ମତୁଆ ସମ୍ମିଳନୀରେ ହିନ୍ଦୁଙ୍କୁ ଅପମାନ ସୂଚକ ମନ୍ତବ୍ୟ ବିରୋଧରେ ଥାନାରେ ଏତଲା

add-all

ମାଲକାନଗିରି : ମାଲକାନଗିରି ହିନ୍ଦୁ ବହୁଳ ସମାଜକୁ ଅପମାନିତ କରିବା ଦିନକୁ ଦିନ ବଢିବାକୁ ଲାଗିଥିବା ବେଳେ ହିନ୍ଦୁ ଏକ ଗାଳି ଶବ୍ଦ ନା ଆଉ କିଛି
ସରଳ, ନିରୀହ, ଅଳ୍ପ ଶିକ୍ଷିତ ଲୋକଙ୍କୁ ସୁପ୍ରିମ କୋର୍ଟ ତଥା ଅକ୍ସଫୋଡ଼ ଡିକ୍ସନାରି ପରି ଅନେକ ତଥ୍ୟ ଦେଇଛନ୍ତି । ପ୍ରଭାକର ହନ୍ତାଳ ୭ତାରିଖ ପୋଟେରୁ ମତୁଆ ସମାଜର ମିଟିଂ ରେ ସଦଳବଳ ଯାଇ ହିନ୍ଦୁ ଚୋର ତସ୍କର ଓ ଚାକର ବୋଲି କହିଛନ୍ତି । ମୋଗଲ ସାମ୍ରାଜ୍ୟର ଇତିହାସ କଥା କହି ଲୋକଙ୍କ ମଧ୍ୟରେ ଜାତିଭେଦ ସୃଷ୍ଟିକରିବା ଏହି ସମୂହର କାର୍ଯ୍ୟ ଅଟେ ଏପରି ତଥା କଥିତ ବୁଦ୍ଧିଜୀବୀ, ସମାଜର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପରି ବେଶ ପୋଷାକରେ ହିନ୍ଦୁ ସମାଜରେ ଅନ୍ଥଃ ଦ୍ଵନ୍ଦ ସୃଷ୍ଟି କରିବା ରୋକ ଲଗାଇବା ପାଇଁ ଆଦର୍ଶ ଥାନାରେ ଆଜିର ଏତଲା ଏପ୍ରକାର ବୟାନ ବାଜି ବନ୍ଦ ନକଲେ ଯେଉଁ ଭୟାବହ ଗୋଷ୍ଠୀ କନ୍ଦଳ ଆରମ୍ଭ ହେବ ସେଥିପ୍ରତି ପ୍ରଶାସନ ସଚେତନ ହେବାକୁ ହିନ୍ଦୁ ଜାଗରଣ ମଂଚ ତରଫରୁ ଏତେଲା ହୋଇଛି ।

ad-week
Leave A Reply

Your email address will not be published.