ମୁଖ୍ୟମନ୍ତ୍ରୀଙ୍କ ପାଇଁ ମା ଖମ୍ବେଶ୍ବରୀଙ୍କ ବିଶ୍ରାମ ସମୟରେ ବି ମନ୍ଦିର ଖୋଲା ହେଲା !

add-all

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା ଖମେଶ୍ବରୀ ମନ୍ଦିର । ଆଜି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଶେଷରେ ମାଙ୍କ ବିଶ୍ରାମ ସମୟରେବି ମନ୍ଦିର ଖୋଲି ରାଜ୍ୟ ମୁଖିଆଙ୍କୁ ଦର୍ଶନ କରାଯାଇଛି। କଭି ହାଁ କଭି ନାଁ ପରେ ଶେଷରେ କାହା ଚାପରେ ମୁଖ୍ୟମନ୍ତ୍ରୀ ମା ଖମ୍ବେଶ୍ବରୀଙ୍କୁ ଦର୍ଶନ କରିଲେ ବୋଲି ଚର୍ଚ୍ଚାର ବିଷୟ ପାଲଟିଛି। ଲୋକେ କହୁଛନ୍ତି ବଡ଼ ଲୋକଙ୍କୁ ଉତ୍ତର ନାହିଁ ସ୍ୱର୍ଗକୁ ନିଶୁଣି ନାହିଁ ବୋଲି। ସୂଚନା ଥାଉକି ନୀତି ନିୟମ ରୁ ବି ଉର୍ଦ୍ଧରେ ସରକାର ମା ଙ୍କ ପହଡ ପଡିବା ପରେ ବି ମାଙ୍କ ଦର୍ଶନ କଲେ ରାଜ୍ୟ ମୁଖିଆ l

ad-week
Leave A Reply

Your email address will not be published.