ହିଞ୍ଜିଳି ବିଜେପି ପାଳିଲା କଳାଦିବସ

add-all

ହିଞ୍ଜିଳିକାଟୁ : ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଜୁନ ୨୫ ଜରୁରୀ କାଳୀନ ପରିସ୍ଥିତିକୁ ଭାରତୀୟ ଇତିହାସର କଳା ଅଧ୍ୟାୟ ଓ କଳା ଦିବସ ପାଳିତ କରିଛି ଘୁମୁସର ଜିଲ୍ଲା ବିଜେପି। ହିଞ୍ଜିଳିକାଟୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ବୁଧବାର ଭାରତୀୟ ଜନତା ପାର୍ଟି ଜିଲ୍ଲା ପକ୍ଷରୁ ପାର୍ଟି କାର୍ଯ୍ୟଳୟ ଠାରେ ଦେଶରେ ଗଣତନ୍ତ୍ର ହତ୍ୟା କରିବା ପରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀ କାଳୀନ ଘୋଷଣା କରିଥିବାକୁ ଜିଲ୍ଲା ବିଜେପି ସଭାପତି ଵିଜୟ କୁମାର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ କଳା ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲା ଉପ ସଭାପତି ମାଧବ ଗୈାଡ, ହିଞ୍ଜିଳିକାଟୁ ପୂର୍ବତନ ନଗର ସଭାପତି ସନ୍ତୋଷ ପାଣିଗ୍ରାହୀ,ପ୍ରଶନ କୁମାର ପାଢି, ଶ୍ରୀକାନ୍ତ ମହାପାତ୍ର, ଜଗନ୍ନାଥ ପାତ୍ର,କଞ୍ଚୁରୁ ମଣ୍ଡଳ ସଭାପତି ରବିନ୍ଦ୍ର ପାଣିଗ୍ରାହୀ, ଜିତେନ୍ଦ୍ର ମହାରଣା,ଶୁଧାଶୁଁ ଶେଖର ସାବତ, ସରପଞ୍ଚ କୃଷ୍ଣଚନ୍ଦ୍ର ସୁଆଁସିଆ,ଆଲୋକ ନାୟକ, ସିତାରାମ ବେହେରା,ଗୋପି ଦଳାଇ, କୋରା ଵେହେରାସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

ad-week
Leave A Reply

Your email address will not be published.