ନୂତନ ଵନାଞ୍ଚଳ ଅଧିକାରୀ ଙ୍କ ଦାୟିତ୍ୱ ଗ୍ରହଣ

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଵନାଞ୍ଚଳ କାର୍ଯ୍ୟାଳୟରେ ଵନାଞ୍ଚଳ ଅଧିକାରୀ ଭାବେ ଶ୍ରୀନିଵାସ ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି, ପୂର୍ଵରୁ ଦାୟିତ୍ୱ ରେ ଥିବା ଗଣିଆ ରେଞ୍ଜର ତଥା ଏସିଏଫ ସୁମନ ମାଝି ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି, ପ୍ରକାଶ ଥାଉକି ଗତ ଫେବୃୟାରୀ ମାସ ଠାରୁ ପୂର୍ଵ ତନ ରେଞ୍ଜର ସୁଦର୍ଶନ ଦେହୁରିଙ୍କ ଅବସର ଗ୍ରହଣ ପରେ ସ୍ଥାୟୀ ଭାବେ କେହି ଅଧିକାରୀ ନିଯୁକ୍ତି ହୋଇ ନଥିଲେ, ନୂତନ ଅଧିକାରୀ ଦାୟିତ୍ୱ ଗ୍ରହଣ କରିବା ପରେ ସମସ୍ତ କର୍ମଚାରୀ ମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ad-week
Leave A Reply

Your email address will not be published.