ଆସ ସ୍କୁଲ ଯିବା କମିଟି ଗଠନ

add-all

ମାଲକାନଗିରି, ୨୦।୮ : ମାଲକାନଗିରି ଜିଲ୍ଲା ଶିନ୍ଧ୍ରୀମାଳ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟରେ ଆସ ସ୍କୁଲ ଯିବା କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ। ସରକାରଙ୍କ ପକ୍ଷରୁ ଏହି ନୂଆ ଯୋଜନାର ଶୁଭାରମ୍ଭ କରାଯାଇଥିବା ବେଳେ ଏହି ଯୋଜନାର ପରିଚାଳନା ପାଇଁ ଆଜି ଏହି କମିଟି ଗଠନ କରଯାଇଥିଲା। ଏହି ଯୋଜନାର ମୂଳ ଲକ୍ଷ ହେଉଛି ଆଧାରୁ ପାଠ ଛାଡୁଥିବା ପିଲାଙ୍କୁ ପୁଣି କିପରି ବିଦ୍ୟାଳୟ ମୁହାଁ କରିବା। ଆଜି ଏହି କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ସିଆରସିସି ଚିନ୍ମୟୀ ପଣ୍ଡା ଅଧକ୍ଷତା କରିଥିବା ବେଳେ ସରପଞ୍ଚ ଘଷି ନାୟକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମହାନ୍ତି, ଶିକ୍ଷୟତ୍ରୀ ରଶ୍ମିତା ରାଉତ ପ୍ରମୁଖ ଉପସ୍ଥିତ ରହି ନୂତନ କମିଟି ଗଠନ କରିଥିଲେ ।

ad-week
Leave A Reply

Your email address will not be published.