯାହାକି ଚାକିରୀ ରେ ଜୀବନ ସାରା ଖଟିଛନ୍ତି ଏବଂ ଆଜିବି ଅବସର ନେବା ର ଫେରୁଆଲ ନେବା ଦିନରେ ଜୀବନ ଚାଲିଯାଇଛି l ଯାହାକି ଏହା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କୁଟୁଣୀ ପାଲ୍ଲୀ ପଞ୍ଚାୟତ ନିକଟସ୍ଥ ଦଳପତି ପୁଟ ଗ୍ରାମର ଭୀମସେନ ପ୍ରଧାନୀ ଜଣେ ସରକାରୀ ଚାକିରି କରୁଥିଲେ ଏବଂ ସେ ଜଣେ ଆଦିବାସୀ ଅଦ୍ୟୁଷିତ ଅଂଚଳ ମାଥିଲି ବ୍ଲକ ରେ ସମାଜ ସେଵୀ ଭାବେ ମଧ୍ୟ ପରିଚିତ ଥିଲେ l ବୃତ୍ତିରେ ସେ ଜଣେ ସରକାରୀ କର୍ମଚାରି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାମ କରୁଥିଲେ l ସେ ପ୍ରଥମେ ମାଥିଲି ବ୍ଲକ ର କୁଟୁଣୀ ପାଲ୍ଲୀ ପଞ୍ଚାୟତ ରେ କାର୍ଯ୍ୟରତ ଥିଲେ ଏବଂ ତାଙ୍କ ବଦଳି ହୋଇଥିଲା ନବରଙ୍ଗପୁର ପୁର ଜିଲ୍ଲା ର କଷା ଗୁମୁଡା ବ୍ଲକ ରେ l ହଠାତ ତାଙ୍କ ଦେହ ଅସୁସ୍ଥ ହେତୁ ନିକଟସ୍ଥ ମେଡିକାଲ କୁ ନେଇଥିଲେ ସେଠାରେ ଡାକ୍ତର ଭୀମସେନ ପ୍ରଧାନୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଉକ୍ତ ମେଡିକାଲ ରୁ ଆଜି ଦଳପତି ପୁଟ କୁ ଆଣି ଥିଲେ ଏବଂ ଶବ ସତ୍କାର ସମୟରେ ବହୁ ବିଶ୍ୱସ୍ତ ଲୋକ ପ୍ରାୟ ଯୋଗ ଦେଇଥିଲେ l ସେ ଜଣେ ଆଦିବାସୀ ଅଧୁଷିତ ଅଂଚଳ ର ବିକାଶ ପଥରେ ନେବାକୁ ଆଗେଇଥିବା ବ୍ୟକ୍ତିଙ୍କ ଆଜି ଜୀବନ ଚାଳିଯିବା ପରେ ପ୍ରାୟ ସବ ସତ୍କାର ପାଇଁ ସହ ସହ ଲୋକ ଉପସ୍ଥିତ ଥିଲେ ଏବଂ ତାଙ୍କୁ ମନେ ପକାଇ ଗାଁ ର ଉର୍ନତି ର ଚିନ୍ତା କରି ଆଗକୁ ନେଉଥିବା ବ୍ୟକ୍ତି ଭୀମ ଙ୍କ ମୃତ୍ୟୁ ପରେ ଗାଁ ଲୋକ ଭାଙ୍ଗି ପଡିବା ସହ ଦୁଃଖ ପ୍ରକାଶ କରିଛନ୍ତି l