ସମାଜସେବୀଙ୍କ ପରଲୋକ

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୈାରାଞ୍ଚଳ ଅନ୍ତର୍ଗତ ହିଞ୍ଜିଳି ରାଧାକୃଷ୍ଣ ମାର୍ଗର ଜଣାଶୁଣା ବ୍ୟବସାୟୀ ତଥା ସମାଜସେବୀ ଦିନବନ୍ଧୁ ସାବତ (୫୪)ଙ୍କ ରବିବାର ସନ୍ଧ୍ୟାରେ ଆକସ୍ମିକ ପରଲୋକ ଘଟିଛି। ସେ ରବିବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ବ୍ଳକ ରାସ୍ତାରେ ସ୍କୁଟି ଯୋଗେ ଯାଉଥିବା ବେଳେ ରାସ୍ତାରେ ଅସୁସ୍ଥତା ଅନୁଭବ କରି ତୋଳେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।‌ ଏହି ଖବର ପ୍ରଚାରିତ ପରେ ବହୁ ଲୋକେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।

ad-week
Leave A Reply

Your email address will not be published.