ବାୟାପଡା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା :ଘାଟି ତଳକୁ ଖସିଗଲା କମାଣ୍ଡର…

ଅଳ୍ପେକେ ବର୍ତିଲେ ୨୫ ରୁ ଉର୍ଦ୍ଧ ଯାତ୍ରୀ

youtube

ମାଲକାନଗିରି :କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଂଚାୟତ ବାୟାପଡା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣାରେ ଅଳ୍ପେକେ ବର୍ତିଲେ ୨୫ ରୁ ଉର୍ଦ୍ଧ ଯାତ୍ରୀ । ଘାଟିର ଆମଳିବେଡା ରୁ କୁଡୁମୁଲୁଗୁମ୍ମା ସାପ୍ତାହିକ ହାଟକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିଗଲା କମାଣ୍ଡର । ଘଟଣାସ୍ଥଳ ରେ କୁଡୁମୁଲୁଗୁମ୍ମା ଅଗ୍ନିଶମ ବାହିନୀ ପହଁଚି ଗାଡି ଭିତରୁ ଆହତ ଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି । ଦୁର୍ଘଟଣା ରେ ୧୫ ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଏବେ ବି କମାଣ୍ଡର ଭିତରେ କିଛି ଯାତ୍ରୀ ଫସି ରହିଥିବା ସୂଚନା ମିଳିଛି।

Leave A Reply

Your email address will not be published.